ଜୀବନଶୈଳୀ

କେଉଁ କର୍ମ କରିବା ଦ୍ବାରା ମିଳିଥାଏ ସ୍ତ୍ରୀର ଜନ୍ମ ? ଜାଣନ୍ତୁ ଏହାର ରହସ୍ୟ !

କେଉଁ କର୍ମ କରିବା ଦ୍ବାରା ମିଳିଥାଏ ସ୍ତ୍ରୀର ଜନ୍ମ ? ବେଳେବେଳେ ଆମେ ମନରେ ଏହା ବିଚାର ଆସିଥାଏ କି ନାରୀର ଜନ୍ମ କଣ ପାଇଁ ମିଳିଥାଏ ! ତେବେ ଆସନ୍ତୁ ଜାଣିବା ସେହି ବିଷୟରେ । ବନ୍ଧୁଗଣ ଶାସ୍ତ୍ରରେ କୁହାଯାଇଛି କି ଆତ୍ମାର କୈାଣସି ଲିଙ୍ଗ ନାହିଁ । ଯେତେବେଳେ ବିଧାତା ଜୀବ ମାନଙ୍କର ଉତ୍ପତ୍ତି କରିଥିଲେ ସେତେବେଳେ ସେ ଦୁଇ ପ୍ରକାରର ଜୀବ ଗଠନ କରିଥିଲେ । ଗୋଟିଏ ନାରୀ ଏବଂ ଆଉ ଗୋଟିଏ ପୁରୁଷ ।

ବେଳେବେଳେ ଏମିତି ବି ହୋଇଥାଏ କି କୈାଣସି ପୁରୁଷର ଆତ୍ମାକୁ ସ୍ତ୍ରୀର ଶରୀର ମିଳିଯାଏ, ନହେଲେ ପୁରୁଷ କୁ ସ୍ତ୍ରୀର ଶରୀର ମିଳିଯାଏ । ଏମିତି କାହିଁକି ହୋଇଥାଏ ? ତେବେ ଆମେ ଏହି କଥାକୁ ଜାଣିବା ପାଇଁ ଚେଷ୍ଟା କରିବା । ବନ୍ଧୁଗଣ ଏହାର ୨ଟି କାରଣ ହୋଇଥାଏ ।


୧- ପ୍ରଥମେ ଯେଉଁ ମନୁଷ୍ୟ ନିଜର ଯେପରି ସ୍ବଭାବ ବନାଇ ଥାଏ ତାକୁ ତାର ଅନୁରୂପ ଜନ୍ମ ପ୍ରାପ୍ତ ହୋଇଥାଏ । ମାନନ୍ତୁ ଆମେ ନିଜର ସ୍ବଭାବ ପଶୁ ମାନଙ୍କ ଭଳି ବନାଇ ରଖିଛୁ, ଯେଉଁ କାର୍ଯ୍ୟ ପଶୁ କରେ ତାହା ଆମେ କରନ୍ତି, ଯାହା ପଶୁ ଖାଆନ୍ତି ତାହା ଆମେ ଖାଉଛନ୍ତି । ତେବେ ନିଶ୍ଚିତ ରୂପରେ ଆମ ଜନ୍ମ ପଶୁ ରୂପରେ ହେବ ।

ସେହିପରି ଜଦି ଆମେ ଆମର ସ୍ବଭାବକୁ ଆମେ ସ୍ତ୍ରୀ ଭଳି ବନାଇ ରଖିଛନ୍ତି ଏବଂ ଆମର ଇନ୍ଦ୍ରିୟକୁ ସ୍ତ୍ର ଭଳି ବନାଇ ରଖିଛନ୍ତି ଏବଂ ଆମ ମନ ଆମ ଇନ୍ଦ୍ରିୟ ତାହା କରିବାକୁ ଚାହେଁ ଯାହା ଗୋଟିଏ ସ୍ତ୍ରୀ କରିବାକୁ ଚାହେଁ ତେବେ ନିଶ୍ଚିତ ରୁପରେ ଆମର ଜନ୍ମ ଗୋଟିଏ ସ୍ତ୍ରୀ ରୂପରେ ହେବ ।


୨- ଦ୍ବିତୀୟ କାରଣ ମୃତ୍ୟୁ ସମୟରେ ମଣିଷର ଆଶକ୍ତି ଯେଉଁ ଆଡ଼କୁ ହୋଇଥାଏ ତାହାର ଜନ୍ମ ସେହି ଆଶକ୍ତି ଆଧାରରେ ହୋଇଥାଏ । ମାନି ନିଅନ୍ତୁ ଜଦି ଆମେ ମୃତ୍ୟୁ ସମୟରେ ସ୍ତ୍ରୀକୁ ମନେ ପକାଇ ପକାଇ ମରି ଯାଆନ୍ତି ତେବେ ଆମର ପୁର୍ଣ୍ଣ ଜନ୍ମ ବେଳେ ଆମକୁ ସ୍ତ୍ରୀ ର ରୂପ ମିଳିବ । ସବୁଠାରୁ ମହତ୍ତ୍ଵପୂର୍ଣ୍ଣ ହୋଇଥାଏ ମୃତ୍ୟୁ ପୂର୍ବରୁ ଭାବିଥିବା କଥା । ଯେଉଁ ଆଶକ୍ତି ନେଇ ଆମେ ମରି ଯାଆନ୍ତି, ତାପର ଜନ୍ମରେ ଆମେ ସେହି ଆଶକ୍ତି ଭୋଗିବାକୁ ଜନ୍ମ ଗ୍ରହଣ କରନ୍ତି ।

ସେହି ଶରୀର ଯାହାର ବି ହେଇଥାଉ ଜଦି ମୃତ୍ୟୁ ସମୟରେ ସ୍ତ୍ରୀ ପାଖରେ ମନକୁ ଫସାଇ ରଖନ୍ତି, ସ୍ତ୍ରୀ କୁ ଭାବିଥାନ୍ତି, ସ୍ତ୍ରୀଙ୍କ ପାଖରେ ଆଶକ୍ତି ବନି ରୁହେ ତେବେ ପର ଜନ୍ମରେ ଆମେ ସ୍ତ୍ରୀର ରୂପ ପାଇବା । ନହେଲେ ଏମିତି ହୁଏ ଯେଉଁ ଜିନିଷକୁ ଆମେ ଭାବିକି ମରି ଯାଆନ୍ତି ତେବେ ପର ଜନ୍ମରେ ଆମକୁ ସେହି ରୂପରେ ଜନ୍ମ ମିଳିଥାଏ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button