ଦେଶ ବିଦେଶ

ଦୀପାବଳି ପାଇଁ ସଜେଇ ହେଲାଣି ଅଯୋଧ୍ୟା

ଦୀପାବଳି ପାଇଁ ସଜେଇ ହେଲାଣି ଅଯୋଧ୍ୟା। ଦୀପୋତ୍ସବ ଅବସରରେ ଅଯୋଧ୍ୟା ସହରକୁ ୧୭ ଲକ୍ଷରୁ ଅଧିକ ଦୀପରେ ଆଲୋକିତ କରାଯିବ। ତେବେ ଆୟୋଜିତ ହେବାକୁଥିବା ଲେଜର ସୋ ଓ ରାମଲୀଳାରେ ଯୋଗଦେବେ ପ୍ରଧାନମନ୍ତ୍ରୀ ମୋଦୀ। ଅୟୋଧ୍ୟାରେ ଅନୁଷ୍ଠିତ ହେବାକୁ ଥିବା ବିଶାଳ ଦୀପୋତ୍ସବ ପୁଣି ଥରେ ଗିଜିନ ୱାର୍ଲ୍ଡ ରେକର୍ଡ ପ୍ରସ୍ତୁତ କରିବ। ଚଳିତ ବର୍ଷ ଅୟୋଧ୍ୟାରେ ଦୀପାବଳୀ ଅବସରରେ ୧୭ ଲକ୍ଷ ୫୦ ହଜାର ଦୀପ ରେ ସଜ୍ଜିତ ହୋଇଛି। ଏହି ଦୀପ ଜାଳିବା ପାଇଁ ୩୫୦୦ ଲିଟର ତୈଳ ବ୍ୟବହାର କରାଯିବ। ଏଥି ପାଇଁ ପ୍ରାୟ ୨୨ ହଜାର ସ୍ବେର୍ଚ୍ଛସେବୀ ନିୟୋଜିତ ହୋଇଛନ୍ତି। ବିଶେଷ କରି ଅୟୋଧ୍ୟାର ପ୍ରାୟ ୪୦ଟି ଘାଟରେ ଦୀପ ଜାଳିବାର କାର୍ଯ୍ୟକ୍ରମ ରହିଛି।

Related Articles

Leave a Reply

Your email address will not be published. Required fields are marked *

Back to top button