ଦେଶ ବିଦେଶ

Interesting Gk Questions- 100 ଟଙ୍କିଆ ନୋଟ କୁ ଏପରି ଭଙ୍ଗାନ୍ତୁ ଯେଉଁଥିରେ 10 ଟଙ୍କିଆ ନୋଟ ନଥିବ ଓ ନୋଟ କେବଳ 10 ଟି ଥିବ, କୁହନ୍ତୁ କେମିତି କରିବେ ?

ନମସ୍କାର ବନ୍ଧୁଗଣ, ବନ୍ଧୁଗଣ ସାଧାରଣ ଜ୍ଞାନ ଆମ ଜୀବନରେ ବହୁତ ଆବଶ୍ୟକ ହୋଇଥାଏ।ନିଜ ଆଖପାଖ,ରାଜ୍ୟ,ଦେଶ ଓ ସମଗ୍ର ବିଶ୍ୱର ପ୍ରତ୍ୟେକ ଖବର ଜାଣିବା ବହୁତ ଆବଶ୍ୟକ ହୋଇଥାଏ।ଏହା ବହୁତ ପରୀକ୍ଷା ଏବଂ ଇଣ୍ଟରଭ୍ୟୁ ରେ ପଚାରାଯାଇଥାଏ।ବିଭିନ୍ନ ଚାକିରୀ କ୍ଷେତ୍ରରେ ମଧ୍ୟ ସାଧାରଣ ଜ୍ଞାନ ମୁଖ୍ୟ ହୋଇଥାଏ।ସାଧାରଣ ଜ୍ଞାନ ପଢିବା ଦ୍ୱାରା ଆପଣ ନିଜ ଦେଶ ଓ ବିଦେଶର ସମସ୍ତ ବିଷୟ ସମ୍ପର୍କରେ ଅବଗତ ହୋଇପାରିବେ।

ଆଜି ଆମେ ଆପଣଙ୍କୁ ସେହିଭଳି କିଛି ମଜାଳିଆ ସାଧାରଣ ଜ୍ଞାନ ର ପ୍ରଶ୍ନ ସହିତ ଉତ୍ତର ଜଣେଇବୁ ଯାହା ଭବିଷ୍ୟତ ରେ ଆପଣଙ୍କର ବହୁତ କାମରେ ଆସିବ।ତେବେ ଆସନ୍ତୁ ବନ୍ଧୁଗଣ ଏପରି କିଛି ପ୍ରଶ୍ନ ଉତ୍ତର ସମ୍ପର୍କରେ ଆଲୋଚନା କରିବା।

୧.ଏପରି କେଉଁ ଜିନିଷ ଅଛି ଯାହା ଶୋଇବା ବେଳେ ତଳକୁ ହୋଇଯାଇଥାଏ ଏଵଂ ଜାଗିଥିବା ସମୟ ରେ ଉପରକୁ ରହିଥାଏ?

ଉତ୍ତର-ପଲକ।

୨.ତାହା କଣ ଯାହାକୁ ଆପଣ ଦିନ ସାରା ଉଠାଇ ଥାନ୍ତି ଓ ପକାଇ ଥାନ୍ତି କିନ୍ତୁ ତାହା ବିନା ଆପଣ କୌଣସି ସ୍ଥାନ କୁ ଯାଇ ପାରନ୍ତି ନାହିଁ?

ଉତ୍ତର-ପାଦ।

୩.ଗୋଟିଏ ମନୁଷ୍ୟ ଲଗାତାର ଭାବେ କେତେ ଦିନ ପର୍ଯ୍ୟନ୍ତ ଦୌଡ଼ି ପାରିଥାଏ?

ଉତ୍ତର-୪ କିମ୍ବା ୫ ଦିନ।

୪.ବାୟୁମଣ୍ଡଳ କୁ ସବୁଠାରୁ ଅଧିକ ଅମ୍ଳଜାନ କେଉଁ ବୃକ୍ଷ ଯୋଗାଇ ଥାଏ?

ଉତ୍ତର-ଯେଉଁ ବୃକ୍ଷ ରେ ଅଧିକ ପତ୍ର ରହିଥାଏ।

୫.ଦୁନିଆ ର ସବୁଠାରୁ ବଡ଼ ବିମାନ ବନ୍ଦର କେଉଁଟି ଅଟେ?

ଉତ୍ତର-କିଙ୍ଗ ଫଣ୍ଡ।

୬.କେଉଁ ଭିଟାମିନ ଶରୀର ରେ ସ୍ଥାୟୀ ହୋଇ ରହି ନ ଥାଏ?

ଉତ୍ତର-ଭିଟାମିନ ସି।

୭.କଣ କିନ୍ନର ଙ୍କ ଶବ କୁ ହିନ୍ଦୁ ଧର୍ମ ଅନୁସାରେ ରେ ଅଗ୍ନି ରେ ଦାହ କରାଯାଇଥାଏ?

ଉତ୍ତର- ନାହିଁ।

୮.ଯେତେବେଳେ ଉଡାଯାହାଜ ଟି ଆକାଶ ମାର୍ଗ ରେ ଉଡୁଥାଏ ସେତେବେଳେ ପୃଥିବୀ ପୃଷ୍ଠ ରେ ତାର ଛାଇ କଣ ପାଇଁ ପଡି ନ ଥାଏ?

