ଦେଶ ବିଦେଶ

Interesting Gk Questions- 8 ଟି ଅମୃତଭଣ୍ଡା କୁ ବିନା କାଟି ବିନା ଭାଙ୍ଗି ୧୦ ଜଣ ଲୋକଙ୍କ ମଧ୍ୟରେ କିପରି ବାଣ୍ଟି ପାରିବା ?

ନମସ୍କାର ବନ୍ଧୁଗଣ, ବନ୍ଧୁଗଣ ସାଧାରଣ ଜ୍ଞାନ ଆମ ଜୀବନରେ ବହୁତ ଆବଶ୍ୟକ ହୋଇଥାଏ।ନିଜ ଆଖପାଖ,ରାଜ୍ୟ,ଦେଶ ଓ ସମଗ୍ର ବିଶ୍ୱର ପ୍ରତ୍ୟେକ ଖବର ଜାଣିବା ବହୁତ ଆବଶ୍ୟକ ହୋଇଥାଏ।ଏହା ବହୁତ ପରୀକ୍ଷା ଏବଂ ଇଣ୍ଟରଭ୍ୟୁ ରେ ପଚାରାଯାଇଥାଏ।ବିଭିନ୍ନ ଚାକିରୀ କ୍ଷେତ୍ରରେ ମଧ୍ୟ ସାଧାରଣ ଜ୍ଞାନ ମୁଖ୍ୟ ହୋଇଥାଏ।ସାଧାରଣ ଜ୍ଞାନ ପଢିବା ଦ୍ୱାରା ଆପଣ ନିଜ ଦେଶ ଓ ବିଦେଶର ସମସ୍ତ ବିଷୟ ସମ୍ପର୍କରେ ଅବଗତ ହୋଇପାରିବେ।

ଆଜି ଆମେ ଆପଣଙ୍କୁ ସେହିଭଳି କିଛି ମଜାଳିଆ ସାଧାରଣ ଜ୍ଞାନ ର ପ୍ରଶ୍ନ ସହିତ ଉତ୍ତର ଜଣେଇବୁ ଯାହା ଭବିଷ୍ୟତ ରେ ଆପଣଙ୍କର ବହୁତ କାମରେ ଆସିବ।ତେବେ ଆସନ୍ତୁ ବନ୍ଧୁଗଣ ଏପରି କିଛି ପ୍ରଶ୍ନ ଉତ୍ତର ସମ୍ପର୍କରେ ଆଲୋଚନା କରିବା।

୧. ଏଭଳି କେଉଁ ଜିନିଷ ରହିଛି ଯାହା କରିବା ପରେ ମନୁଷ୍ୟ ଗ୍ଲାନି ଅନୁଭବ କରିଥାଏ?
ଉତ୍ତର- ନିଜର ଭୁଲ।

୨. କେଉଁ ଦେଶରେ ଆବାଜ କରୁଥିବା ଜୋତା ଏବଂ ଚପଲ ପିନ୍ଧିବା ଅନୁଚିତ?
ଉତ୍ତର- ଇଟାଲୀ

୩. କେଉଁ ଦେଶରେ ମୋଟାପଣ ବଢ଼ିବା ଅପରାଧ ବୋଲି ମାନା ଯାଇଥାଏ?
ଉତ୍ତର- ଜାପାନ।

୪. କେଉଁ ଦେଶେ ମହିଳା ବିନା ବୁର୍ଖା ରେ ଘରୁ ବାହାରି ପାରିବେ ନାହିଁ?
ଉତ୍ତର- ସାଉଦୀ ଆରବ

୫. କେଉଁ ଦେଶରେ କାଙ୍ଗାରୁ ସବୁଠାରୁ ଅଧିକ ଦେଖିବାକୁ ମିଳିଥାଏ?
ଉତ୍ତର- ଅଷ୍ଟ୍ରେଲିଆ।

୬. ପ୍ରଧାନମନ୍ତ୍ରୀ ସୁରକ୍ଷା ବୀମା ଯୋଜନା କେବେ ଆରମ୍ଭ ହୋଇଥିଲା?
ଉତ୍ତର- ୯ ମଇ ୨୦୧୫ ମସିହାରେ।

୭. ଭାରତ ରେ ଇଣ୍ଟରନେଟ ର ଆରମ୍ଭ କେବେ ଆରମ୍ଭ ହୋଇଥିଲା?ଉତ୍ତର- ୧୯୯୫ ମସିହାରେ।

୮. ଦୁନିଆ ରେ ସବୁଠାରୁ ଅଧିକ ସୁରକ୍ଷା କାହାକୁ ମିଳିଥାଏ?
ଉତ୍ତର- ଆମେରିକା ର ରାଷ୍ଟ୍ରପତି ଙ୍କୁ।

୯. ଦୁନିଆ ର ଏଭଳି କେଉଁ ଦେଶ ରହିଛି ଯେଉଁଠାରେ ଡାକ ଘରେ ତା’ର ନାମ ରହିନାହିଁ?
ଉତ୍ତର- ଗ୍ରୀଟ ବ୍ରିଟେନ।

