ଦେଶ ବିଦେଶ

ଆଖିରେ କଜ୍ବଳ ଲଗାଇବାର ଫାଇଦା ଜାଣିଲେ ହେବେ ଆଶ୍ଚର୍ଯ୍ୟ

ସାଧାରଣତଃ ଆଖିର ସୁନ୍ଦରତା ବଢ଼ାଇବା ପାଇଁ ମହିଳା ମାନେ କଜ୍ବଳ ଲଗାଇଥାନ୍ତି। ଏହା ଖାଲି ସୁନ୍ଦରତା ବଢ଼ାଇଥାଏ ତାହା ନୁହଁ ଏହା ଅନେକ ଫାଇଦା ମଧ୍ୟ ପହଞ୍ଚାଇଥାଏ। ଏହା ଦ୍ବାରା ଆଖି ସମ୍ବନ୍ଧୀୟ ଅନେକ ରୋଗ ଦୂର ହୋଇଥାଏ। ଆସନ୍ତୁ ଜାଣିବା ଆଖିରେ କଜ୍ବଳ ଲଗାଇବାର ଅନେକ ଫାଇଦା ବିଷୟରେ।

kajal_image

-ଆଖିରେ କଜ୍ବଳ ଲଗାଇବା ଦ୍ବାରା ମହିଳା ଅଧିକ ଆକର୍ଷିତ ଦେଖାଯାଇଥାନ୍ତି। ଏହା ଦ୍ବାରା ଅଖି ଗଠନ ଏବଂ ସୁନ୍ଦରତା ଅଧିକ ନଜର ଆସିଥାଏ। ତେବେ ଏହା ଆଖିକୁ ନିର୍ମଳ ଏବଂ ସୁସ୍ଥ ରଖିବାରେ ସହାୟତା କରିଥାଏ।

– କଜ୍ବଳ ଆଖିର ପାୱାର ବଢ଼ାଇବାରେ ସହାୟତା କରିଥାଏ। କିନ୍ତୁ ଏଥିପାଇଁ ବଜାରରେ ମିଳୁଥିବା କଜ୍ବଳ ନୁହଁ ବରଂ ଘରେ ନିର୍ମିତ କଜ୍ବଳ ବ୍ୟବହାର କରନ୍ତୁ।

kajal

-ଆଖିରେ କିଛି ପୋକଯୋକ ପଡ଼ିଗଲେ ଆଖିରୁପାଣି ବାହାରିଥାଏ। ଯଦି ଆପଣ ନିୟମିତ ଭାବେ କଜ୍ବଳ ଲଗାଉଛନ୍ତି ତେବେ ଏପରି ଅସୁବିଧା ହେବ ନାହିଁ।

-କଜ୍ବଳ ଆପଣଙ୍କ ଆଖିକୁ ସୂର‌୍ୟ୍ୟ କିରଣରୁ ରକ୍ଷା କରିବା ସହ ଆଖି ନାଲି ହେବାରୁ ମଧ୍ୟ ରକ୍ଷା କରିଥାଏ।

-କଥାରେ ଅଛି କଜ୍ବଳ ଆପଣଙ୍କୁ ଖରାପ ନଜରରୁ ମଧ୍ୟ ରକ୍ଷା କରିଥିଲି। ଏଣୁ ପୂର୍ବେ ବଡ଼ମାନେ ଛୋଟ ପିଲାଙ୍କ ମଥାରେ ଏବଂ ଗାଲରେ କଳା ଟିକା ଲଗାଇଥାନ୍ତି।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button