ବାଥରୂମରେ କପଡା ବଦଳୁ ଥିଲା ଝିଅ, ଯାହା ପରେ ହେଲା କିଛି ଏମିତି ଯାହା ଆପଣ କେବେ ସ୍ଵପ୍ନରେ ବି ଭାବି ନଥିବେ

ଏମଏମଏସ ଏହି ଶବ୍ଦ ଆପଣ ବହୁତ ଥର ଶୁଣି ଥିବେ, ଶୁଣିବା କଥା ଛାଡନ୍ତୁ କେତେକ ଲୋକ ଦେଖି ଥିବେ, ବିଶେଷ କରି ସେହି ଏମଏମଏସ ଯାହା ପ୍ରାୟତଃ କିଛି ଲୋକ ନିଜ ମଜା ପାଇଁ ବନେଇ ଥାନ୍ତି । ଏହି ଭଳି ଏମଏମଏସ ରେ କିଛି ଏମିତି ହୋଇ ଥାଏ ଯାହା ଝିଅ ଜୀବନ କିଛି ପର୍ଶନାଲ ଜିନିଷ ଦେଖା ଯାଇ ଥାଏ ଓ ଅନ୍ୟ ଲୋକଙ୍କ ସହ ମଧ୍ୟ ଲୋକ ଶେୟର କରି ଥାନ୍ତି ।
ଆସନ୍ତୁ ଜାଣିବା ସଂପୂର୍ଣ୍ଣ ଘଟଣା କଣ-
କେବଳ ଏତିକି ନୁହେ କେତେକ ପୁଅ ଏତେ ଖରାପ ହୋଇ ଥାନ୍ତି ଯେ ସେ ନିଜ ଗର୍ଲଫ୍ରେଣ୍ଡ ବା ସ୍ତ୍ରୀ ସହ ରୋମାନ୍ସ ଏମଏମଏସ ମଧ୍ୟ କରି ଥାନ୍ତି ।ଅଲଗା ଅଲଗା ପ୍ରକାର ରେ ବନା ହୋଇ ଥିବା ଏହି ଏମଏମଏସକୁ ଲୋକ ଦେଖି ବହୁତ ମଜା ନେଇ ଥାନ୍ତି, କିନ୍ତୁ କଣ ଆପଣ ଜାଣିଛନ୍ତି ଯେ ଆପଣଙ୍କ କିଛି ସମୟ ମଜା ପାଇଁ ସେହି ଝିଅ ଜୀବନ ନଷ୍ଟ ହୋଇ ଯାଇ ଥାଏ ।
ଏମଏମଏସ ଭାଇରାଲ ହେଲା ପରେ ଝିଅ କାହାକୁ ଆଖି ଉଠେଇ କଥା କହି ପାରେ ନାହିଁ, ସମାଜ ଲୋକ ସେହି ଝିଅ ସଂସ୍କାର ଓ ପବିତ୍ରତା ଉପରେ ହଜାର ପ୍ରଶ୍ନ କରି ଥାନ୍ତି । ଲୋକ ସେହି ଝିଅଙ୍କୁ ଖରାପ ନଜର ରେ ଦେଖି ଥାନ୍ତି, ଝିଅ ନିଜ ଘର ଲୋକେ ତା ସହ ଭଲ ଭାବରେ କଥା ହୁଅନ୍ତି ନାହିଁ । ବହୁତ ଝିଅ ଏହି ସବୁ ଦେଖି ଆତ୍ମହତ୍ୟା କରି ଥାନ୍ତି, ଆଜି ଗୋଟେ ଝିଅ ନିଜେ ଗୋଟେ ଭିଡିଓ ଭାଇରାଲ କରିଛି ଏବଂ କଣ କହୁଛି ଆସନ୍ତୁ ଦେଖିବା ଏହି ଭିଡିଓ ରେ ।
ଆପଣ ଭିଡିଓ ଦେଖିଲେ ଏବଂ ଝିଅ କଥା ମଧ୍ୟ ଶୁଣିଲେ ଝିଅ ଏହି ଭିଡିଓ ଭାଇରାଲ କରିବା ପଛରେ ବହୁତ ବଡ କାରଣ ଅଛି ଓ ଏହି କାରଣ ଏହା ଅଟେ ଯେ ଯଦି ଲୋକ ଏହି ପ୍ରକାର ଭିଡିଓ ଦେଖିବା ବନ୍ଦ କରି ଦେବେ ତେବେ ବହୁତ ଝିଅଙ୍କ ଜିଆବ୍ନ ସହ ଖେଳ ହବ ନାହିଁ । ଝିଅ ଗୋଟେ ମାତ୍ର ପ୍ରଶ୍ନ ପଚାରିଚି ଯଦି ଏହି ଏମଏମଏସ ଆପଣଙ୍କ ମାଁ, ଭଉଣୀ ବା ଝିଅର ହୋଇ ଥାନ୍ତା ତେବେ ବି କଣ ଆପଣ ଏତେ ମଜା ନେଇ ଏହି ଭିଡିଓ କୁ ଦେଖିବେ ? ଝିଅ ଏହା ମଧ୍ୟ କହିଛନ୍ତି ଯଦି ଆପଣ ଦେଶ ବଦଳିବାକୁ ଚାହୁଁଛନ୍ତି ତେବେ ନିଜ ବିଚାର ବଦଳିବା ଆରମ୍ଭ କରନ୍ତୁ ।



