ରାଶିଫଳ

Jyotish Shastra ମାର୍ଚ୍ଚ ମାସ ରେ ଏହି 5 ଟି ରାଶିରେ ହେବ ଧନର ବର୍ଷା, 7 ଟି ରାଶିଙ୍କୁ ମିଳିବ ମିଶ୍ରିତ ଫଳ

ନମସ୍କାର ବନ୍ଧୁଗଣ, ବନ୍ଧୁଗଣ ମନୁଷ୍ୟ ଜୀବନ ରେ ରାଶିଚକ୍ର ର ବହୁତ ମହତ୍ୱ ରହିଛି।ମନୁଷ୍ୟ ନିଜର ରାଶି ଦ୍ୱାରା ନିଜର ଆଗତ ଭବିଷ୍ୟତ ସମ୍ପର୍କରେ ସମସ୍ତ ପ୍ରକାର ସୂଚନା ପାଇ ପାରିଥାଏ।ଯେତେବେଳେ ଜଣେ ବ୍ୟକ୍ତି ଜନ୍ମ ହୋଇଥାଏ ସେତେବେଳେ ତାର ଜନ୍ମ ସମୟ ତିଥି ଓ ମାସ କୁ ବିଚାର କରି ସେହି ବ୍ୟକ୍ତି ର ରାଶି ନିର୍ଧାରଣ କରାଯାଇଥାଏ।ଜ୍ୟୋତିଷ ଶାସ୍ତ୍ର ଅନୁଶାରେ ରେ ମନୁଷ୍ୟ ରାଶିରୁ ତାର ସମସ୍ତ ସ୍ଵଭାଵ ସମ୍ପର୍କରେ ଜାଣିବାକୁ ମିଳିଥାଏ।

ବନ୍ଧୁଗଣ ଏପରି କିଛି ସମୟ ଆସିଥାଏ ଯେତେବେଳେ କିଛି ରାଶିର ବ୍ୟକ୍ତି ବିଶେଷ ଙ୍କ ର ଭାଗ୍ୟ ବଦଳି ଯାଇଥାଏ। ତାଙ୍କର ସମସ୍ତ ଦୁଖଃ କଷ୍ଟ ଦୁର ହୋଇଥାଏ।ଏହି ପରି ସମୟ ବହୁତ ବର୍ଷ ବ୍ୟବଧାନ ରେ ଆସିଥାଏ ଓ ବହୁତ କମ ଆସିଥାଏ।ଶାସ୍ତ୍ର ରେ ମଧ୍ୟ ଏହା ଲେଖା ଅଛି।ତେବେ ବନ୍ଧୁ ଗଣ ଠିକ ଏହି ପରି ସମୟ ବର୍ତ୍ତମାନ ସମୟରେ ଆସିଯାଇଛି ଏହି କେତୋଟି ରାଶିର ।

ଏହି ମାର୍ଚ୍ଚ ମାସ ରେ ଏହି ରାଶି ର ବ୍ୟକ୍ତି ବିଶେଷ ଙ୍କ ଭାଗ୍ୟ ସମ୍ପୂର୍ଣ୍ଣ ଭାବରେ ବଦଳିବାକୁ ଯାଉଛି ଓ ଆଉ କେତେକ ରାଶି ଉପରେ ଦୁଃଖ ର ପାହାଡ ପଡ଼ିବାକୁ ଯାଉଛି।ତେବେ ଆସନ୍ତୁ ଜାଣିବା ସେହି ବିଷୟରେ।

ମେଷ ରାଶି, ର ଲୋକମାନଙ୍କ ପାଇଁ ଏହି ମାସ ଅଧିକ ଆନନ୍ଦ ଦାୟକ କିମ୍ବା ଅଧିକ ଦୁଖଃ ଦାୟକ ହେବ ନାହିଁ।ଏହି ସମୟ ରେ ଆପଣଂକୁ ପାରିବାରିକ ସୁଖ ମିଳିବ କିନ୍ତୁ ଆର୍ଥିକ ସମସ୍ୟା ଦେଖା ଦେଇ ପାରେ। ଚାକିରୀ ରେ ବଦଳି ହୋଇପାରେ। ଦୁର ସ୍ଥାନ କି ଭ୍ରମଣ କରିପାରନ୍ତି। ବୃଷ ରାଶି, ପାଇଁ ଏହି ମାସ ଟି ଶୁଭ ହେବ।ଏହି ମାସ ରେ ଆପଣ ଅନେକ ଲାଭ ପାଇବେ।ପାରିବାରିକ ସୁଖ ପ୍ରାପ୍ତି କରିବେ।ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦେବାକୁ ହେବ।ଦୁର ସ୍ଥାନ କୁ ଯାତ୍ରା କରିପାରନ୍ତି।

