ବିଚାର

ଏହିପରି କିଛି ଭୁଲ ପାଇଁ ହୋଇଥାଏ ଜାଆଁଳା ପିଲା, ଜାଣନ୍ତୁ କେମିତି

ଆପଣ ମାନେ ବିଭିନ୍ନ ସ୍ଥାନରେ ଜାଆଁଳା ପିଲା ଦେଖିଥିବେ, ବର୍ତ୍ତମାନ ସମୟରେ ଜାଆଁଳା ପିଲା ହେବା ସାଧାରଣ କଥା ଅଟେ । ଏହି ଜାଆଁଳା ପିଲାମାନେ ଅଧିକାଂଶ କ୍ଷେତ୍ରରେ ଏକା ପରି ଦେଖାଯାନ୍ତି ଓ ଅନ୍ୟ କିଛି କ୍ଷେତ୍ରରେ ଏମାନେ ଅଲଗା ଅଲଗା ଦେଖାଯାନ୍ତି । ହେଲେ ଆପଣମାନେ କଣ ଜାଣିଛନ୍ତି ଜାଆଁଳା ପିଲା ହେବାର କାରଣ କଣ ? ସେଥିପାଇଁ ଆଜି ଆମେ ଆପଣଙ୍କୁ ଏହାର କାରଣ କହିବୁ । ଗର୍ଭବତୀ ମହିଳାମାନେ ଏମିତି କିଛି ଭୁଲ କରନ୍ତି ଯାହାଦ୍ୱାରା ଜାଆଁଳା ପିଲା ଜନ୍ମ ହୋଇଥାଏ, ତେବେ ଆସନ୍ତୁ ଜାଣିବା ଏହି କାରଣ ଗୁଡିକ ବିଷୟରେ ।

google

ପୂର୍ବ କାଳରେ ଲୋକମାନେ କହୁଥିଲେ କି, ଯଦି ଗର୍ଭବତୀ ଥିବା ସମୟରେ ମହିଳା ଜଣକ କିଛି ଜାଆଁଳା ଫଳ ଖାଇଥାଏ ତେବେ, ତା’ର ଜାଆଁଳା ପିଲା ହୋଇଥାଏ । ହେଲେ ବୈଜ୍ଞାନିକ ଗବେଷଣାରୁ ଜଣା ପଡିଛି କି ଗୋଟେ ଶୂକ୍ରାଣୁ ଦୁଇ ଭାଗରେ ବିଭକ୍ତ ହୋଇ ଦୁଇଟି ଭ୍ରୁଣର ରୂପ ନେଇଥାଏ । ଯାହାଫଳରେ ଜାଆଁଳା ସନ୍ତାନର ଉତ୍ପତ୍ତି ହୋଇଥାଏ ।

google

୧. ଯେଉଁ ମହିଳାମାନେ ଗର୍ଭ ନିରୋଧକ ଔଷଧର ଅଧିକ ସେବନ କରିଥାନ୍ତି କିମ୍ବା ଗର୍ଭପାତ କରାଇଥାନ୍ତି, ସେମାନଙ୍କର ଜାଆଁଳା ପିଲା ହେବାର ସମ୍ଭାବନା ଅଧିକ ଥାଏ, କାରଣ ଗର୍ଭନିରୋଧକ ବଟିକାର ଅଧିକ ସେବନ ଦ୍ଵାରା ସେମାନଙ୍କ ଶରୀରରେ ହଲିକାଲ ସିମୋଲାଇଟିଙ୍ଗ ହରମୋନର ମାତ୍ରା କମିଯାଇଥାଏ । ଯାହାଫଳରେ ଶୂକ୍ରାଣୁର ଦ୍ଵିତୀୟ ଅଣ୍ଡକୋଷ ତିଆରି ହୋଇଥାଏ । ଏହା ଦ୍ଵାରା ଜାଆଁଳା ଛୁଆ ହୋଇଥାଏ ।

୨. ଯେଉଁ ମହିଳାମାନଙ୍କ ପରିବାରରେ ପୂର୍ବରୁ ଜାଆଁଳା ପିଲା ହୋଇଥାନ୍ତି ତେବେ ସେମାନଙ୍କର ଜାଆଁଳା ପିଲା ହେବାର ସମ୍ଭାବନା ରହିଥାଏ ।

୩. ଯେଉଁ ମହିଳାମାନେ ଅଧିକ ଆମିଷ ଖାଦ୍ୟର ସେବନ କରନ୍ତି, ସେମାନେ ମୋଟା ହେବା ସହିତ ତାଙ୍କ ଉଚ୍ଚତା ମଧ୍ୟ ଅଧିକ ହୋଇଥାଏ, ଏପରି ହେଟରରେ ଜାଆଁଳା ପିଲା ହେବାର ସମ୍ଭାବନା ରହିଥାଏ । କାରଣ ଏମାନଙ୍କ ହରମୋନରେ ଅଧିକାଂଶ ପରିବର୍ତ୍ତନ ଦେଖିବାକୁ ମିଳିଥାଏ ।

୪. ଯେଉଁ ମହିଳାମାନେ ଦୁଇରୁ ତିନୋଟି ସନ୍ତାନ ଜନ୍ମ କରିସାରିଛନ୍ତି, ସେମାନଙ୍କର ମଧ୍ୟ ଯାଆଁଳା ପିଲା ହେବାର ସମ୍ଭାବନା ଥାଏ । କାରଣ ସେମାନଙ୍କ ଶରୀରରେ ଅଣ୍ଡକୋଷ ନିର୍ମିତ ହେବାର କ୍ଷମତା ବହୁତ ବଢିଯାଇଥାଏ ଓ ଏହା ସୁରକ୍ଷିତ ମଧ୍ୟ ରହିଥାଏ ।

୫. ଜାଆଁଳା ପିଲା ହେବା ପାଇଁ ସବୁଠାରୁ ଗୁରୁତ୍ଵପୂର୍ଣ୍ଣ ଜିନିଷ ହୋଇଥାଏ ସେଠାକାର ସ୍ଥାନ, ଦୁନିଆରେ ସବୁଠାରୁ ଅଧିକ ଜାଆଁଳା ସନ୍ତାନ ଆଫ୍ରିକାରେ ଦେଖାଯାଇଥାଏ । ସେଠାରେ ଅଧିକ ଜାଆଁଳା ପିଲା ହେବାର କାରଣ ସେଠାକାର ଜଳବାୟୁ ଓ ବାତାବରଣ ହୋଇଥାଏ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button