ମହିଳା ସକାଳୁ ଉଠି ନିଶ୍ଚିତ ଭାବେ ସ୍ବାମୀଙ୍କ ସହିତ କରନ୍ତୁ ଏହି କାମ

ଶାସ୍ତ୍ରରେ ସକାଳୁ ଉଠି କଣ କରିବା ଉଚିତ ଏବଂ କଣ ନ କରିବା ଉଚିତ ତାହା କୁହାଯାଇଥାଏ। ଆଜି ଆମେ ମହିଳାଙ୍କୁ ଏହା ଜଣାଇବାକୁ ଯାଉଛୁ ଯେ ତାଙ୍କୁ ସକାଳୁ ଉଠି କଣ କରିବା ଉଚିତ ଯାହା ଦ୍ବାରା ସେମାନଙ୍କ ଭାଗ୍ୟ ପରିବର୍ତ୍ତନ ହୋଇପାରିବ। ମହିଳାଙ୍କୁ ସକାଳୁ ଉଠି କିଛି କ।ର୍ଯ୍ଯ କରିବାକୁ ପରାମର୍ଶ ଦିଆ ଯାଇଥାଏ ଏବଂ ଏମିତି କରିବା ଦ୍ବାରା ସେ ନିଜର ଏବଂ ପରିବାରର ଧ୍ୟାନ ଭଲ ଭାବରେ ନେଇପାରିବେ।
ମହିଳା କଣ କରିବା ଉଚିତ ଏବଂ କଣ ନ କରିବା ଉଚିତ
ସକାଳୁ ଉଠିବା ପରେ ହିଁ ମହିଳା ଏବଂ ପୁରୁଷ ଦୁଇ ଜଣଙ୍କୁ ପାଣି ପିଇବା ଆବଶ୍ୟକ। କାରଣ ସକାଳୁ ଉଠିବା ମାତ୍ରକେ ହିଁ ଲୋକ ମାନେ ଚା’ ପିଇବାର ଅଭ୍ୟାସ ରଖିଥାନ୍ତି ଏବଂ ଚା’ ଆମକୁ ଅନେକ ରୋଗରେ ଆକ୍ରାନ୍ତ କରାଇଥାଏ। ଏଥିପାଇଁ ସକାଳୁ ଚା’ ପିଇବା ଆବଶ୍ୟକ।

ସକାଳୁ ସ୍ନାନ କରିବା ସମସ୍ତଙ୍କ ପାଇଁ ଲାଭଦାୟକ ହୋଇଥାଏ ଏବଂ ମହିଳା ମାନଙ୍କ ପାଇଁ ବିଶେଷ ଭାବରେ ଜରୁରୀ ହୋଇଥାଏ। କାରଣ ଆମର ପୁରାତନ ପରମ୍ପରା ଚଳଣୀ ଅନୁଯାୟୀ ମହିଳାଙ୍କୁ ସକାଳୁ ଉଠି ସ୍ନାନ କରି ରୋଷେଇ ଘରକୁ ଯିବା ଉଚିତ।
ଯଦି ମହିଳା ବିବାହିତ ହୋଇଥିବେ ତେବେ ସେମାନେ ଉଠି ଯୋଗ କରିବା ଆବଶ୍ୟକ କାରଣ ଯୋଗ କରିବା ଦ୍ବାରା ଶରୀର ସୁସ୍ଥ ରହିଥାଏ।
ଆପଣଙ୍କ ଘରେ ତୁଳସି ଗଛ ଲଗାଇବା ନିହାତି ଆବଶ୍ୟକ ଏବଂ ସକାଳୁ ଉଠି ତାହାର ପୂଜା କରିବା ଆବଶ୍ୟକ। ମ୍ୟୁଜିକ ସମସ୍ତଙ୍କ ମୁଡକୁ ଭଲ କରିଦେଇଥାଏ ସେଥିପାଇଁ ସକାଳୁ ଉଠି ଗୀତ ଶୁଣିବା ଦ୍ବାରା ଡିପ୍ରେସନ କମି ଯାଇଥାଏ।



