ଦେଶ ବିଦେଶ

ଲକ୍ଷେରୁ କେବଳ ଜଣେ ବୁଦ୍ଧିମାନ ଲୋକ ହିଁ ଏହି ପ୍ରଶ୍ନର ଉତ୍ତର ଦେଇ ପାରିବ, କଣ ଆପଣ ଜାଣନ୍ତି ଏହାର ଉତ୍ତର ?

ନମସ୍କାର ବନ୍ଧୁଗଣ ଏହି ଭଳି ଏକ ପ୍ରଶ୍ନ ଅଛି ଯାହାକୁ ଦୁନିଆ ର ନବେ ପ୍ରତିଶତ ଲୋକ ଉତ୍ତର ଦେଇ ପାରନ୍ତି ନାହିଁ । ଆଜି ଆମେ କଥା ହେବା ସେହି ରହସ୍ୟ ମୟ ପ୍ରଶ୍ନ ବିଷୟରେ । ଏହି ପ୍ରଶ୍ନ ଟି ଆପଣଙ୍କ ଫେସ ବୁକ, ୱାଟସ୍ ଆପ, ଆଦି ବିଭିନ୍ନ ସ୍ଥାନରେ ଦେଖିବାକୁ ମିଳିଥାଏ । ଆପଣଙ୍କ ଆଗରେ ଥିବା ଏହି ଫୋଟୋରେ କିଛି ଚିତ୍ର ରହିଛି । ଯେଉଁ ଥିରେ ଅନେକ ପ୍ରଶ୍ନ ରହିଛି । ଯାହାର ଉତ୍ତର ପାଇଁ ନ ଥାଉ ।

ତେବେ ସର୍ଵ ପ୍ରଥମେ ଜାଣିବା ଏହି ପ୍ରଶ୍ନ ଟି ଆସିଲା କେଉଁଠାରୁ ଏବଂ ଏହାର ଉତ୍ତର କଣ? ତେବେ ଚାଲନ୍ତୁ ସେହି ପ୍ରଶ୍ନ ବିଷୟରେ ଆଲୋଚନା କରିବା ଏବଂ ତାର ଉତ୍ତର ଖୋଜିବା । ଏହି ପ୍ରଶ୍ନ ଟି ଏକ କାହାଣୀ ରୁ ଆସିଛି । ସେ ପ୍ରଶ୍ନ ହେଉଛି ଗୋଟିଏ ଜଙ୍ଗଲକୁ ତିନି ଜଣ ଲୋକ ଯାଉଥିଲେ ।

ସେହି ସମୟରେ ଗୋଟିଏ ସିଂହ ଆସିବାର ସେମାନେ ଦେଖିଲେ ଭୟବିତ ହୋଇ ଏବଂ ନିଜ ଜୀଵନ ବଞ୍ଚାଇବା ପାଇଁ ତିନି ଜଣ ଦୌଡ଼ିବାକୁ ଲାଗିଲେ । ପ୍ରଥମ ଲୋକଟି ଦୌଡ଼ିବାରେ ସଫଳ ହୋଇଗଲା । ଦ୍ଵିତୀୟ ଲୋକ ଟି ଦୌଡ଼ିବାରେ ଅସଫଳ ହୁଏ ଏବଂ ତୃତୀୟ ବ୍ୟକ୍ତି ଟି କିଛି ବି କରି କି ଦୌଡ଼ି ପଳାଇ ଥାଏ ।

ଏମିତି ରେ ଦୁଇଟି ଲୋକ ନିଜ ଜୀଵନ ବଞ୍ଚାଇ ଦୌଡ଼ିବାରେ ସଫଳ ହୋଇଗଲେ ଏବଂ ଜଣେ ଅସଫଳ ହେଲା । ଏହି ସମୟରେ ସେହି ବ୍ୟକ୍ତି ଜଣକ ଭାବିଲା କି ପାଖରେ ଥିବା ନଦୀ କୁ ଡେଇଁ ପଡିବି । କିନ୍ତୁ ଏମିତି ମଧ୍ୟ ହୋଇ ପାରି ନଥିଲା । ଯେମିତି ହିଁ ନଦୀ ଉପରକୁ ଡେଇଁ ବାକୁ ଗଲା ସେଠାରେ ତାକୁ ଗୋଟିଏ କୁମ୍ଭୀର ଦେଖାଗଲା । ