ବିଚାର

ଭୁଲରେ ବି ଭେଣ୍ଡି ଖାଇବା ପରେ ଖାଆନ୍ତୁ ନାହିଁ ଏହି ୨ଟି ଜିନିଷ, ନଚେତ୍ ଯାଇପାରେ ଆପଣଙ୍କ ଜୀବନ

ସାଧାରଣତଃ ସୁସ୍ଥ ରହିବା ପାଇଁ ଡାକ୍ତରମାନେ ସବୁଜ ପନିପରିବା ଖାଇବା ପାଇଁ ଉପଦେଶ ଦେଇଥାନ୍ତି। ସବୁଜ ପନିପରିବା ଖାଇବା ସ୍ବାସ୍ଥ୍ଯ ପାଇଁ ଲାଭକାରୀ ହୋଇଥାଏ କିନ୍ତୁ କ’ଣ ଆପଣ ଜାଣିଛନ୍ତି କି ସବୁଜ ପନିପରିବା ମଧ୍ଯରେ ଭେଣ୍ଡି ଖାଇବା ପରେ ଏଭଳି କିଛି ଜିନିଷ ରହିଛି, ଯାହାକୁ ଖାଇବା ଦ୍ବାରା ଜୀବନ ସାରା ଅସୁବିଧାର ସମ୍ମୁଖୀନ ହେବାକୁ ପଡିଥାଏ। ସାଧାରଣତଃ ଅଧିକାଂଶ ଲୋକମାନେ ଭେଣ୍ଡି ତରକାରୀ ହେଉ କିମ୍ବା ଭଜା ଖାଇବା ପାଇଁ ଖୁବ୍ ପସନ୍ଦ କରିଥାନ୍ତି। ଭେଣ୍ଡି ଦେଖିବାକୁ ଯେତିକି ପତଳା ଏବଂ ସୁନ୍ଦର ହୋଇଥାଏ ସେଥିରେ ଅନେକ ଔଷଧ ଗୁଣ ମଧ୍ଯ ଭରି ରହିଛି। ଭେଣ୍ଡିରେ ପ୍ରୋଟିନ, ମ୍ଯାଗ୍ନେସିୟମ, ପୋଟାସିୟମ ଏବଂ କପର୍ ମଧ୍ଯ ରହିଥାଏ, ଯାହା ଶରୀର ପାଇଁ ଅତ୍ଯନ୍ତ ଲାଭକାରୀ ହୋଇଥାଏ। ତେବେ ଆସନ୍ତୁ ଜାଣିବା ଭେଣ୍ଡି ଖାଇବା ପରେ କେଉଁ ଜିନିଷ ଖାଇବା ଅନୁଚିତ।

ladies fingerକେବେ ବି ଆପଣ ଭେଣ୍ଡି ଖାଇବା ପରେ କଲରା ଖାଆନ୍ତୁ ନାହିଁ। କାରଣ ଭେଣ୍ଡି ଖାଇସାରିବା ପରେ କଲରା ଖାଇବା ଦ୍ବାରା ଏହା ପେଟକୁ ଯାଇ ବିଷ ହୋଇପାରେ, ଯେଉଁ କାରଣରୁ ମୃତ୍ୟୁ ମଧ୍ଯ ହୋଇପାରେ। ଆଜ୍ଞା ହଁ ଆପଣଙ୍କୁ ଏହିକଥା ବିଶ୍ବାସ ନହେଲେ ମଧ୍ଯ ଏହା ସତ। ଏହିକାରଣରୁ ଆପଣ ଭେଣ୍ଡି ଖାଇବା ପରେ କେବେ ବି କଲରା ଖାଆନ୍ତୁ ନାହିଁ ଏବଂ ଯଦି ଆପଣଙ୍କୁ କଲରା ଜୁସ୍ ପିଇବାର ଅଛି ତେବେ ଆପଣ ଭେଣ୍ଡି ଖାଆନ୍ତୁ ନାହିଁ।

bhindiସେହିଭଳି ଭେଣ୍ଡି ଖାଇବା ପରେ ମୂଳା ଖାଇବା ଅନୁଚିତ। କାରଣ ଭେଣ୍ଡି ଖାଇବା ପରେ ମୂଳା ଖାଇବା ଦ୍ବାରା ଶରୀରରେ ହୋଇଯାଇଥାଏ। ଯେପରି ଆମିଷ ଖାଇବା ପରେ କ୍ଷୀର ପିଇବା ଦ୍ବାରା ଶରୀରରେ ସଂକ୍ରମଣ ହେବାର ଦେଖାଯାଇଥାଏ। ଏହିକାରଣରୁ କେବେ ବି ଭେଣ୍ହି ଖାଇବା ପରେ ମୂଳା ସେବନ କରନ୍ତୁ ନାହିଁ। ଯଦି ଆପଣ ବାରମ୍ବାର ଏଭଳି ଭୁଲ କରନ୍ତି ତେବେ ଆପଣଙ୍କୁ ତ୍ବଚା ଜନିତ ସମସ୍ଯାର ସାମ୍ନା କରିବାକୁ ପଡିପାରେ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button