ଆପଣ ବି ନିଜର କେଶକୁ ଲମ୍ବା ଓ ସୁନ୍ଦର କରିବାକୁ ଚାହୁଁଛନ୍ତି କି ! ଘରୋଇ ରେମିଡିରେ ଚୁଟି ବନିବ କଳା, ଘନ ଓ ମଜଭୁତ
ନମସ୍କାର ବନ୍ଧୁଗଣ , ଚୁଟି ଖୁବ କାମ ସମସ୍ୟରେ କେମିତି ଲାମ୍ବା , ମୋଟା ଏବଂ ମଜବୁତ ହେଇପାରିବ । ଆଜି କାଲି ଚୁଟି ସମସ୍ୟା ଅଧିକ ଦେଖାଯାଇଥାଏ ଏହା ପାଇଁ ହଜାର ହାଜର ଟଙ୍କା କର୍ଚ କରି ଚୁଟି ର ଚିକିତ୍ସା ନେଇଥାଉ , କିନ୍ତୁ ଏହା କୋଣସି ପ୍ରକାରର ଉପଯୋଗୀ ହୋଇନଥାଏ । ସାଧାରଣ ଭାବରେ ଚୁଟି ସମସ୍ୟା କଣ ପାଇଁ ହୋଇଥାଏ ।
ଆଧୁନିକ ଯୁଗ ରେ ଆମେ ଅନେକ ପ୍ରକାରର ଶ୍ୟାମ୍ପୁ ବ୍ୟବହାର କରୁଛୁ ଯେଉଁଥିରେ କି ଅଧିକ ପରିମାଣରେ ରସାୟନିକ ରହୁଛି ଯାହା ଆମ ଚୁଟି କୁ ଦୁର୍ବଳ କରୁଛି । ଯେତେ ବେଳେ ଚୁଟି ଦୁର୍ବଳ ହୋଇଯାଇଥାଏ ତେବେ ଚୁଟି ଉପୁଡିବା ଆରମ୍ଭ ହୋଇଥାଏ । ତେଣୁ ସାମ୍ଫୁ କୁ ସଂପୂର୍ଣ୍ଣ ବନ୍ଦ କରିବାକୁ କୁହା ଯାଇନଥାଏ , କିନ୍ତୁ ଯାହା ଆପଣଙ୍କ ଚୁଟି ପାଇଁ ଉପଯୋଗୀ ହୋଇଥାଏ ।
ସେହୁ ସାମ୍ଫୁ କୁ ବାଛି ଚୁଟିରେ ଲଗେଇବା ଆମ ପାଇଁ ଠିକ ହୋଇଥାଏ । ଆଜି ମୁଁ ଆପଣମାନଙ୍କ ପାଇଁ ଏପରି ଏକ ଘରୋଇ ଉପକରଣ ଆଣିଛି । ଯାହାକୁ ବ୍ୟବହାର କରିବା ଦ୍ଵାରା ଆପଣଙ୍କ ଚୁଟି ସମ୍ବନ୍ଧୀୟ ସମସ୍ତ ସମସ୍ୟା ମୂଳ ରୁ ଶେଷ ହୋଇଥାଏ । ଏହି ଉପଚାର କୁ ଆପଣ କେବେ ବି ଶୁଣି ନଥିବେ କିନ୍ତୁ ଏହା ଆମ ଚୁଟି ପାଇଁ ପ୍ରଚୁର ପୋଷାକ ଦେଇଥାଏ ଏବଂ ଉପକାରୀ ହୋଇଥାଏ ।
ଏହାର ରହସ୍ୟ କଣ ତାହା ହେଉଛି ଚାଉଳ ପାଣି ସେମାନେ ସବୁ ଦିନ ଆମେ ଫୋପାଡି ଦେଉଥିବା ପାଣି କୁ ଚୁଟି ରେ ଲାଗନ୍ତି । ଯାହା ଫଳରେ ସେମାନଙ୍କ ଚୁଟି ଲାମ୍ବା , ମଜବୁତ , ମୋଟା ହୋଇଥାଏ । ଆଜି ଆମେ ଏହି ପେଜ କୁ ବ୍ୟବହାର କରି ଏମିତି ଏକ ଉପଚାର ପ୍ରସ୍ତୁତ କରିବା ଏବଂ ଏହାକୁ ଚୁଟି ରେ ଲଗେଇ ସମସ୍ତ ସମସ୍ୟା କୁ ଦୂର କରିବା ।
ପ୍ରଥମେ ଆପଣ ଏକ ତାଟିଆ ରେ ପେଜ କୁ ନେଇ ଏଥିରେ ଆଲୋବେରା କୁ ମିଶେଇ ଏବଂ ଏଥିରେ ଆପଣ ବ୍ୟବହାର କରିଥିବା ତେଲ କୁ ପକେଇ ଭଲ ଭାବରେ ମିଶେଇବା । ଏହାକୁ ଚୁଟି ର ପ୍ରତେକ ଭାଗରେ ଭଲ ଭାବରେ ଲଗେଇ କିଛି ସମୟ ମାସାଜ କରନ୍ତୁ । ତାପରେ ପାଣିରେ ଧୋଇ ନିଅନ୍ତୁ । ଏହି ପ୍ରକ୍ରିୟା କୁ ସବୁ ଦିନ କରିବା ଦ୍ଵାରା ଆପଣଙ୍କ ଚୁଟି କଳା , ମୋଟା , ଲମ୍ବା ଏବଂ ମଜବୁତ ହୋଇଥାଏ ।