ଜୀବନଶୈଳୀ

ସ୍ଵର୍ଗରୁ ବନିକି ଆସିଥାଏ ଏହି 7 ନାମର ଯୋଡି ! ଦେଖନ୍ତୁ ଆପଣଙ୍କ ଯୋଡି ତ ନାହିଁ -Jyotish Shastra

କିଛି ଯୋଡି ସ୍ବର୍ଗରେ ହୋଇଥିବା ର ମାନ୍ୟତା ଅଛି । ତେବେ ଆମେ ଆଜି ଏଭଳି କିଛି ଯୋଡିଙ୍କ ବିଷୟରେ କହିବାକୁ ଯାଉଛୁ ଯେଉଁ ମାନେ ଶାସ୍ତ୍ର ଅନୁସାରେ ସବୁଠାରୁ ସୁନ୍ଦର ଯୋଡି ସ୍ଵର୍ଗର । ତେବେ ଆସନ୍ତୁ ଏହା କଣ କଣ ଜାଣିବା ।

ପ୍ରଥମେ ହେଉଛି “A” ଆଉ “S” ନାମର ଯୋଡି । ଆପଣ ମାନଙ୍କୁ କହି ରଖୁଚୁ କି ଏହି ଯୋଡି ମାନେ ପରସ୍ପରକୁ ଖୁବ ପସନ୍ଦ କରନ୍ତି । ଏହି ଯୋଡି ମାନେ ଉଭୟଙ୍କ ପାଇଁ ହୋଇଥାନ୍ତି । ଏହି ଦୁଇ ଯୋଡି ପରସ୍ପର ସହ ଖୁବ ସୁନ୍ଦର ସମୟ ବିତାଇ ଥାନ୍ତି ।

ଏହି ଦୁଇ ଯୋଡି ଜେଭଳି ଉଭୟ ଉଭୟଙ୍କ ପାଇଁ ହୋଇ ଥାନ୍ତି , ଏହି ଦୁଇ ଯୋଡିଙ୍କୁ ସବୁଠାରୁ ସୁନ୍ଦର ଯୋଡି ବୋଲି କୁହାଯାଏ , ଏମାନଙ୍କ ସ୍ଵଭାବ ମଧ୍ୟ ଏକା ଭଳି ଅଟେ ।

ଦ୍ଵିତୀୟ ହେଉଛି “K” ଆଉ “T” ନାମର ଯୋଡି । ଏହି ଯୋଡି ସ୍ଵର୍ଗରୁ ଆସିଥିବା ଏକ ଯୋଡି ମାନଙ୍କ ଭିତରୁ ଜଣେ । ଏହି ଯୋଡିର ବୁଝାମଣା ଖୁବ ସୁନ୍ଦର ଅଟେ , ଯଦି କେବେ ଜଣେ ନିଜର ସବୁକିଛି ହରାଇ ବସିଥାଏ ତେବେ ଅନ୍ୟ ଜଣେ ଏହାକୁ ସଜାଡି ବା ପାଇଁ ସବୁ ବେଳେ ତତତ୍ପର ଥାଏ । ଏହି ଯୋଡି ମାନଙ୍କ ଭିତରେ ସବୁ ବେଳେ ପରସ୍ପର ପାଇଁ ସମାନ ଥାଏ । ଏମାନେ ନିଜ ଠାରୁ ଅନ୍ୟକୁ ଅଧିକ ଭଲ ପାଇ ଥାନ୍ତି ।

ତୃତୀୟ ଯୋଡି ହେଉଛି “R” ଆଉ “S”  ନାମର ଯୋଡି । ଏହି ନାମର ଯୋଡି ମାନେ ନିଜର ଜୀବନ ସାଥିର କଥାକୁ ଖୁବ ଭଲରେ ବୁଝି ନେଇଥାନ୍ତି । ଏମାନେ ନିଜ ଠାରୁ ସେମାନଙ୍କୁ ଦୂରେଇ ରଖିଲେ ବି କଣ କଣ ଦରକାର ହୁଏ କଣ ତାଙ୍କ ଚିନ୍ତା ଧାରା ସେ ସବୁ ଜାଣିଥାନ୍ତି । ସେମାନେ ଏଭଳି ଏକ ଯୋଡି ନିଜର ସାଥୀକୁ ସବୁ ବେଳେ ଖୁସି କରିବା ପାଇଁ ଚାହିଁ ଥାନ୍ତି ।

