ଜୀବନଶୈଳୀ

ମୁହଁକୁ କେବେ ବୁଢା ହେବାକୁ ଦେଇନଥାଏ ଏହି ଗଛର ପତ୍ର, 50 ବର୍ଷ ବୟସରେ ବି ଦେଖାଯିବେ ୨୦ ବର୍ଷ ଭଳି ଯବାନ

ଆପଣ ମାନେ ସମସ୍ତ ଏହି ଗଛ ବିଷୟରେ ସମସ୍ତେ ଜାଣିଥିବେ, ଏହି ଗଛର ନାମ ସଦା ବାହାର । ବିଜ୍ଞାନ ମଧ୍ୟ ଆଶ୍ଚର୍ଯ୍ୟ ହୋଇଛି ଏହି ଗଛର ଚମତ୍କାରୀ ଫାଇଦା ବିଷୟରେ । ଏହାର ପତ୍ର, ଫୁଲ, ଚେର, ପତ୍ର ସବୁ କିଛି ବହୁତ ଉପଯୋଗୀ ଅଟେ । ଆମେରିକା ଭଳି ଦେଶରେ ଆଠଟି ପ୍ରଜାତି ଦେଖିବାକୁ ମିଳୁଛି କିନ୍ତୁ ଭାରତରେ ଖାଲି ଜାମୁନ ଓ ଧଳାର ଦେଖିବାକୁ ମିଳେ । ଏଥିରେ ସବୁଠୁ ବଡ ଗୁଣ ରହିଛି ଆଣ୍ଟି ଡାଇବେଟିସର, ଯଦି ସୁଗାର ରୋଗୀଙ୍କୁ ସକାଳେ ଏହାର ଦୁଇଟି ପତ୍ରକୁ ଚୋବାଇ ଚୋବାଇ ଖାଇ ତାପରେ ପାଣି ପିଅନ୍ତୁ ।


ଯେଉଁ ସୁଗାର ଲେବେଲ ଅଛି ତାହା ବିଲକୁଲ କଣ୍ଟ୍ରୋଲ ହୋଇଯିବ । ଏହାର ଯେଉଁ ନରମ ଓ କୋମଳ ପତ୍ର ଅଛି ତାକୁ ଚୋବାଇ ଚୋବାଇ ଖାଆନ୍ତୁ । ଟିକେ କଡା ଲାଗିବ ଓ ବ୍ଲଡ ପ୍ରେସର ଲେବଲକୁ କଣ୍ଟ୍ରୋଲ କରିବ । ଆପଣ ଚାହିଁଲେ ଏହି ପତ୍ରକୁ ଗ୍ରାଇଣ୍ଡ କରି ମଧ୍ୟ ତାର ଜୁଷ କରି ପିଇ ପାରିବେ । ସବୁବେଳେ ସକାଳେ ଅଧା ଛୋଟ ଚାମଚ ପିଇବେ । ସବୁ ଅଧିକ ଗୁଣ ଯାହା ଏଥିରେ ଥାଏ ଯାହା ଔଷଧୀୟ ଗୁଣ ରହିଛି ତାହା ହେଉଛି କ୍ୟା-ନ-ସର କୋସିକା ବନାଇବାକୁ ଦେଇନଥାଏ ।


ଯଦି ଆରମ୍ଭରୁ କ୍ୟା-ନ୍ସ-ର ହୋଇଥାଏ ତେବେ ଏହି ପତ୍ରର ରସ ବାହାର କରି ପିଇଲେ କ୍ୟା-ନ-ସ-ର ରୋଗ ଭଲ ହୋଇଥାଏ । ରୋଗ ପ୍ରତିରୋଧକ କ୍ଷମତା ବଢିଥାଏ ଏହାର ରସ ପିଇବା ଦ୍ଵାରା । ଯଦି ଏହି ପତ୍ରକୁ ଗ୍ରାଇଣ୍ଡ କରି ତାର ରସକୁ ସେଇ ରସକୁ ମୁଣ୍ଡରେ ଲଗାଇଲେ କେସ ଉପୁଡିବା କମ ହୋଇଥାଏ । ଯଦି କୌଣସି ଘା ବା ମୁହଁରେ କଣା କଣା ଓ ବ୍ରଣ ହୋଇଥାଏ । ଏହି ରସ ବହୁତ ଗୁଣ କରି ହୋଇଥାଏ ।


ଏହାର ରସ ଲଗାଇଲେ ବହୁତ ଜଲ୍ଦି ଭଲ ହୋଇଥାଏ । ଏହି ଗଛଟି ପୁରା ଔଷଧୀୟ ଗୁଣରେ ଭରପୁର ରହିଛି । ଯେଉଁମାନେ ଡାଇବେଟିସ, କ୍ୟା-ନ୍ସ-ର, ବ୍ଲଡ ପ୍ରେସର ରୋଗରେ ପୀଡିତ ଅଛନ୍ତି ଏହାର ପତ୍ରକୁ ଶୁଖାଇ ଗୁଣ୍ଡା କରି ଖାଇଲେ ଏହି ସବୁ ରୋଗ ମୂଳରୁ ଖତମ ହୋଇଥାଏ । ଏଥିରେ କୌଣସି ସାଇଡ ଇଫ୍ଫେକ୍ଟ ନହିଁ ଏଥିରେ ଏହା ବହୁତ ପୁରୁନା ଔଷଧୀୟ ଗଛ ଅଟେ । ଆୟୁର୍ବେଦୀରେ ମଧ୍ୟ ଏହି ଫୁଲ ଫଳ ଆଉ ଚେରର ବ୍ଯବହର କରାଯାଇଥାଏ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button