ଜୀବନଶୈଳୀ

କାଜୁ-ବାଦାମ ଖାଇଲେ ବଢ଼ିଥାଏ ଶାରୀରିକ କ୍ଷମତା, ଯୌନ ସୁଖରେ ମଧ୍ୟ ମିଳିଥାଏ ଲାଭ

ଏକ ଅଧ୍ୟୟନରୁ ଜଣାପଡିଛି ଯେ କାଜୁ ବାଦାମ ଖାଇଲେ ଶାରୀରିକ ସମ୍ପର୍କ ରଖିବାରେ ବହୁତ ଲାଭ ହୋଇଥାଏ। ଅଧ୍ୟୟନର କହିବାନୁଯାୟୀ ମାତ୍ର ୬୦ ଗ୍ରାମ କାଜୁ ବାଦାମ ଆପଣଙ୍କ ଯୌନ ପ୍ରଦର୍ଶନ ଏବଂ ଯୌନ ସୁଖକୁ ବଢ଼ାଇବାରେ ସାହାଯ୍ୟ କରିଥାଏ।

ପ୍ରଥମ ଥର ଅଧ୍ୟୟନରେ ଅଧ୍ୟୟନକର୍ତ୍ତା ପ୍ରତିିଦନ କାଜୁ ବାଦାମ ଏବଂ ଡ୍ରାଏ ଫ୍ରୁଟସ୍‌ ଖାଉଥିବା ସେକସୁଆଲ ଫଙ୍କସନ୍‌ ଏବଂ ବୀର୍ଯ୍ୟ ଉପରେ ପଡୁଥିବା ପ୍ରଭାବ ସମ୍ପର୍କରେ ଅଧ୍ୟୟନ କଲେ।

kaju Badam୪୦ ବର୍ଷ ବୟସର ଲୋକଙ୍କର ୨ ପ୍ରତିଶତ ଏବଂ ୪୦ ରୁ ୭୦ ବର୍ଷ ଲୋକଙ୍କର ୫୨ ପ୍ରତିଶତ ଯୌନ ରୋଗ ପ୍ରଭାବିତ କରିବାର ଦେଖାଗଲା। ସେହିପରି ୮୦ ବର୍ଷ ଏବଂ ତାହାଠାରୁ ଅଧିକ ବୟସର ଲୋକଙ୍କର ୮୫ ପ୍ରତିଶତ ଯୌନ ରୋଗ ପ୍ରଭାବିତ କରୁଥିବାର ଦେଖାଯାଇଥିଲା।

romanceଯୌନ ରୋଗର ମୁଖ୍ୟ କାରଣ ହେଉଛି ଧୂମ୍ରପାନ, ମଦ, ବ୍ୟାୟାମର ଅଭାବ, ଅବସାଦ ଏବଂ ଅନିୟମିତ ଜୀବନଶୈଳୀ ଏବଂ ଭୁଲ ଖାଦ୍ୟପେୟ। ଏହି ଅଧ୍ୟୟନରେ ୮୩ ଲୋକ ଭାଗ ନେଲେ, ଯେଉଁଥିରେ ଫଳ କମ୍‌ ଏବଂ ଅଧିକ ମାଂସ ଖାଉଥିବା ଲୋକ ସାମିଲ ଥିଲେ। ଏହି ମାନଙ୍କୁ ନେଇ ଅନୁସରଣ କରାଗଲା।

kajuଏହି ପ୍ରତିଭାଗୀମାନଙ୍କୁ ଦୁଇଟି ସମୂହରେ ବିଭକ୍ତ କରାଗଲା ଏବଂ ଦେଖାଗଲା ଯେ ଯେଉଁ ଲୋକମାନେ ନିଜ ଡାଏଟରେ ପ୍ରତିଦିନ ୬୦ ଗ୍ରାମ କାଜୁ ବାଦାମ ଖାଉଛନ୍ତି ସେମାନଙ୍କ ଠାରେ ସମ୍ଭୋଗ କ୍ଷମତା ବଢ଼ିବାର ଦେଖାଯାଇଥିଲା। ଏଥିପାଇଁ ଏହି ଅଧ୍ୟୟନ ଏହି ସିଦ୍ଧାନ୍ତରେ ଉପନୀତ ହେଲା ଯେ କାଜୁ ବାଦାମ ଖାଉଥିବା ଲୋକଙ୍କ ଠାରେ ଯୌନ ରୁଚି ଏବଂ ଅର୍ଗିଜିମ୍‌ ଗୁଣବତ୍ତା ବଢ଼ିଥାଏ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button