କ୍ରାଇମ

ମାଆ କୁ ଜିଅନ୍ତା ପୋତିଦେଲା ପୁଅ, କିନ୍ତୁ ୩ଦିନ ପରେ ହେଲା କିଛି ଏମିତି…

ପୂର୍ବ ଚୀନ ଠାରୁ ଗୋଟେ ଘଟଣା ସାମ୍ନାକୁ ଆସିଛି ଯାହା ଶୁଣି ଆପଣଙ୍କ ଆଶ୍ଚର୍ଯ୍ୟ ସୀମା ରହିବ ନାହିଁ, ଆଜିକା ସମୟରେ ଅପରାଧ ଏତେ ବଢି ଯାଇଛି ଯାହା ସମ୍ପର୍କର ମୂଲ୍ୟ ରଖୁ ନାହାନ୍ତି, ଆଜିକା ସମୟରେ ସବୁ ସମ୍ପର୍କ ସହ ମାଆ ସନ୍ତାନ ସମ୍ପର୍କ ମଧ୍ୟ ଲୋକଙ୍କ ମନରେ କିଛି ମୂଲ୍ୟ ନାହିଁ । ଚୀନରେ ଗୋଟେ ପୁଅ ନିଜ ମା କୁ ଜିଅନ୍ତା ମାଟିରେ ପୋତିଦେଲା, କିନ୍ତୁ ତିନି ଦିନ ପରେ ମଧ୍ୟ ମା ଜୀବିତ ଥିଲେ । ପୁଅର ସ୍ତ୍ରୀ ପୋଲିସକୁ ଏହା କହିଲେ ଯେ ତାର ସ୍ଵାମୀ ୨ ମଇ ରେ ତାଙ୍କ ମାଆଙ୍କୁ ଘରୁ ନେଇକି ଗଲେ, ଯେତେବେଳେ ମାତା ତିନି ଦିନ ପର୍ଯ୍ୟନ୍ତ ଫେରିଲେ ନାହିଁ, ସେତେବେଳେ ପୋଲିସକୁ ସୂଚନା ଦିଆ ଗଲା ଯାହା ପରେ ଅଭିଯୋଗୀକୁ ଗିରଫତାର କରା ଗଲା ।

ଶୁକ୍ରବାର ଦିନ ମହିଳା ସାହାଯ୍ୟ ପାଇଁ ବୋକ୍ସ ଭିତରୁ ଚିତ୍କାର କରୁଥିଲେ ଏବଂ ବେହୋସ ହୋଇ ପଡି ଗଲେ, ଓ ସେହି ରାତି ତାଙ୍କୁ ରାଜ୍ୟ ମିଡିଆ ବଞ୍ଚାଇଲେ, ଖବର ଅନୁଯାଇ ଚୀନ ଏହି ଯୁବକ ୫୮ ବର୍ଷ ଅଟେ, ଯୁବକ ନାମ ମା ଏବଂ ୭୯ ବର୍ଷ ମାଆଙ୍କ ନାମ ବାଙ୍ଗ ଅଟେ । ଖବର ଅନୁଯାଇ ୭୯ ବର୍ଷ ମହିଳା ବହୁତ ଦିନ ଧରି ପାରାଲାଇଜ ଥିଲେ, ପୁଅ ମା ସେବାରୁ ମୁକ୍ତି ପାଇବା ପାଇଁ ଏମିତିକା ଘୃଣିତ କାର୍ଯ୍ୟ କଲା ଏବଂ ନିଜ ଜନନୀକୁ ଜୀବିତ ପୋତିଦେଲେ ଯାହା ପରେ ମା ପୁଅ ସମ୍ପର୍କ ଉପରେ କଲଙ୍କ ଲାଗି ଯାଇଛି ।

ରୋଗୀ ମାକୁ ମାରିବା ପ୍ରୟାସ କରି ପୁଅ ଜୀବିତ ମାତାକୁ ମାଟି ରେ ପୋତି ଦେଇଥିଲା ଯାହା ପରେ ମାତା ବହୁତ ପ୍ରୟାସ କରିଥିଲେ କିନ୍ତୁ ପାରାଲିଶିଷ ହବା ଦ୍ଵାରା ସେ ନିଜ ସାହାୟତା ନିଜେ କରି ପାରିଲେ ନାହିଁ ଓ ବେହୋସ ହୋଇ ପଡି ଗଲେ । ଏମିତିକା ଘଟଣା ମାକୁ ମାରିବା ତାହା ମଧ୍ୟ ପୁଅ ହାତରେ ବହୁତ ବଡ ପାପ ଅଟେ ।

ଦୁନିଆରେ ଏମିତି ବି ସନ୍ତାନ ଅଛନ୍ତି ଯିଏ ନିଜ ଜନ୍ମ କରିଥିବା ମାତା ପିତାଙ୍କ ସହ ଏହିଭକ୍ଲି ବ୍ୟବହାର କରିବାକୁ ଟିକେ ବି କୁଣ୍ଠା ବୋଧ ହେଉ ନାହାନ୍ତି । ସେମାନେ ଭୁଲି ଯାଉଛନ୍ତି ଯେ ସେହିମାନଙ୍କ ପାଇଁ ଆଜି ସେ ଦୁନିଆ ଦେଖୁଛନ୍ତି । ଏଭଳି କରିବା କେତେ ଦୂର ଠିକ, କଣ ଆପଣଙ୍କ ମତ ନିଶ୍ଚୟ ଦେବେ ।

Related Articles

Leave a Reply

Your email address will not be published. Required fields are marked *

Back to top button