ଏହା ପରେ ଚତୁର୍ଥ ଯୋଡି ହେଉଛି “N” ଆଉ “S” ନାମର ଯୋଡି।  ଏହି ନାମର ଯୋଡି  ନିଜର ବିଶ୍ଵାସ ଓ ଭଲପାଇବା ଦେଇ ନିଜ ଜୀବନସାଥି କୁ ଆଣି ଥାନ୍ତି ନିଜ ଜୀବନରେ । ଏହି ଦୁଇ ଯୋଡି ସବୁ ବେଳେ ପରସ୍ପରକୁ ଭଲ ପାଇବା ଓ ସବୁ ବେଳେ ସବୁ ଜିନିଷ ଜଣେଇକି କରିବା ଭଳି କାମ କରନ୍ତି । ଏହି ନାମର ଯୋଡି ମାନେ ସବୁ ବେଳେ ନିଜର ଆତ୍ମାରୁ ଦୁହିଙ୍କ ପାଇଁ ମଙ୍ଗଲ କାମନା କରନ୍ତି ।

 

ପଞ୍ଚମ ଯୋଡି “A” ଆଉ “P” ନାମର ଯୋଡିଙ୍କ ଭିତରେ  ଖୁବ ଭଲ ପାଇବା ଥାଏ , ଏମାନେ ନିଜ ଜୀବନ ସାଥି ପାଇଁ ଖୁବ ବିଶ୍ଵସ୍ତ ଥାନ୍ତି । ଏମାନେ ନିଜର ଜୀବନ ସାଥି ସହ ସମୟ ବିତାଇବା ପାଇଁ ପସନ୍ଦ କରନ୍ତି । ଏହି ଯୋଡି ବିବାହ ସମୟରେ ନେଇଥିବା ପ୍ରତେକ ଶପଥ କୁ ଖୁବ ଭଲ ଭାବରେ ପାଳନ କରନ୍ତି । ଉଭୟ ପରସ୍ପର ପାଇଁ ଖୁବ ଯତ୍ନବାନ ।

ଷଷ୍ଠ ଯୋଡି “P” ଆଉ “S” ନାମର ଯୋଡି ମାନେ ନିଜ ଜୀବନରେ ଥିବା ପ୍ରତେକ ଅସୁବିଧାକୁ ହସି ହସି ସହି ଯାନ୍ତି ମାତ୍ର ଏମାନେ କେବେବି ନିଜ ଜିବନ ସାଥିର ହାତ ଛାଡି ନଥାନ୍ତି ଏମାନେ ନିଜ ଜୀବନ ସାଥି ପାଇଁ ମୃତ୍ୟୁ କୁ ଆପଣେଇ ପାରନ୍ତି । ଜ୍ଯୋତିଷ ଶାସ୍ତ୍ର ଅନୁସାରେ ଏହି ଯୋଡି ସ୍ଵର୍ଗର ଏକ ଖୁବ ସୁନ୍ଦର ଯୋଡି ଅଟେ ।

ସପ୍ତମ ଯୋଡି “D” ଆଉ “B” ନାମର ଯୋଡି ମାନେ ପରସ୍ପରକୁ ସର୍ବଦା ଖୁସିରେ ରଖନ୍ତି ଏହାଙ୍କ ମଧ୍ୟରେ ସନ୍ଦେହର ଜାଗା ନଥାଏ । କାରଣ ଏମାନେ ନିଜ ଜୀବନ ସାଥି ପାଇଁ କିଛି ବି କରି ପାରନ୍ତି ଏମାନେ ନିଜ ଜୀବନ ସାଥି ଆଖିରେ କେବେବି ଲୁହ ଦେଖି ପାରନ୍ତିନି ଓ ସର୍ବଦା ସମାନ କରନ୍ତି ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button