ଜୀବନଶୈଳୀ

ବାଘ ଲାଙ୍ଗୁଡ ରେ ହାତ ମାରୁଥିଲା, ଆଉ ତା ପରେ ଯାହା ହେଲା ଜାଣି ଆପଣଙ୍କ ଛାତି ଥଋ ଉଠିବ

ଜଙ୍ଗଲ ପାଖ ବିଲରେ ଶୋଇ ଥିଲା ବାଘ ଆଉ ଯେତେବେଳେ ବାଘକୁ ଜଣେ ଯୁବକ ଦେଖି ଥିଲା ସେତେବେଳେ ତା ମନରେ ଚିନ୍ତା ଆସିଥିଲା ବାଘର ପ୍ରତିକ୍ରିୟା କେମିତି । ବାଘକୁ ଟିକେ ଛୁଇଁବା ହଁ ଦର୍ଶକ ବନ୍ଧୁ ଗୁରୁବାର 35 ବର୍ଷୀୟ ସନ୍ତୋଷ । ସନ୍ତୋଷ ଯେତେବେଳେ ବାଘକୁ ବିଲ ଭିତରେ ଶୋଇ ଥିବାର ଦେଖିବାକୁ ପାଇଲା ଠିକ ସେତିକି ବେଳେ ତା ଇଛା ହେଲା ଟିକେ ବାଘକୁ ଛୁଇଁବ ।

ସେଥିପାଇଁ ସେ ଗୋଟେ କାଠି ନେଇ ବାଘ ଲାଞ୍ଜକୁ ଠୁକୁରୁ ଠୁକୁରୁ କରି ଛୁଞ୍ଚି ଭଳି ଫୁଟାଉ ଥିଲା । ଆଉ ସେ ଜାଣିବାକୁ ଚାହୁଁ ଥିଲା ବାଘର ପ୍ରତିକ୍ରିୟା କେମିତି । ବାଘ ପ୍ରତିକ୍ରିୟା କେମିତି ଦେଉଛି । ହେଲେ ହଠାତ ସେହି ସମୟରେ ବାଘଟି ବୁଲି ପଡିଲା । ଆଉ ପଛ ପଟରୁ ସନ୍ତୋଷର ବେକକୁ କାମୁଡି ଧରିଲା । ଆଉ ସନ୍ତୋଷ ଯେତେ ଚିତ୍କାର କଲେ ବି ବାଘ ଜମାରୁ ଛାଡିଲା ନାହିଁ । ହଁ ଦର୍ଶକ ବନ୍ଧୁ ଗପ ଲାଗୁ ଥିଲେ ବି ଏହି ଘଟଣା ସତ

ଆଉ ଶେଷରେ ସନ୍ତୋଷକୁ ନିଜ ଜୀବନ ହାରିବାକୁ ପଡିଲା । ଆଉ ଶେଷରେ ସନ୍ତୋଷର ଜୀବନ ବି ଚାଲି ଗଲା । ହଁ ଦର୍ଶକ ବନ୍ଧୁ ବାଘ ଲାଙ୍ଗୁଡରେ ହାତ ମାରିବା ଜଣେ କୃଶକଙ୍କ ପାଇଁ ମହଙ୍ଗା ପଡିଛି । ଦର୍ଶକ ବନ୍ଧୁ କଥାରେ ଅଛି ସାପ ଧରିବା ନ ଜାଣି ସାପ ଗାତରେ ହାତ ପୁରେଇଲେ ଯାହା ଅବସ୍ଥା ହୁଏ । ଠିକ ସେମିତି ବାଘ ଲାଙ୍ଗୁଡରେ ହାତ ମାରିଲେ ଯାହା ହୁଏ ଆପଣ ମାନେ ଏ ଖବର ଭିତରୁ ଜାଣନ୍ତୁ ।

ଦର୍ଶକ ବନ୍ଧୁ ବାଘଟି ଗୋଟେ ଜଙ୍ଗଲ ପାଖ ବିଲରେ ଶୋଇ ଥିଲା । ଜଣେ ଯୁବ କୃଶକ ଭାଇ 35 ବର୍ଷ ବୟସ ବାଘକୁ ଦେଖି ସାରିବା ପରେ ତାଙ୍କର ଇଛା ହେଲା ବାଘ କେମିତି ପ୍ରତିକ୍ରିୟା ଦେଉଛି । ବାଘକୁ ଛୁଇଁଲେ ବାଘ କଣ କରୁଛି । ଆଉ ଏହା ପରେ ସେ ବାଘ ପାଖକୁ ଯାଇ ଥିଲେ । ଗୋଟେ କାଠି ଧରି ବାଘର ଲାଞ୍ଜକୁ ଖେଞ୍ଚିବାକୁ ଲାଗି ଥିଲେ । ଆଉ ତା ପରେ ବାଘଟି ଚିତ୍କାର କରି ଉଠି ଥିଲା । ଗର୍ଜନ କରି ଉଠିଥିଲା ।

ଆଉ ଏହା ପରେ ସନ୍ତୋଷର ବେକକୁ କାମୁଡି ଧରିଲା । ଆଉ ତା ପରେ ଗୁରୁତ୍ଵର ଅବସ୍ଥାରେ ତାଙ୍କୁ ଚିକିତ୍ସା ପାଇଁ ଡାକ୍ତର ଖାନା ନିଆ ଯାଇଥିଲା । ଆଉ ପରବର୍ତ୍ତୀ ସମୟରେ ସନ୍ତୋଷ ଗୁରୁବାର ଦିନ ପ୍ରା-ଣ ହ-ରା-ଇ-ଛ-ନ୍ତି । ତେବେ ଜଙ୍ଗଲକୁ ଯାଇ ବାଘ କୁ ହଇରାଣ ନ କରିବା ପାଇଁ ବନ ବିଭାଗ ଗ୍ରାମବାସୀ ଙ୍କୁ ଅନୁରୋଧ କରିଛି ।

କିନ୍ତୁ ଗ୍ରାନବାସୀ ମାନେ ମାନୁ ନାହାନ୍ତି । ଯାହା ପାଇଁ ଅକାଳରେ ଜୀବନ ଚାଲିଛି । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ମଧ୍ୟପ୍ରଦେଶ ଖୋରାଗନ ଜିଲ୍ଲା ରେ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button