ଦେଶ ବିଦେଶ

ଫ୍ରିଜରେ ଅଣ୍ଡା ରଖି ଆପଣ କରୁଛନ୍ତି କି ଏହି ଭୁଲ, ତା’ହେଲେ ବେଳ ହୁଁ ହୋଇଯାଆନ୍ତୁ ସାବଧାନ

ଯଦି ଆପଣ ଅଣ୍ଡା ଖାଉଛନ୍ତି ଏବଂ ତାହାକୁ ଫ୍ରିଜରେ ରଖୁଛନ୍ତି, ତା’ହେଲେ ହୋଇଯାଆନ୍ତୁ ସାବଧାନ। କାରଣ, ଫ୍ରିଜରେ ଅଣ୍ଡା ରଖିଲେ ତା’ ଖୋଳ ଉପରେ ରହିଥିବା ବ୍ୟାକ୍ଟେରିଆ ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ ହାନିକାରକ ହୋଇପାରନ୍ତି। ଫ୍ରିଜରେ ଅଣ୍ଡା ରଖିବା ପରେ ତାହାକୁ ସାମାନ୍ୟ ତାପମାତ୍ରାକୁ ଆଣିଲେ ଘନୀକରଣ ହେବାର ଆଶଙ୍କା ବଢ଼ିଯାଇଥାଏ।

hghg

ଘନୀକରଣ ହେବା ଦ୍ୱାରା ଅଣ୍ଡା ଖୋଳ ଉପରେ ଥିବା ବ୍ୟାକ୍ଟେରିଆର ଗତି ବଢ଼ିଯାଇପାରେ ଏବଂ ଭିତରେ ପ୍ରବେଶ କରିବାର ଆଶଙ୍କା ମଧ୍ୟ ବଢିଯାଇଥାଏ। ଫ୍ରିଜରେ ରଖାଯାଇଥିବା ଅଣ୍ଡାକୁ ଫୁଟାଇବା ସମୟରେ ଜଲଦି ଭାଙ୍ଗିଯାଇଥାଏ। କେକ ତିଆରି ପାଇଁ ଫ୍ରିଜରେ ରଖାଯାଇଥିବା ଅଣ୍ଡା ବ୍ୟବହାର କରିବା ଠିକ ନୁହେଁ। ଅଣ୍ଡାକୁ ଭାଙ୍ଗିବାରେ ସମସ୍ୟା ଆସିଥାଏ।

ffs

ଅନେକ ସମୟରେ ଅଣ୍ଡାର ଉପରି ଭାଗ ଅପରିଷ୍କାର ହୋଇଯାଇଥାଏ। ଏହାକୁ ଫ୍ରିଜରେ ରଖିବା ଦ୍ୱାରା ଏହା ଅନ୍ୟ ଜିନିଷକୁ ମଧ୍ୟ ସଂକ୍ରମିତ କରିପାରିଥାଏ। ଫ୍ରିଜ ଥଣ୍ଡାରେ ଅଣ୍ଡାର ପୋଷାକ ତତ୍ତ୍ୱ ନଷ୍ଟ ହୋଇଯାଇଥାଏ। ବାହାରେ ରହିଥିବା ଅଣ୍ଡା ଫ୍ରିଜରେ ରହିଥିବା ଅଣ୍ଡା ତୁଳନାରେ ଅଧିକ ସ୍ୱାସ୍ଥ୍ୟପ୍ରଦ ହୋଇଥାଏ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button