ଜୀବନଶୈଳୀ

ସକାଳୁ ଭିଜେଇକି ଖାଇଦିଅନ୍ତୁ ଏହି 1 ଜିନିଷ, ଡାଇବେଟିସ, କୋଲେଷ୍ଟ୍ରଲ ସହିତ ଏହି ସବୁ ବଡ ରୋଗରୁ ମିଳିବ ମୁକ୍ତି

ସକାଳୁ କେବଳ ଦୁଇଟି ଦାନା ବହୁତ ଏତେ ମୋଟାପଣ, ସୁଗର, କଲେଷ୍ଟ୍ରୋଲ, ହାର୍ଟ ବ୍ଲକେଜ, କ୍ୟାନ୍ସର ଭଳି ରୋଗ ରୁ ମୁକ୍ତି ପାଇବାପାଇଁ । ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛି ଭିଜା କିସମିସ ଏବଂ ଏହାର ପାଣି ପିଇବା ଦ୍ଵାରା କଣ ଫାଇଦା ହୋଇଥାଏ । ଏହା ସେବନ କରିବା ଦ୍ୱାରା ଆମକୁ କଣ କଣ ଫାଇଦା ହୋଇଥାଏ ଚାଲନ୍ତୁ ଜାଣିବା ।

କିସମିସ ରେ ଆଇରନ, କ୍ୟାଲସିୟମ, ମଗ୍ନେଶିଅମ ଏବଂ ଫାଇବର ର ମାତ୍ରା ବହୁତ ରହିଥାଏ । କିସମିସ ଆମ ଶରୀର ପାଇଁ ବହୁତ ଭଲ ହୋଇଥାଏ । କିନ୍ତୁ ଯେତେବେଳେ ଆମେ ଏହାକୁ ଭିଯାଇକି ଖାଇଥାଉ ସେତେବେଳେ ଏହା ଆମ ଶରୀର ପାଇଁ ଦୁଇଗୁଣ ବେଶି ଫାଇଦାମନ୍ଦ ହୋଇଥାଏ । ତେବେ ଚାଲନ୍ତୁ ଜାଣିବା କେଉଁ କେଉଁ ରୋଗରେ ଏହା ଫାଇଦା ଦେଇଥାଏ ।

ଲିଭର :- ଯେଉଁ ଲୋକ ମାନେ ନିଜର ଲିଭର ଜନିତ ରୋଗ ପାଇଁ ଚିନ୍ତିତ ଅଛନ୍ତି ସେମାନେ ପ୍ରତିଦିନ ୨୦ ରୁ ୨୫ ଟି କିସମିସ କୁ ରାତିରେ ଗୋଟେ କପ ପାଣିରେ ରେ ବିଜାନ୍ତୁ ଏବଂ ସକାଳୁ କିସମିସ ସହିତ ସେହି ପାଣିକୁ ହାଲ୍କା ଗରମ କରନ୍ତୁ ଏବଂ ବିଜିଥିବା କିସମିସ କୁ ଭଲ ଭାବରେ ଚୋବେଇ ଚୋବେଇ ଖାନ୍ତୁ । ଏବଂ ସେହି ପାଣିକୁ ମଧ୍ୟ ପିଅନ୍ତୁ । ପ୍ରତିଦିନ ଏମିତି କରିବା ଦ୍ଵାରା ଲିଭର ଜନିତ ସବୁ ଚିନ୍ତା ଦୁର ହେବ ।

କବଜ ବା ଏସିଡିଟି :- ଠିକ ଭାବରେ ପେଟ ସଫା ନ ହେବା ଏବଂ ଖାଦ୍ୟ ଏସିଡିଟି କାରଣରୁ ଖଟା ଢ଼ିକାର ଆସିବା ସବୁ ଖାଦ୍ୟ ର ଫାଇବର ପାଇଁ ହୋଇଥାଏ । ଏଥିପାଇଁ ଆପଣ ପ୍ରତିଦିନ କମ ସେ କମ ୧୫ ଦିନ ପର୍ଯ୍ୟନ୍ତ କିସମିସ ଭିଯେଇକି ନିଶ୍ଚୟ ଖାନ୍ତୁ । ଏହା ଦ୍ଵାରା ଆପଣଙ୍କ ଅସୁବିଧା ଦୁର ହୋଇଯିବ ।

ମୋଟାପଣ :- ଯଦି ଆପଣଙ୍କ ଓଜନ ବେଶି ଅଛି, ପେଟ ବଢ଼ିଯାଇଛି, ଚର୍ବି ଅଂଶ ବେଶି ହୋଇଛି ତେବେ ଏହି କିସମିସ ଆପଣଙ୍କ ପାଇଁ ବହୁତ ଜରୁରୀ କାରଣ ଏଥିରେ ମେଟାବୋଲିଯିମ ରହିଛି ଯାହା ଦ୍ଵାରା ଆପଣଙ୍କ ଖାଦ୍ୟ ଫ୍ୟାଟ ଅଂଶକୁ ପରିବର୍ତ୍ତନ ହୋଇନଥାଏ । ଯାହା ଫଳରେ ଆପଣଙ୍କ ମୋଟାପଣ ଦୂର ହୋଇଥାଏ ।

ଦୁର୍ବଳ ବା ପତଳା :- ଯଦି ଆପଣ ଦୁର୍ବଳ ବା ପତଳା ଅଛନ୍ତି ତେବେ ମଧ୍ୟ ଆପଣ କିସମିସ ଖାନ୍ତୁ ଏହା ଦ୍ଵାରା ଆପଣଙ୍କ ଷ୍ଟାମିନା ବଢିବ, ମସଲ ଷ୍ଟ୍ରଙ୍ଗ ହେବ, ଏବଂ ଆପଣଙ୍କୁ ଫିଟ ବନାଇବ । ଏବଂ ଆପଣଙ୍କୁ ମୋଟା ମଧ୍ୟ କରିବ ।

ବ୍ଲଡ଼ ପ୍ରେସର :- ଯଦି ଆପଣ ବ୍ଲଡ଼ ପ୍ରେସର କୁ ନେଇ ଚିନ୍ତିତ ଅଛନ୍ତି ତେବେ ଏହି କିସମିସ କୁ ଭିଜେଇ କି ନିଶ୍ଚୟ ଖାନ୍ତୁ ଏହା ଆପଣଙ୍କ ପାଇଁ ଓଷଧ ପରି କାମ କରିବ । ବ୍ଲଡ଼ ପ୍ରେସର କୁ ପୁରା କଣ୍ଟ୍ରୋଲ ରଖିବ ଏହି କିସମିସ । ୧୫ ରୁ ୨୦ ଟି କିସମିସ କୁ ରାତିରେ ଭିଯାନ୍ତୁ ଏବଂ ସକାଳୁ ଖାଲିପେଟରେ ଖାନ୍ତୁ । ଏହା ଦ୍ଵାରା ଆପଣଙ୍କ ବ୍ଲଡ଼ ପ୍ରେସର ପୁରା ଠିକ ରହିବ ଏବଂ ଆପଣ ସୁସ୍ଥ ରହିବେ ।

ଆଶାକରୁଛୁ ଆମର ଏହି ଟିପ୍ସ ନିଶ୍ଚୟ ଆପଣଙ୍କ କାମରେ ଆସିବ । ଯଦି ଆପଣଙ୍କୁ ଏହା ଭଲ ଲାଗିଲା ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ । ଆମ ସହିତ ଯୋଡି ହେବା ପାଇଁ ଆମ ପେଜ କୁ ଲାଇକ କରନ୍ତୁ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button