ବିଚାର

ଏହି ୬ ଉପାୟ ଆପଣଙ୍କ ଜୀବନରେ କରିବ ଧନର ବର୍ଷା, ହେବେ ଅପାର ସମ୍ପତ୍ତିର ମାଲିକ

ସମସ୍ତେ ଚାହାନ୍ତି ତାଙ୍କ ଜୀବନରେ କେବେବି ଧନର ଅଭାବ ନ ରହୁ ଏବଂ ସମସ୍ତ ସୁଖ ଖୁସିର ଲାଭ ଉଠାଇବାକୁ। ଅର୍ଥ ଉପାର୍ଜନ କରିବାକୁ ଲୋକେ ଖୁବ୍ ପରିଶ୍ରମ କରୁଛନ୍ତି କିନ୍ତୁ ଏହାସହିତ ଭାଗ୍ୟ ଚମକାଇବା ମଧ୍ୟ ଜରୁରୀ ହୋଇଥାଏ। ଏଥିପାଇଁ ଆଜି ଆମେ ଆପଣଙ୍କୁ କିଛି ଏମିତି ଉପାୟ ଜଣାଇବୁ ଯାହାକୁ ଆପଣେଇଲେ ଆପଣ ଘରେ ଲକ୍ଷ୍ମୀଙ୍କ ସଦୈବ ବାସ କରିବା ସହିତ ଅପାର ସମ୍ପତ୍ତିର ମାଲିକ ହେବେ। ତେବେ ଆସନ୍ତୁ ଜାଣିବା ସେହି ଉପାୟ ବିଷୟରେ।

-ପ୍ରତ୍ୟେକ ଅମାବାସ୍ୟାରେ ଘରକୁ ସଫା କରନ୍ତୁ। ଘରେ ଅନାବଶ୍ୟକ ଅଳିଆ ଆବର୍ଜନାକୁ ବାହାର କରିଦିଅନ୍ତୁ। ଘରର ପୂଜା ଘରେ ପାଞ୍ଚଟି ଧୂପକାଠି ଲଗାନ୍ତୁ।

-ପ୍ରତ୍ୟେକ ପୂର୍ଣ୍ଣିମାରେ ଘରେ ପୂଜା ପାଠ କରନ୍ତୁ ଏବଂ ଘରେ ଶାନ୍ତି ରଖନ୍ତୁ। ଦେଖିବେ ଘରେ ଲକ୍ଷ୍ମୀଙ୍କ ଅପାର କ୍ରୁପା ହେବ।

Bless-ଯେଉଁ ଘରେ ନିୟମିତ ଭାବରେ ଅଥବା ଶୁକ୍ରବାରରେ ଶ୍ରୀଯୁକ୍ତ ଅଥବା ଲକ୍ଷ୍ମୀସୁକ୍ତର ପାଠ ହୋଇଥାଏ, ସେଠାରେ ସ୍ଥାୟୀ ଲକ୍ଷ୍ମୀଙ୍କର ବାସ ହୋଇଥାଏ।

-ସପ୍ତାହରେ ଥରେ ସମୁଦ୍ରୀ ଲୁଣକୁ ପାଣିରେ ପକାଇ ଘରେ ପୋଛା ମାରନ୍ତୁ। ଏପରି କଲେ ଘରେ ଶାନ୍ତି ରହିଥାଏ। ଘରୁ ସମସ୍ତ ନକାରାତ୍ମକ ଶକ୍ତି ସମାପ୍ତ ହୋଇ ଘରେ ଝଗଡା ମଧ୍ୟ ହୋଇନଥାଏ। ଏହାସହିତ ଘରେ ଲକ୍ଷ୍ମୀଙ୍କ ବାସ ମଧ୍ୟ ରହିଥାଏ।

-ଯଦି ଆପଣ ଗୁରୁବାର ଦିନ ଓଷସ୍ତ ଗଛ ତଳେ ପାଣି ଅର୍ପଣ କରି ଦୀପ ଜଳାନ୍ତି ତଥା ଶନିବାର ଦିନ ଗୁଡ ତଥା କ୍ଷୀର ମିଶ୍ରଣ କରି ଓଷସ୍ତ ଗଛ ତଳେ ଚଢ଼ାନ୍ତି ଏବଂ ସୋରିଷ ତେଳ ଦୀପ ଜଳାନ୍ତି ତେବେ ଆପଣ କେବେବି ଆର୍ଥିକ ସଂକଟକୁ ସାମ୍ନା କରିବେନାହିଁ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button