ଓଡିଶା

ତିନି ଦିନର ଲଗାଣ ବର୍ଷା ପରେ ବଦଳିଲା ପାଗ: ସୁନ୍ଦରଗଡ଼ରେ ଘନ କୁହୁଡ଼ି

ସୁନ୍ଦରଗଡ଼:୩ ଦିନର ଲଗାଣ ବର୍ଷା ପରେ ଆଜି ସୁନ୍ଦରଗଡ଼ରେ ବଦଳିଛି ପାଗ। ସୁନ୍ଦରଗଡ଼ରେ ଘନ କୁହୁଡି ଦେଖିବାକୁ ମିଳିଛି। ପାଣିପାଗରେ ପରିବର୍ତ୍ତନ ହେବା ଫଳରେ ଏପରି କୁହୁଡ଼ି ଦେଖାଦେଇଛି। କୁହୁଡ଼ି ଏତେ ଘନ ଅଛି ୧୦-୧୫ ଫୁଟ ଆଗକୁ କିଛି ଦେଖାଯାଉନାହିଁ। ଗତକାଲି ସନ୍ଧ୍ୟାରୁ ହିଁ ସୁନ୍ଦରଗଡ଼ ରେ କୁହୁଡି ଦେଖାଦେଇଥିବା ବେଳେ ଆଜି ସକାଳୁ ଘନ କୁହୁଡ଼ି ଦେଖିବାକୁ ମିଳିଛି।ଫଳରେ କୌଣସି ପାହାଡ଼ିଆ ଅଞ୍ଚଳର ପାଗ ଭଳି ଅନୁଭୂତ ହେଉଛି। ସକାଳୁ ସକାଳୁ ଲୋକେ କୁହୁଡ଼ିର ମଜା ନେଉଛନ୍ତି।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button