ବିଚାର

ଶୋଇବା ପୂର୍ବରୁ ପଢ଼ନ୍ତୁ ହନୁମାନଙ୍କ ଏହି ମନ୍ତ୍ର, ପୂରଣ ହେବ ସମସ୍ତ ମନସ୍କାମନା

ମଣିଷ ଯେତେ ଚାହିଁଲେ ମଧ୍ୟ ତାହାର ଆଶା ପୂରା ହୋଇନଥାଏ। ତାହାର ଇଛ୍ଛା ଅସୀମିତ। ଏପରିକି ନିଜ ମନସ୍କାମନା ପୂରଣ ପାଇଁ ମଣିଷ ନାହି ନଥିବା ଉପାୟ ଅବଳମ୍ବନ କରିଥାନ୍ତି। ଅନେକ କାମନା ଏବଂ ପୂଜା ପାଠ ମଧ୍ୟ କରିଥାନ୍ତି। କିନ୍ତୁ ଆଜି ଆମେ ଶୋଇବା ପୂର୍ବରୁ ଏପରି ଏକ କାମ କରିବା ବିଷୟରେ କହିବାକୁ ଯାଉଛୁ ଯାହା ଦ୍ବାରା ଆପଣଙ୍କ ସମସ୍ତ ମନସ୍କାମନା ପୂରଣ ହୋଇଯିବ।
ହିନ୍ଦୁ ର୍ଧମରେ ଜୀବନର ସମସ୍ତ ସମୟ ଏବଂ ପରିସ୍ଥିତି ପାଇଁ ଅନେକ ପ୍ରକାରର ଉପାୟ ଏବଂ ପଦ୍ଧତି ରହିଛି। ଯାହା ଦ୍ବାରା ଆପଣଙ୍କ ନିଜର ମନସ୍କାମନା ବିନା କୌଣସି ଦ୍ବନ୍ଦରେ ପୂରା କରିପାରିବେ। ଏହା ଆପଣଙ୍କୁ ସୁଖ ସମୃଦ୍ଧି ଯୋଗାଇବା ସହ ଆପଣଙ୍କ ସମସ୍ୟାକୁ ଦୂର କରିବ। ଚାଲନ୍ତୁ ଜାଣିବା କଣ ରହିଛି ସେହି ମନ୍ତ୍ର ..

Hanuman

“ ହନୁମାନ ଅଞ୍ଜନୀ ସୁନୁର୍ବାୟୁପୁତ୍ରୋ ମହାବଳଃ ।ରାମଷେ୍ଟ ଫାଲ୍ଗୁନସଖ ପିଙ୍ଗାକ୍ଷୋଅମିତା ବିକ୍ରମଃ । ଉଦଧିକ୍ରମଣଶ୍ରବେ ସୀତାଶୋକ ବିନାଶନଃ ।ଲକ୍ଷ୍ମଣପ୍ରାଣଦାତା ଚ ଦଶଗ୍ରୀବସ୍ୟ ମହାତ୍ମନଃ । ସ୍ୱାପକାଳେ ପ୍ରବୋଧେ ଚ ୟାତ୍ରାକାଳେ ଚ ୟଃ ପଠତେ୍ ।ତସ୍ୟ ର୍ସବଭ୍ୟ ନାସ୍ତି ରଣେ ଚ ବିଜୟୀ ଭବତେ୍ । ରାଜଦ୍ୱାରେ ଗହରେ ଚ ଭୟଂ ନାସ୍ତି କଦାଚନ ।“

ଶାସ୍ତ୍ରନୁଯାୟୀ ଏହି ମନ୍ତ୍ରକୁ ରାତିରେ ଶୋଇବା ପୂର୍ବରୁ ଜପ କରିବା ଦ୍ବାରା ମଣିଷର ସମସ୍ତ ଚିନ୍ତା ଏବଂ ଦୁଃଖ ଦୂର ହୋଇଯାଇଥାଏ । ଏହା ଦ୍ବାରା ଜୀବନରେ ସଫଳତା ମିଳିବା ସହ ଜୀବନରେ ସୁଖ ଫେରି ଆସିଥାଏ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button