ବିଚାର

ଓଡ଼ିଶା ଆକାଶରେ ବିରଳ ଦୃଶ୍ୟ, ଜହ୍ନ ତଳେ ଦେଖାଗଲା ତାରା…. Rare Astronomical Sight

ବନ୍ଧୁଗଣ ଆପଣ ମାନେ ଅନେକ ଥର ଦେଖିଥିବେ ଆକାଶର ଜନ୍ହ କୁ ନେଇ ଅନେକ ଖବର ବାହାରି ଥାଏ ଆଉ ଏହି ଖବର କୁ ନେଇ ଚର୍ଚ୍ଚା ବେସ ହୋଇଥାଏ । ତେବେ ଜନ୍ହ ରେ କେବେ ସାଇ ବାବା ଦେଖା ଯାଇଛନ୍ତି ତ ଆଉ କେବେ ଜନ୍ହ ରେ କଣ ନାଇ କଣ ଦେଖା ଯାଇଛି । ତେବେ ଗତ କାଲି ସନ୍ଧ୍ୟାରେ ଜନ୍ହ ରେ ଏମିତି ଏକ ବିରଳ ଦ୍ରୁଶ୍ଯ ଦେଖିବାକୁ ମିଳିଛି ଯାହାକୁ ନେଇ ଏବେ ସୋସିଆଲ ମିଡିଆରେ ଖୁବ ଚର୍ଚ୍ଚା ହେଉଛି ।

ଯାହା ବିଷୟରେ ଆଜି ଆମେ ଆପଣ ମାନଙ୍କୁ କହିବାକୁ ଯାଉଛୁ । ଆସନ୍ତୁ ଆଉ ଡେରି ନ କରିବା ପୁରା ଖବର ବିଷୟରେ ବିସ୍ତାର ଭାବେ । ସୂଚନା ଅନୁଯାୟୀ ଓଡିଶା ଆକାଶ ତଳେ ଜନ୍ହ ତଳେ ତାରା । ଆକାଶରେ ଦେଖିବାକୁ ମିଳିଲା ଏମିତି ବିରଳ ଦ୍ରୁଶ୍ଯ । ଏମିତି ଦ୍ରୁଶ୍ଯ ଯାହା ଆଗରୁ କେବେ ଦେଖିବାକୁ ମିଳି ନ ଥିଲା । ଆଉ ଲୋକ ମାନେ ଏହି ଦୃଶ୍ୟ କୁ ଦେଖି ପୁରା ଆଶ୍ଚର୍ଯ୍ୟ ହୋଇ ଯାଇଛନ୍ତି । କାରଣ ଜନ୍ହ ତଳେ ରହିଛି ତାରା ।

ଯାହା ଦେଖିବାକୁ ପୂରାପୂରି ବିରଳ ଭଳି ମନେ ହେଉଛି । ଓଡିଶାର ଅନେକ ସ୍ଥାନରେ ଏମିତି ଦୃଶ୍ୟ ଦେଖିବାକୁ ମିଳିଛି ଗତ କାଲୀ । ସୌର ମଣ୍ଡଳରେ ଏମିତି କିଛି ଘଟଣା ସବୁ ଦେଖିବାକୁ ମିଳିଥାଏ । ଯାହା ପୃଥିବୀ ପ୍ରୁଷ୍ଠ ରେ ଛିଡା ହେଲେ ଆମ ମାନଙ୍କ ମୁଣ୍ଡ ଉପରେ ଅର୍ଥାତ ଆକାଶରେ ଦେଖାଯାଏ । ଆମେ ମାନେ ଏମିତି ଅନେକ ଥର ଏମିତି ଦୃଶ୍ୟ ଦେଖିଥିବା । ଯାହା ଆମକୁ ନିଶ୍ଚିନ୍ତ ଚକିତ କରି ଦେଇଥିବ ।

ଯେମିତି ଏଇ ଦ୍ରୁଶ୍ଯ ଗତ କାଲି ଚକିତ କରି ଦେଇଛି । ଗତ କାଲି ସନ୍ଧ୍ୟା ରେ ଏକ ଅଜବ ପ୍ରକାରର ଦ୍ରୁଶ୍ଯ ଓଡିଶା ଆକାଶରେ ଦେଖା ଯାଇଛି । ଆକାଶର କୀଟମିଟ ଅନ୍ଧାରରେ ଚନ୍ଦ୍ର ଓ ତାରା ଙ୍କର ଏକ ମହା ମିଳନ ଦେଖିବାକୁ ମିଳିଛି । ଅର୍ଦ୍ଧ ଚନ୍ଦ୍ର ତଳେ ଏକ ତାରା ଦୃଶ୍ୟମାନ ହୋଇଛି । ଯାହା ଲୋକ ମାନଙ୍କୁ ଖୁବ ଆଶ୍ଚର୍ଯ୍ୟ କରି ଦେଇଛି । ଏହାକୁ ଲୋକ ମାନେ ମହା ଜାଗୃତିକ ଦ୍ରୁଶ୍ଯ ବୋଲି ମଧ୍ୟ କହିଛନ୍ତି ।

ତେବେ କିଛି ଲୋକ ଏହାକୁ ସୁର ଗ୍ରହ ବୋଲି କହୁଥିବା ବେଳେ କେହି ଏହାକୁ ତାରା ବୋଲି ମତ ଦେଉଛନ୍ତି । ତେବେ ବାସ୍ତବରେ ଏହା କଣ ସେ ନେଇ କିଛି ସ୍ପଷ୍ଟ ହୋଇପାରି ନାହି । କିନ୍ତୁ ସୋସିଆଲ ମିଡିଆରେ ଏହାର ଫୋଟୋ ଭରାଇଆଲ ହେଉଥିବା ବେଳେ ବର୍ତ୍ତମାନ ଏହାକୁ ନେଇ ଆଲୋଚନା ଆଉ ଚର୍ଚ୍ଚା ଆରମ୍ଭ ହୋଇ ଯାଇଛି ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button