ରାଜନୀତି

ରାଜ୍ୟ ସରକାର ଚାଷୀଙ୍କୁ ଉନ୍ନତ ମାନର ସାର, ବିହନ ଓ ଔଷଧ ଯୋଗାଇ ପାରୁନାହାନ୍ତି: ଶରତ ପଟ୍ଟନାୟକ – Utkal Mail


ଭୁବନେଶ୍ବର: ମହିଳା ସଂରକ୍ଷଣ ବିଲ୍ କୁ ନେଇ ଭୋଟ ବା ଶ୍ରେୟ ରାଜନୀତି ଅନୁଚିତ୍। ଏହି କଥା କହିଛନ୍ତି ପିସିସି ସଭାପତି ଶରତ ପଟ୍ଟନାୟକ। ସେ କହିଛନ୍ତି,  ୨୦୧୦ରେ ମନମୋହନ ସିଂହଙ୍କ ସରକାର ମହିଳା ସଂରକ୍ଷଣ ବିଲ୍ ଆଣିଥିଲେ। ଲୋକସଭାରେ ଏହାକୁ ସମର୍ଥନ ମିଳି ନଥିଲା। ସୋନିଆ ଗାନ୍ଧୀ ଏନେଇ ପ୍ରଥମେ ଉଦ୍ୟମ କରିଥିଲେ। ଏବେ ସେମାନେ ଆଣିଲେ।

ଏଣେ କାଳିଆ ଟଙ୍କା ପ୍ରସଙ୍ଗରେ ପିସିସି ସଭାପତି କହିଛନ୍ତି, ନିର୍ବାଚନ ପୂର୍ବରୁ କାଳିଆ ଥୋପ। ରାଜ୍ୟ ସରକାର ଚାଷୀଙ୍କୁ ଉନ୍ନତ ମାନର ସାର, ବିହନ ଓ ଔଷଧ ଯୋଗାଇ ପାରୁ ନାହାନ୍ତି। ଯେତେ ଯୋଜନା କଲେ ବି ଫରକ୍ ପଡ଼ିବନି।

 




utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button