ଉତ୍ତର-କାରଣ ଉଡାଯାହାଜ ର ଛାଇ ପୃଥିବୀ ପୃଷ୍ଠ ପର୍ଯ୍ୟନ୍ତ ପହଞ୍ଚି ପାରି ନ ଥାଏ।

୯.ଉତ୍ତର ପ୍ରଦେଶ ର ମୁଖ୍ୟମନ୍ତ୍ରୀ କିଏ ଅଟନ୍ତି?

ଉତ୍ତର-ଯୋଗୀ ଆଦିତ୍ୟ ନାଥ।

୧୦.କେଉଁ ଫଳ କୁ ଖାଇବା ପାଇଁ ଲାଇସେନ୍ସ ନେବାକୁ ପଡିଥାଏ?

ଉତ୍ତର-ମେନ ଫୃଟ।

୧୧.ଭାରତ ର କେଉଁ ରାଜ୍ୟ ରେ ବର୍ତ୍ତମାନ ଯାଏ କେବଳ ଜଣେ ହିଁ ମୁଖ୍ୟମନ୍ତ୍ରୀ ରହି ଆସିଛନ୍ତି?

ଉତ୍ତର-ତେଲେଙ୍ଗାନା।

୧୨.ଟେଲିଭିଜନ ର ଉଦ୍ଭାବନ କେଉଁ ମସିହା ରେ ହୋଇଥିଲା?

ଉତ୍ତର-୧୯୪୪ ମସିହାରେ ।

୧୩.ମନୁଷ୍ୟ ର ରକ୍ତ କୁ କେତେ ଦିନ ପର୍ଯ୍ୟନ୍ତ ସଂରକ୍ଷଣ କରି ରଖାଯାଇ ପାରିବ?

ଉତ୍ତର-୨୧ ଦିନ।

୧୪.କେଉଁ ଦେଶ ରେ କେବଳ ଝିଅ ମାନେ ହିଁ ମଦ ପିଇ ପାରିବେ?

ଉତ୍ତର-ପେରୁ ଦେଶ।

୧୫.କେଉଁ ପକ୍ଷୀ କୁ ଘରକୁ ଆଣିବା ଅଶୁଭ ହୋଇଥାଏ?

ଉତ୍ତର-ପେଚା କୁ।

୧୬.ଦୁନିଆ ରେ କେତେ ପ୍ରତିଶତ ଗଛ ଜଳ ଭିତରେ ରହିଅଛି?

ଉତ୍ତର-୮୫ ପ୍ରତିଶତ।

୧୭.ଭାରତ ର କେଉଁ ରାଜ୍ୟ ରେ ସବୁଠାରୁ ବେଶୀ ଡାଲି ର ଉତ୍ପାଦନ କରା ଯାଇଥାଏ?

ଉତ୍ତର-ମଧ୍ୟ ପ୍ରଦେଶରେ।

୧୮.ଲୋକ ସଭା କୁ ଗୋଟିଏ ଦିନ ବି ଯାଇ ନ ଥିବା ଭାରତ ର ପ୍ରଥମ ପ୍ରଧାନମନ୍ତ୍ରୀ କିଏ ଅଟନ୍ତି?

ଉତ୍ତର-ଚୌଧୁରୀ ଚରଣ ସିଂହ।

୧୯.କେଉଁ ଜୀଵ ର ଆଖି ଖରାପ ହୋଇଯିବା ମାତ୍ରେ ତାର ଆଉ ଗୋଟେ ନୂଆ ଆଖି ଆସିଯାଇଥାଏ?

ଉତ୍ତର-ଘୋଙ୍ଗେ ର।

୨୦.କେଉଁ ଜୀବ ର ହୃଦୟ ଗୋଟେ ମିନିଟ ରେ ୧୦୦୦ ଥର ଧଡକୀ ଥାଏ?

ଉତ୍ତର-ଝିଟିପିଟି।

୨୧.ଦୁନିଆ ରେ ସବୁଠାରୁ ଅଧିକ ବୁଢା ଲୋକ କେଉଁଠାରେ ଦେଖିବାକୁ ମିଳିଥାନ୍ତି?

ଉତ୍ତର-ଚୀନ ଦେଶ ରେ।

୨୨.ଦୁନିଆ ର ସବୁଠାରୁ ଧନୀ ଦେଶ କେଉଁଟି ଅଟେ?

ଉତ୍ତର-କତ୍ତର।

୨୩.ଭାରତ ର ସ୍ୱିଜର ଲ୍ୟାଣ୍ଡ କାହାକୁ କୁହାଯାଏ?

ଉତ୍ତର-କାଶ୍ମୀର କୁ।

୨୪.ଦୁନିଆ ର ସବୁଠାରୁ ଛୋଟ ପକ୍ଷୀର ନାମ କଣ?

ଉତ୍ତର-ହମିଙ୍ଗ ବାର୍ଡ।

୨୫.୧୦୦ ଟଙ୍କା ର ନୋଟ କୁ ଖୁଚୁରା କର ଯେଉଁଥିରେ ୧୦ଟଙ୍କିଆ ନୋଟ ଗୋଟେ ହେଲେ ମଧ୍ୟ ନଥିବ ଓ କେବଳ ୧୦ଟି ହିଁ ନୋଟ ଥିବ ତେବେ ଏହା କୁ କିପରି କରିବ?

ଉତ୍ତର-୨୦×୪,୫×୩,୨×୨,୧×୧।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button