ବିଚାର

କାହାର ନାମ ଭାବି ହୃଦୟରୁ ବାଛନ୍ତୁ କୌଣସି ଏକ ନମ୍ବର ଓ ଜାଣନ୍ତୁ ତାଙ୍କ ମନରେ ଆପଣଙ୍କ ପାଇଁ କଣ ଅଛି ?

ବନ୍ଧୁଗଣ କେମିତି ଅଛନ୍ତି ଆପଣ ମାନେ ଆଶା କରୁଛୁ ବହୁତ ଭଲରେ ଥିବେ । ଆଜିର ରିଡିଙ୍ଗ ଆପଣଙ୍କ ସହ କନେକ୍ଟ ହୋଇପାରେ ନ ହୋଇପାରେ ମଧ୍ୟ । ଆପଣ ମାନେ ୪ଟି ନମ୍ବର ମଧ୍ୟରୁ ଯେ କୌଣସି ଗୋଟିଏ ଚୁଜ କରନ୍ତୁ । ଏହା ଦ୍ଵାରା ଆପଣ ଜାଣିପାରିବେ ତାଙ୍କ ମନରେ ଆପଣଙ୍କ ପାଇଁ କଣ ଅଛି ଯାହା ଆମର ବିଷୟ ବସ୍ତୁ ରହିଛି । ଆପଣ ୪ ଜଣଙ୍କ ପାଇଁ ଏହା ଚୁଜ କରିପାରିବେ । ଏହା ଏକ ଜେନେରାଲ ରିଡିଙ୍ଗ ଅଟେ । ଆପଣଙ୍କ ସହ କନେକ୍ଟ ନ ହେଲେ ମଧ୍ୟ ଆପଣ ଏହାକୁ ମନୋରଞ୍ଜନ ପାଇଁ ଦେଖିପାରିବେ ।

୧- ପ୍ରଥମ ନମ୍ବର : ଯଦି ଆପଣ ପ୍ରଥମ ନମ୍ବର ଚୁଜ କରିଛନ୍ତି ତେବେ ସେ ଆପଣଙ୍କୁ ନେଇ ଚିନ୍ତାରେ ଅଛନ୍ତି ମିସ କରୁଛନ୍ତି । ଆପଣଙ୍କ ମଧ୍ୟରେ କଥା ହେଉ ନାହି । ସେ ଆପଣଙ୍କ ଠାରୁ ଦୂରରେ ରହି ବହୁତ ଦୁଖରେ ଅଛନ୍ତି । ଅଳ୍ପ ସମୟ ହେବ ଆପଣ ଦୁହିଙ୍କ ଭିତରେ କଳହ ହୋଇଛି । ଆପଣ ବି ତାଙ୍କୁ ନେଇ ସିରିଏସ ଅଛନ୍ତି ଏମିତି ସେ ଭାବୁଛନ୍ତି । ଆପଣ ତାଙ୍କ ଠାରୁ ଅଲଗା ହେବାକୁ ଚାହୁଁଛନ୍ତି କିନ୍ତୁ ଆପଣଙ୍କ ମନ ମାନଉ ନାହି ।

୨- ଦ୍ଵିତୀୟ ନମ୍ବର : ଯଦି ଆପଣ ଦ୍ଵିତୀୟ ନମ୍ବର ଚୁଜ କରିଛନ୍ତି ତେବେ ସେ ଆପଣଙ୍କୁ ବହୁତ ମିସ କରୁଛନ୍ତି । ସେ ଆପଣଙ୍କ ସହ କେମିତି ଭେଟ କରିବେ ତାହା ଭାବୁଛନ୍ତି । ସ୍ଥିତି କେମିତି ଭଲ ହେବ । ଆପଣଙ୍କର ଫୋନ ଆଉ ମ୍ଯାସେଜର ଅପେକ୍ଷା ରେ ଅଛନ୍ତି ସେ । ସେ ତାଙ୍କ ଜାଗାରେ ଠିକ ଅଛନ୍ତି ଏମିତି ସେ ଭାବୁଛନ୍ତି । ସେ ଭାବୁଛନ୍ତି ସେ ଠିକ ଆଉ ଆପଣ ଭୁଲ ଅଛନ୍ତି । ସେ ନିଜର କ୍ଯାରିୟରକୁ ନେଇ ବ୍ୟସ୍ତ ଅଛନ୍ତି ତେଣୁ ଆପଣଙ୍କୁ ଇଗନୋର କରୁଛନ୍ତି ।

୩- ତୃତୀୟ ନମ୍ବର : ଯେଉଁ ମାନେ ତୃତୀୟ ନମ୍ବର ଚୁଜ କରିଛନ୍ତି ଆପଣ ଦୁହିଙ୍କ ମଧ୍ୟରେ ବହୁତ ଜୋର ରେ ଝଗଡା ହୋଇଛି । ସେ ହାର ମାନୁ ନାହାନ୍ତି କି ଆପଣ ବି ମାନୁ ନାହାନ୍ତି । ଏମିତି ହୋଇପାରେ ଆପଣ ଯାହା ପାଇଁ ଏହି ନମ୍ବର ଚୁଜ କରିଛନ୍ତି ତାଙ୍କ ପାଖରେ ଆପଣଙ୍କର କାମ ଅଛି । କୌଣସି କୋର୍ଟ କଚେରୀ ମାମଲା ଚାଲିଛି ଯାହାକୁ ନେଇ ଆନ ତାଙ୍କ ସହ କନେକ୍ଟ ହେଉଛନ୍ତି । ସମୟ ଆସିଲେ ଜଣା ପଡିବ କି କଣ ହୋଇଛି । ରିଲେସନ ପାଇଁ ଦେଖୁଥିଲେ ସେ ଭାବୁଛନ୍ତି ଭୁଲ ଆପଣଙ୍କର । ଆପଣ ନିଜ ଆଡୁ କଥା ହୁଅନ୍ତୁ ।

୪- ଚତୁର୍ଥ ନମ୍ବର : ଯେଉଁ ମାନେ ଚତୁର୍ଥ ନମ୍ବର ଚୁଜ କରିଛନ୍ତି ଆପଣ ପରିବାରକୁ ନେଇ ବ୍ୟସ୍ତ ଅଛନ୍ତି । ପରିବାରରେ ପ୍ରତିଯୋଗୀତା ଚାଲିଛି ପରସ୍ପରକୁ ନେଇ । ତାଙ୍କ ସହ ଆପଣଙ୍କର ଝଗଡା ହୋଇଛି ଯାହା ପାଇଁ ଆପଣ ଦୁହେଁ କଥା ହେଉ ନାହାନ୍ତି । ଆପଣ ନିଜକୁ ଠିକ ସାବ୍ୟସ୍ତ କରିବାକୁ ସେ ଭାବୁଛନ୍ତି ।

ଆପଣଙ୍କର ପର୍ସନ ଆପଣଙ୍କୁ ଦେଖା କରିବାକୁ ଆସିବେ କାରଣ ଏଟା ଲଭ ରିଲେସନକୁ ନେଇ ହୋଇପାରେ । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ଯବାଦ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button