ଓଡିଶା

ହାତୀପଲଙ୍କ ଉପଦ୍ରବ

ରାୟଗଡ: ଗୁଣୁପୁରରେ ଥମିବାର ନା ନେଉନାହିଁ ୬ ଟିକିଆ ହାତୀପଲଙ୍କ ଉପଦ୍ରବ। ଗୁଣପୁର ଠାରୁ ମାତ୍ର 1କିମି ଦୂର ଖରଲିଂଗ ଗୁଡ଼ା ପାହାଡ ନିକଟରେ ହାତୀପଲଙ୍କୁ ଦେଖିବାକୁ ମିଳିଛି। ବିଶ୍ଵ ବିଦ୍ୟାଳୟ ନିକଟ ଜଙ୍ଗଲରେ ଆଶ୍ରୟ ନେଇଛନ୍ତି ହାତୀ ପଲ। ଗତକିଛି ଦିନ ଧରି ହାତୀପଲ ନୂଆଗାଁ, ସୌରା ପ୍ରଧାନୀଗୁଡା ,ଶେଫାଳୀ ବନାଞ୍ଚଳକୁ ଖରଲିଂଗ ଆଞ୍ଚଳକୁ   ଘୁରି ବୁଲୁଥିବା ବେଳେ ଆଜି ସହରକୁ ଲାଗି ରହିଥିବା ସେଫାଳି ପାହାଡ଼ ଓ କଲେଜ ନିକଟରେ ଥିବା ପାହାଡରେ ରହୁଥିବା ସୂଚନା ମିଳିଛି। ଫଳରେ ସ୍ଥାନୀୟ ଲୋକମାନେ ଆତଙ୍କିତ ଅବସ୍ଥାରେ ଅଛନ୍ତି। ବନବିଭାଗ ପକ୍ଷରୁ ହାତୀପଲ ଙ୍କ ଗତିବିଧି ଉପରେ ନଜର ରଖାଯାଇଛି।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button