୧୦. ଭାରତ ର ପ୍ରଥମ ପ୍ରଧାନମନ୍ତ୍ରୀ କିଏ ଅଟନ୍ତି?
ଉତ୍ତର- ପଣ୍ଡିତ ଜବାହରଲାଲ ନେହରୁ।

୧୧. ଅମର ସହୀଦ ଚନ୍ଦ୍ରଶେଖର ଆଜାଦ ଙ୍କ ଜନ୍ମ କେଉଁଠାରେ ହୋଇଥିଲା?
ଉତ୍ତର- ମଧ୍ୟପ୍ରଦେଶ ର ଭାଁୱରା ଗ୍ରାମ ରେ।

୧୨. ଦୁନିଆରେ ସବୁଠାରୁ ଅଧିକ ମାଟି ଘର କେଉଁଠାରେ ରହିଛି?
ଉତ୍ତର- ଭାରତ

୧୩. କେଉଁ ଦେଶରେ ନିଜ ଘରର ବଲବ ବଦଳାଇବା ଦ୍ଵାରା ଦଣ୍ଡ ମିଳିଥାଏ?
ଉତ୍ତର- ଅଷ୍ଟ୍ରେଲିଆ ର ଭିକ୍ଟୋରିଆ ରାଜ୍ୟ ରେ।

୧୪. ଆଫ୍ରିକୀୟ ହାତୀ ର ମୁହଁ ରେ କେତୋଟି ଦାନ୍ତ ରହିଥାଏ?
ଉତ୍ତର- ୪ଟି

୧୫. କେଉଁ ଜୀବ ଆକାଶକୁ ଦେଖି ପାରି ନଥାଏ?
ଉତ୍ତର- ଘୁଷୁରୀ

୧୬. ଏଭଳି କେଉଁ ପକ୍ଷୀ ଅଛି ଯିଏ ଘୋଡ଼ା ଠାରୁ ମଧ୍ୟ ଅଧିକ ତେଜ ଦୌଡ଼ି ପାରିଥାଏ?
ଉତ୍ତର- ସୁତୁରମୁର୍ଗ ପକ୍ଷୀ।

୧୭. ବିଲେଇ କେତେ ପ୍ରକାରର ଆବାଜ ବାହାର କରି ପାରିଥାଏ?
ଉତ୍ତର- ୧୦୦୦ ପ୍ରକାର

୧୮. ବୁଢିଆଣି କେତେ ଦିନ ପର୍ଯ୍ୟନ୍ତ ନ ଖାଇ ନ ପିଇ ବଞ୍ଚି ପାରିଥାଏ?
ଉତ୍ତର- ୭ ରୁ ୮ ମାସ।

୧୯. କେଉଁ ଜୀବ ଉପରେ ମଦ ଢ଼ାଳିବା ଦ୍ଵାରା ସେ ନାଚିବାକୁ ଲାଗିଥାଏ?
ଉତ୍ତର- ବିଚ୍ଛା।

୨୦. ଏଭଳି କେଉଁ ପକ୍ଷୀ ରହିଛି ଯିଏ କେବଳ ନୀଳ ରଙ୍ଗ ହିଁ ଦେଖି ପାରିଥାଏ?
ଉତ୍ତର- ପେଚା।

୨୧. କେଉଁ ଜୀବର ୩ଟି ହୃଦୟ ରହିଛି?
ଉତ୍ତର- ଅକ୍ଟୋପସ।

୨୨. ମନୁଷ୍ୟ ପରେ କାହାକୁ ସବୁଠାରୁ ଅଧିକ ବୁଦ୍ଧିମାନ ମାନା ଯାଇଥାଏ?
ଉତ୍ତର- ଡଲଫିନ।

୨୩. ଗୋଟିଏ ସ୍ୱାସ୍ଥ୍ୟ ବ୍ଲ୍ୟୁ ହ୍ୱଏଲ ମାଛର ଓଜନ କେତେ ହୋଇଥାଏ?
ଉତ୍ତର- ୩୦ ଟି ହାଥି ଙ୍କ ସମାନ।

୨୪. ଏଭଳି କେଉଁ ଜୀବ ରହିଛି ଯାହାର ଗୋଟିଏ ଆଖି ଖରାପ ହେବା ପରେ ଅନ୍ୟ ଗୋଟିଏ ଆଖି ଆସିଯାଏ?
ଉତ୍ତର- ଗେଣ୍ଡା।

୨୫. 8 ଟି ଅମୃତଭଣ୍ଡା କୁ ବିନା କାଟି ବିନା ଭାଙ୍ଗି ୧୦ ଜଣ ଙ୍କ ମଧ୍ୟରେ କିପରି ବାଣ୍ଟିବା?
ଉତ୍ତର- ଅମୃତଭଣ୍ଡା ର ଜୁସ ବନାଇ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button