ବିଚାର

ଜ୍ୟୋତିଷଶାସ୍ତ୍ରର ଏହି କଥା ଜଣାଇଥାଏ , କେବେ ହେବାକୁ ଯାଉଛି ଆପଣଙ୍କ ମୃତ୍ୟୁ

ମଣିଷର ମୃତ୍ୟୁ ଦୁନିଆର ଏକ ନିରାଟ ସତ୍ୟା କଥା। ଜନ୍ମ ମାନେ ମତ୍ୟୁ ହେବା ନିଶ୍ଚିତ। ତେବେ କେଉଁ ବ୍ୟକ୍ତିଙ୍କର କିପରି ମୃତ୍ୟୁ ହେବ ତାହା କେହି ମଧ୍ୟ କହିପାରିବେ ନାହିଁ। କିନ୍ତୁ ଜ୍ୟୋତିଷଶାସ୍ତ୍ରରେ ବର୍ଣ୍ଣିତ କିଛି ତଥ୍ୟ ଦ୍ବାରା ଆପଣଙ୍କ ମୃତ୍ୟୁ କେଉଁ ସମୟରେ ହେବ ତାହା ଆପଣ ଜାଣିପାରିବେ। ଆସନ୍ତୁ ଜାଣିବା କେଉଁ ଯୋଗରେ ହେବ ଆପଣଙ୍କ ମୃତ୍ୟୁ।

-ଯଦି ଆପଣଙ୍କ ଜାତକର ଲଗ୍ନର ତତୀୟ ଭାଗରେ ସୂର‌୍ୟ୍ୟ ବିରାଜମାନ ରହିଲେ, ତେବେ ବ୍ୟକ୍ତିଙ୍କ ରାଜକୀୟ ଭାବେ ମୃତ୍ୟୁର ସୁଯୋଗ ରହିଥାଏ।

death

-ଯଦି କୌଣସି ବ୍ୟକ୍ତିଙ୍କ ଭାଗ୍ୟର ଅଷ୍ଟମଭାଗରେ କୌଣସି ସ୍ଥିର ରାଶି ରହିଥାଏ ଅଥବା ତାହାର ସ୍ବାମୀ କୌଣସି ସ୍ଥିର ରାଶି ହୋଇଥାଏ ତେବେ ବ୍ୟକ୍ତିଙ୍କ ମୃତ୍ୟୁ ତାଙ୍କ ଘରେ ହୋଇଥାଏ।

-ଯେତେବେଳେ ବ୍ୟକ୍ତିଙ୍କ ଜାତକରେ ତିନିଟି ଗ୍ରହ ଗୋଟିଏ ରାଶିରେ ଅବସ୍ଥାନ କରିଥାନ୍ତି। ତେବେ ତାଙ୍କର ମୃତ୍ୟୁ କୌଣସି ପବିତ୍ର ନଦୀ ତଟରେ ହୋଇଥାଏ।

near-death

-ବ୍ୟକ୍ତିଙ୍କ ଲଗ୍ନରେ ମହାଦଶା ଚାଲୁଥିଲେ ଅଥବା ତାଙ୍କର ଶତ୍ରୁ ଗ୍ରହ ରହିଥିଲେ ବ୍ୟକ୍ତିଙ୍କର ହଠାତ୍ ମତ୍ୟୁ ହୋଇଥାଏ।

-ଯଦି ବ୍ୟକ୍ତିଙ୍କ ଜାତକର ଷଷ୍ଠତମ ସ୍ଥାନରେ ଥିବା ରାଶିର ସମ୍ବନ୍ଧ ମଙ୍ଗଳ ସହ ରହିଥାଏ।ତେବେ ତାଙ୍କର ମୃତ୍ୟୁ କୌଣସି ରୋଗ କାରଣରୁ ହୋଇଥାଏ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button