ଓଡିଶା

୨ଟି ଜଳାଶୟ ପ୍ରକଳ୍ପକୁ ମିଳିଲା ଅନୁମୋଦନ – Utkal Mail


ଭୁବନେଶ୍ୱର,ଏନ୍‌ଏନ୍‌ଏସ୍‌: ବଲାଙ୍ଗିରର ୨ଟି ଜଳାଶୟ ପ୍ରକଳ୍ପକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁମୋଦନ ପ୍ରଦାନ କରିଛନ୍ତି । ଏଥିରେ ସୁନଗଡ଼ ନଦୀରେ ସିକୁଆ ପ୍ରକଳ୍ପ ପାଇଁ ୪୯ କୋଟି ଟଙ୍କା ଏବଂ ଅଙ୍ଗ ନଦୀରେ କୁଟସିଂଘା ପ୍ରକଳ୍ପ ପାଇଁ ୨୪୭.୫୦ କୋଟି ଟଙ୍କା ମଞ୍ଜୁର ହୋଇଛି ।


utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button