ବିଚାର

ଫିଲ୍ମରେ କାର କୁ ଦେଖି ଏହି ବ୍ୟକ୍ତି ବନେଇଦେଲେ କବାଡ ରୁ “ସୁପର କାର”, ଏମିତି କାର ଆପଣ ପୂର୍ବରୁ କେବେ ଦେଖି ନଥିବେ

ଆଜିକାଲି ଜମାନା ବହୁତ ଫାଷ୍ଟ ହୋଇଗଲାଣି । ସାଇନ୍ସ ଏତେ ସଫଳତା ପାଇଛି ଯେ ଏବେ ଗୋଟେ ମଣିଷ କିଛି ମିନିଟ୍ ରେ ଗୋଟେ ଦେଶରୁ ଅନ୍ୟ ଦେଶକୁ ଚାଲି ଯାଇ ପାରୁଛି । ଆଜି ଆମେ ଆପଣଙ୍କୁ ଏମିତି ଲୋକ ବିଷୟରେ ଯିଏ ନିଯେ ଏକ ସୁପର କାର ତିଆରି କରିଛନ୍ତି। ସେ ଗୋଟେ ଫିଲ୍ମ ରେ ଏହି କାର ଦେଖିଥିଲେ, କିନ୍ତୁ ତାଙ୍କ ପାଖରେ ପଇସାର ଅଭାବ ଥିବାରୁ ସେ ସେହିକାର କିଣି ପରି ନଥିଲେ। କିନ୍ତୁ ସେ ହାର ମନି ନଥିଲେ, ଦିନ ରାତି ପରିଶ୍ରମ କରି ନିଜେ ସେହି କାର ର ନିର୍ମାଣ କରିଥିଲେ। ଚଲାନ୍ତୁ ଜାଣିବା ପୁରା କାହାଣୀ କଣ।

‘କେନନବଲ ରନ’ ଫିଲ୍ମରେ ଦେଖିଲେ ଏମତି ସୁପର କାର

 

ଆମେ ଆପଣଙ୍କୁ କହିଦେଉଛୁ ଯେ କବାଡା ରୁ ସୁପର କାର ନିର୍ମାଣ କରିଥିବା ଏହି ବ୍ୟକ୍ତିର ନାଁ ହେଉଛି କେନ ଇମୋଫ । କେନ ଆମେରିକା ଷ୍ଟେଟ ର ୱିସ୍କନ୍ସିନ ରେ ରହୁଛନ୍ତି । ସେ ହଲିଉଡ ଫିଲ୍ମ ‘କେନନବଲ ରନ’ ରେ ଏକ ସୁପର କାର ଦେଖିଲେ । ଫିଲ୍ମରେ ଏହି କାର କୁ ଦେଖି କେନ ଏତେ ପାଗଳ ଥିଲେ କି ସେ ସେହି କାର କୁ କୌଣସି ବି କିମତ ରେ ପାଇବାକୁ ଚାହୁଁଥିଲେ ।

କିନ୍ତୁ କାର ର ଦାମ ଜାଣିକରି ତାଙ୍କର ହୋସ ଉଡିଗଲା । ଏହା ପରେ ସେ ଏହି କାର କୁ ନିଜେ ବନେଇବା ପାଇଁ ଶପଥ ନେଲେ । ଫିଲ୍ମରେ ଦେଖା ଯାଇଥିବା କାର ନାଁ ‘ଲେମ୍ବୋର୍ଗିନୀ କୈଂଟୈକ’ ଥିଲା । କେନ ଏହି ସୁନ୍ଦର କାର ର ଆବିଷ୍କାର କରିବା ଦ୍ଵାରା ପୁରା ଅମରିକା ଗର୍ବ କରିଲା ।

17 ବର୍ଷ ଲାଗିଥିଲା ଏହି କାର ବନେଇବା ପାଇଁ

 

କେନ ଫିଲ୍ମରେ ସୁପର କାର ୧୯୯୦ ରେ ଦେଖିଥିଲେ । ଯାହା ପରେ ସେହି କାର କୁ ନିଜେ ବନେଇବା ପାଇଁ ଭାବିନେଇ ଥିଲେ । ଦିନ ରାତି ଏକ କରି କେନ ଏହି କାର କୁ ୨୦୦୮ ସୁଧା ବନାଇଲେ । ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ କି ଏହି କାର ର ଡିଜାଇନ ପାଇଁ ଆଖ ପାଖ ଲୋକମାନଙ୍କ କବାଡି ଏକାଠି କରିଥିଲେ ।

 

କହିବାକୁ ଗଲେ କେନ ଆରମ୍ଭରୁ ଏକ ଇଞ୍ଜିନିୟର ଥିଲେ । ଶେଷରେ ତାଙ୍କର ପଢା ତାଙ୍କର କାମରେ ଆସିଲା । ଏବଂ ସେ ଅସମ୍ଭବ କୁ ସମ୍ଭବ କରି ଦେଖାଇଲେ । କେନ ର ଏହି କାମ ଟଙ୍କା କମ ଥିବା ଲୋକମାନଙ୍କ ମଧ୍ୟରେ ଏକ ଭଲ ଉଦାହରଣ ହେଲେ । ଆମେରିକା ସରକାର ବି କେନ ର ଏହି ୧୭ ବର୍ଷ ର ପରିଶ୍ରମ କୁ ସଲାମ କରିଲା ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button