ବିଚାର

ଟୁଥପେଷ୍ଟ ଦେବ ଆପଣଙ୍କୁ ଗୋରା ଚମକଦାର ତ୍ୱଚା, ଥରେ ବ୍ୟବହାର କରି ଦେଖନ୍ତୁ ଫରକ

ଦାନ୍ତ ସଫା ପାଇଁ ଟୁଥପେଷ୍ଟର ବ୍ୟବହାର କରାଯାଏ ଯାହା ଦାନ୍ତକୁ ଧଳା ଏବଂ ଚମକଦାର କରାଏ। କିନ୍ତୁ ଆଜି ଆମେ ଆପଣଙ୍କୁ ଜଣାଇବୁ ଟୁଥପେଷ୍ଟ କେବଳ ଦାନ୍ତ ପାଇଁ ନୁହେଁ ବରଂ ଚମକଦାର ତ୍ୱଚା ପାଇଁ ମଧ୍ୟ ବହୁତ ଲାଭକାରୀ ହୋଇଥାଏ। ଟୁଥପେଷ୍ଟ ସାହାଯ୍ୟରେ ବ୍ରଣ, କଳା ଦାଗ, ରିଙ୍କଲକୁ ଦୂର କରାଯାଇପାରିବ। ତେବେ ଆସନ୍ତୁ ଜାଣିବା ଟୁଥପେଷ୍ଟର ବ୍ୟବହାର କିପରି ଭାବେ ଟୁଥପେଷ୍ଟର ବ୍ୟବହାର କରି କ୍ଲିନ ଏବଂ ଗ୍ଲୋଇଂ ତ୍ୱଚା ପାଇପାରିବେ।

ଲୋଚାକୁଚା ତ୍ୱଚାରୁ ଦେବ ମୁକ୍ତି

girl-ଚେହେରାରେ ରିଙ୍କଲ ବା ଲୋଚାକୁଚା ହଟାଇବା ପାଇଁ ମଧ୍ୟ ଟୁଥପେଷ୍ଟ ସାହାଯ୍ୟ କରିଥାଏ। ଏଥିପାଇଁ ୧ ଟେବୁଲ ଚାମଚ ଟୁଥପେଷ୍ଟରେ ୨ ଟେବୁଲ ଚାମଚ କ୍ଷୀର ମିକ୍ସ କରନ୍ତୁ। ଏବେ ଏହି ମିଶ୍ରଣକୁ ତ୍ୱଚାରେ ଲଗାନ୍ତୁ ଦେଖିବେ ଏଥିରୁ ମୁକ୍ତି ମିଳିବ।

-ଏହାସହିତ ଟୁଥପେଷ୍ଟକୁ ପ୍ରଭାବିତ ସ୍ଥାନରେ ଲଗାନ୍ତୁ। ରାତିସାରା ଏହାକୁ ଏମିତି ହିଁ ଲଗାଇ ରଖନ୍ତୁ। ସକାଳ ହେବା ପରେ ହିଁ ଫ୍ରେସ୍‌ ପାଣିରେ ମୁହଁକୁ ସଫା କରନ୍ତୁ। ଏମିତି କିଛି ଦିନ ଲଗାତର କରିବା ପରେ ରିଙ୍କଲ୍‌ କମ୍‌ ହେବାକୁ ଲାଗିବ।

ଡାର୍କ ସ୍ପଟ୍‌ ବା କଳା ଦାଗ

tochaଚେହେରାରେ ଡାର୍କ ସ୍ପଟ୍‌ ବା କଳା ଦାଗର ସମସ୍ୟା ଥିଲେ ୧ ଟେବୁଲ ଚାମଚ ଟୁଥପେଷ୍ଟରେ ୨ ବୁନ୍ଦା ଲେମ୍ବୁ ରସ ମିକ୍ସ କରନ୍ତୁ। ଅଳ୍ପ ସମୟ ପରେ ଚେହେରାକୁ ପାଣିରେ ଧୋଇ ଦିଅନ୍ତୁ। ଏହାକୁ ଲଗାତର ୨ ସପ୍ତାହ ଲଗାଇବା ଦ୍ୱାରା କଳା ଦାଗ ଦୂର ହେବାରେ ବହୁତ ସାହାଯ୍ୟ ମିଳିଥାଏ।

ଜ୍ୱଳନ ଏବଂ କୁଣ୍ଡେଇ ହେବା ଠାରୁ ମିଳିବ ମୁକ୍ତି

ସାଧାରଣତଃ କୀଟ ପୋକ କାମୁଡିବା କାରଣରୁ ତ୍ୱଚା କୁଣ୍ଡେଇ ହୋଇଥାଏ। ଏମିତିରେ ପୋକ କାମୁଡିଥିବା ସ୍ଥାନରେ ଟୁଥପେଷ୍ଟ ଲଗାଇବା ଦ୍ୱାରା ମିଳିଥାଏ।

skinବ୍ରଣ ହେବ ଦୂର

ପ୍ରାୟ ଯୁବତୀଙ୍କ ଚେହେରାରେ ବ୍ରଣ ବା ପିମ୍ପଲସ୍‌ ହୋଇଥାଏ। ଏମିତିରେ ଏହାକୁ ଦୂର କରିବା ପାଇଁ ଟୁଥପେଷ୍ଟ ବହୁତ ଲାଭଦାୟକ ହୋଇଥାଏ। ଏଥିପାଇଁ ଏହାକୁ ଦୂର କରିବା ପାଇଁ ଟୁଥପେଷ୍ଟ ବହୁତ ମାତ୍ରାରେ ଲାଭଦାୟକ ହୋଥାଏ। ଏଥିପାଇଁ ଟୁଥପେଷ୍ଟକୁ ବ୍ରଣ ହୋଇଥିବା ସ୍ଥାନରେ ଲଗାନ୍ତୁ। ଏପରି କରିବା ଦ୍ୱାରା ବ୍ରଣ ସମସ୍ୟା ଜଲଦି ଦୂର ହୋଇଯାଇଥାଏ। ଏହାଛଡା ଆପଣ ୧ ଚାମଚ ଟୁଥପେଷ୍ଟରେ ଚିମୁଟାଏ ବେକିଂ ସୋଡା ମିକ୍ସ କରନ୍ତୁ। ଏହାପରେ ବ୍ରଣ ହୋଇଥିବା ସ୍ଥାନରେ ଲଗାନ୍ତୁ। ଏହାଦ୍ୱାରା ବି ବ୍ରଣ ସମସ୍ୟା ଦୂର ହୋଇଯିବ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button