ଦେଶ ବିଦେଶ

Rose ଡେ ଦିନ ଆପଣଙ୍କୁ କେଉଁ Rose ଦେବା ଦରକାର ? ଜାଣନ୍ତୁ ବିଭିନ୍ନ ପ୍ରକାରର Rose ର ଅର୍ଥ କଣ ହୋଇଥାଏ ?

ଆପଣ ମାନେ ଜାଣିଥିବେ ଆଉ କିଛି ଦିନ ଭିତରେ ପ୍ରେମ ନିବେଦନର ଦିନ ଆସୁଛି ବହୁତ ଲୋକେ ବହୁତ  କିଛି ଭାବନା ନେଇ ରଖିଥିବେ କି ମୁଁ ତାଙ୍କୁ ଏହିପରି କହିବି ବା ଆଉ କିଛି ପିଲା ଥାନ୍ତି ସେମାନେ କିଛି ଅଲଗା ଉପାୟ କରିଥାନ୍ତି । ସେମାନେ କିଛି ଜିନିଷ ଦେଇ ତାଙ୍କୁ ପ୍ରେମ ନିବେଦନ କରିବାକୁ ଚାହିଁଥାନ୍ତି । ଅର୍ଥାତ କହିବାକୁ ଗଲେ ସେମାନେ କୌଣସି ମତେ ତାଙ୍କୁ ନିଜର କରିବାକୁ ଚାହିଁଥାନ୍ତି ।

ଆଉ କିଛି ଅଲଗା ପିଲା ଥିବେ ସେମାନେ କାହା ସହିତ ପ୍ରେମ କରୁ ନଥିବେ କିନ୍ତୁ ସେମାନେ ଏହାକୁ ଦେଖି ଇଛା କରୁଥିବେ କି କାସ ମୋର ଭି ଏହି ଭଳି ଝିଅ ସାଙ୍ଗ ଥାନ୍ତାକି । ତେବେ ଆସନ୍ତୁ ଜାଣିବା ଆଜି ଆମେ ଆପଣଙ୍କୁ କିଛି ଉପାୟ କହିବୁ ଯାହା ଦ୍ଵାରା ନିଜର କାମ ବହୁତ ସହଜ ହୋଇଯିବ । ଆପଣ ମାନେ ଗୋଟିଏ କଥା ମାନେ ରଖିବା ଉଚିତ କି ଆପଣଙ୍କ ପାଖରେ ସବୁ ସମୟରେ ଖୁସି ରହିବା ଉଚିତ ।

ନିଜ ପାଖରେ କିଛି ଥାଉ ବା କିଛି ନଥାଊ । ତେବେ ଆସନ୍ତୁ ଜାଣିବା କେଉଁ ଗୋଲାପ ଫୁଲ ଦେଲେ ଆପଣଙ୍କୁ ସେ କେଉଁ କଥା କହିବାକୁ ଚାହୁଞ୍ଚନ୍ତି । କିନ୍ତୁ ଯଦି କେହି ଆପଣଙ୍କୁ ପଚାରିବେ ଆପଣ କେଉଁ ରଙ୍ଗର ଗୋଲାପ ଦେବାକୁ ଇଛା କରୁଛନ୍ତି ଆପଣ କହିବେ ମୁଁ ଲାଲୀ ରଙ୍ଗର ଦେବାକୁ ଚାହୁଁଛି । ଶେଠୀ ଯଦି ସେ ପଚାରିବେ କାହିକି ଦେବାକୁ ଚାହୁଞ୍ଚନ୍ତି ।