ମିଥୁନ ରାଶି, ପାଇଁ ଏହି ମାସ ଟି ବହୁତ କ୍ଷତିକାରକ ଅଟେ।ଏହି ମାସ ରେ ଆପଣ ମାନେ ବିଭିନ୍ନ ପ୍ରକାର ଆସୁବିଧା ର ସମ୍ମୁଖୀନ କରିପାରନ୍ତି।ଆପଣଙ୍କ ଘରେ ଅଶାନ୍ତି ଦେଖା ଦେବ।ବିଭିନ୍ନ ପ୍ରକାର ଆର୍ଥିକ ସମସ୍ୟା ଦେଖା ଦେବ। କର୍କଟ ରାଶି, ର ବ୍ୟକ୍ତି ବିଶେଷ ମାନେ ଏହି ସମୟ ରେ ବହୁତ ଲାଭ ପାଇବେ।ଆପଣଂକୁ ଅନେକ ଧନ ସମ୍ପତ୍ତି ମିଳିବା ର ସମ୍ଭାବନା ରହିଅଛି।ଆପଣ ନିଜର ଶତ୍ରୁ ମାନଙ୍କୁ ପରାଜିତ କରିବେ।ଆପଣଙ୍କ ଶତ୍ରୁ ଆପଣଂକର ପ୍ରଶଂସା କରିବେ।

ସିଂହ ରାଶି, ପାଇଁ ଏହି ମାସ ଟି ମଧ୍ୟମ ଧରଣ ର ରହିବ।ଏହି ସମୟ ରେ ଆପଣ ନୂତନ ଭୂମି କ୍ରୟ କରିପାରନ୍ତି।ଚାକିରୀ କ୍ଷେତ୍ର ରେ ବାଧା ବିଘ୍ନ ଦେଖିବାକୁ ମିଳିବ।ଆପଣ ନିଜ ସ୍ୱାସ୍ଥ୍ୟ ପ୍ରତି ଯତ୍ନବାନ ହେବାକୁ ପଡିବ। କନ୍ୟା ରାଶି, ର ବ୍ୟକ୍ତି ମାନେ ଏହି ସମୟ ରେ ବହୁତ ଧନ ଉପାର୍ଜନ କରିବେ।କିନ୍ତୁ ଆପଣ ନିଜ ସନ୍ତାନ ମାନଙ୍କ ପାଇଁ ଚିନ୍ତିତ ରହିପାରନ୍ତି।ଏହି ସମୟ ରେ ଆପଣ ବହୁତ ଖୁସି ଖବର ଶୁଣିବାକୁ ପାଇବେ।

ତୁଳା ରାଶି, ର ଲୋକ ମାନେ ଏହି ସମୟ ରେ ଅଧିକ ଆୟ କରିବେ କିନ୍ତୁ ପାରିବାରିକ ସମସ୍ୟା ଦେଖା ଦେବ। ଆପଣ କିଛି ବିପଦ ର ସମ୍ମୁଖୀନ କରିପାରନ୍ତି। ବିଛା ରାଶି, ର ବ୍ୟକ୍ତି ମାନେ ଏହି ସମୟ ରେ ବହୁତ ଖୁସି ରେ ରହିବେ।ପାରିବାରିକ ସୁଖ ଶାନ୍ତି ବଜାୟ ରହିବ।କିନ୍ତୁ ନିଜ ସ୍ଵାସ୍ଥ୍ୟ ପ୍ରତି ସତର୍କ ରୁହନ୍ତୁ। ଧନୁ ରାଶି, ର ବ୍ୟକ୍ତି ମାନେ ଏହି ମାସ ରେ ବହୁତ ଚିନ୍ତା ରେ ବୁଡି ରହିବେ।ଆପଣଙ୍କ ର ଆୟ ବଢିବ।କିନ୍ତୁ ଚିନ୍ତିତ ରହିବା କାରଣ ରୁ ଆପଣଙ୍କ ର ସ୍ଵାସ୍ଥ୍ୟ ଖରାପ ହୋଇପାରେ।

ମକର ରାଶି, ର ବ୍ୟକ୍ତି ମାନେ ସମସ୍ତ କାର୍ଯ୍ୟ ରେ ସଫଳ ହେବେ। ଆପଣ ଙ୍କ ଆୟ ବଢ଼ିପାରେ।ଆପଣ ତୀର୍ଥ କରିବାକୁ ଯାଇପାରନ୍ତି। କୁମ୍ଭ ରାଶି, ପାଇଁ ଏହି ମାସ ଟି ଶୁଭ ଦାୟକ ହୋଇପାରିବ ନାହିଁ।ଏହି ମାସ ରେ ଆପଣଂକୁ ବିଭିନ୍ନ ପ୍ରକାର ଅସୁବିଧା ର ସମ୍ମୁଖୀନ କରିବାକୁ ହେବ। ମୀନ ରାଶି, ପାଇଁ ଏହି ମାସ ଟି ବହୁତ ଭଲ ରହିବ। ଆପଣ ବିଭିନ୍ନ ପ୍ରକାର ଲାଭ ପାଇବେ। କର୍ମମୟ ଜୀବନ ବହୁତ ଭଲ ରେ କଟିବ।ଧନ ସମ୍ପତ୍ତି ମିଳିବ। ପାରିବାରିକ ସୁଖ ଶାନ୍ତି ବଜାୟ ରହିବ।

ତେବେ ବନ୍ଧୁଗଣ ରାଶି ଚକ୍ରର ବାକି 7 ଟି ରାଶିଙ୍କୁ ମାର୍ଚ୍ଚ ମାସରେ ମିଶ୍ରିତ ଫଳ ପ୍ରାପ୍ତ ହେବ । କୌଣସି ଗୁରୁତ୍ୱପୂର୍ଣ୍ଣ ନିସ୍ପତି ନେବା ପୂର୍ବରୁ ବହୁତ ଭାବି ଚିନ୍ତି ନିଷ୍ପତ୍ତି ନିଅନ୍ତୁ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button