ଦେଶ ବିଦେଶ

୧୯୦୧ ପରେ ଭାରତରେ ସବୁଠାରୁ ଉଷ୍ମ ଫେବ୍ରୁଆରି: ହାରାହାରି ତାପମାତ୍ରା ୨୨ ଡିଗ୍ରି ସେଲସିୟସ ଉପରେ

ନୂଆଦିଲ୍ଲୀ: ସରକାରୀ ତଥ୍ୟ ଅନୁଯାୟୀ, ଭାରତରେ ୧୨୪ ବର୍ଷ ମଧ୍ୟରେ  ଫେବ୍ରୁଆରି-୨୦୨୫  ସବୁଠାରୁ ଉତ୍ତପ୍ତ ଫେବ୍ରୁଆରି ଭାବେ ପରିଗଣିତ ହୋଇଛି।  ଫେବ୍ରୁଆରିରେ ହାରାହାରି ତାପମାତ୍ରା ୨୨ ଡିଗ୍ରି ସେଲସିୟସରୁ ଅଧିକ ରହିଛି। ପ୍ରଥମ ଥର ପାଇଁ ସାରା ଦେଶରେ ହାରାହାରି ସର୍ବନିମ୍ନ ତାପମାତ୍ରା ୧୫ ଡିଗ୍ରି ସେଲସିୟସ ରେକର୍ଡ କରାଯାଇଛି, ଯାହା କି ଫେବ୍ରୁଆରିରେ ସବୁଠାରୁ ଉତ୍ତପ୍ତ ତାପମାତ୍ରା । ସେହିଭଳି ହାରାହାରି ସର୍ବୋଚ୍ଚ ତାପମାତ୍ରା ଦୃଷ୍ଟିରୁ ଫେବ୍ରୁଆରି ୨୦୨୫ ହେଉଛି ଦ୍ୱିତୀୟ ସର୍ବାଧିକ ଗରମ, ଯାହା କେବଳ୨୦୨୩ ଫେବ୍ରୁଆରି ଠାରୁ  ପଛରେ ରହିଛି।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button