ଆପଣ କହିବେ ମୁଁ ତାଙ୍କୁ ଭଲ ପାଉଛି ଯଦି ସେ ଆଉ କିଛି ରଙ୍ଗର ଫୁଲ କଥା ପଚାରିବେ ତେବେ କଣ ଆପଣ କହିପାରିବେ । ତେବେ ଆସନ୍ତୁ ଜାଣିବା ଏହାର ଅର୍ଥ କଣ ଅଟେ । ଜରୁରୀ ନୁହେଁ କି ଆପଣ କେଉଁ ପରି ସମ୍ପର୍କ ରହିଛି ଯାହା ଦ୍ଵାରା ଆପଣ ସେହି ଅନୁସାରେ ଗୋଲାପ ଦେଇପାରିବେ । ଲାଲୀ ଗୋଲାପ କେବଳ ରୋମାନ୍ସର ପ୍ରତୀକ ଅଟେ ।

 

ଗୋଲାପି ରଙ୍ଗର ଗୋଲାପ ଦେବା ମାନେ ହେଉଛି କି ଆପଣ ଯଦି କାହାକୁ ଧନ୍ୟବାଦ ଦେବା ପାଇଁ ଚାହୁଞ୍ଚନ୍ତି ତେବେ ଏହାକୁ ଆପଣ ଦେଇପାରିବେ ଓ ଆପଣ ତାଙ୍କୁ କହିବାକୁ ଚହୁଁଛନ୍ତି କି ତମେ ମୋ ଜୀବନରେ ଆସି ବହୁତ ଭଲ ଲାଗିଲା ଓ ଏହା ଜରୁରୀ ନୁହେଁ କି ଜୀବନରେ କେବେଳ ପ୍ରେମ କରୁଥିବା ବ୍ୟକ୍ତି ଆସିବେ ଭଲ ସାଙ୍ଗ ମଧ୍ୟ ଆସନ୍ତି ।

ଆପଣ ମାନେ ଚାହିଁବେ ଯଦି ଏହି ଫୁଲ ଘର ଲୋକଙ୍କୁ ମଧ୍ୟ ଦେଇ ପାରିବେ । ଧଳା ଗୋଲାପ ଫୁଲ ହେଉଛି ନିଜ ଜୀବନରେ କିଛି ହେଇ ନାହିଁ ତେବେ ଆପଣ ଏହି ଫୁଲ ଦେଇ ପାରିବେ । ହଳଦିଆ ଗୋଲାପ ଫୁଲକୁ ଆପଣ କେବଳ ଯେଉଁ ମାନେ ନୂଆ ପ୍ରେମ କରୁଥିବା ପିଲା ମାନଙ୍କୁ ହିଁ ଦେଇ ପାରିବେ । ଏହି ଓହୁଳକୁ ଆପଣଙ୍କ ଜୀବନରେ ଆଉ ଠାରେ ରହିବା ପାଇଁ ଚାହୁଞ୍ଚନ୍ତି ତେବେ ଏହି ଫୁଲ ତାଙ୍କୁ ଆପଣ ଦେଇ ପାରିବେ ।

କମଳା ରଙ୍ଗର ଫୁଲ ଆପଣ ତାକୁ ଦେବା ଦରକାର ଯେଉଁ ମାନେ ଆପଣଙ୍କ ଜୀବନରେ ବହୁତ କିଛି ପରିବର୍ତନ ଆଣିଛନ୍ତି ଓ ଆପଣଙ୍କୁ ମଧ୍ୟ ପୁରା ବଦଳାଇ ଦେଇଥିବେ । ଯେଉଁ ମାନେ ଆପଣଙ୍କ ଜୀବନକୁ ବହୁତ ସୁଧାରିବା ସହିତ ନିଜକୁ ବହୁତ ଉପରକୁ ନେଇ ଯାଉଛନ୍ତି । ଏହି ଫୁଲ ଆପଣ ତାଙ୍କୁ ଦେଇପାରିବେ ଯାହାକି ସେମାନେ ଆପଣଙ୍କୁ ବହୁତ ମହତ୍ୟ ଦେଉଥିବେ ଓ ଆପଣ ଯାହା ପାଖରୁ ବହୁତ କିଛି ଶିଖି ପାରୁଛନ୍ତି ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button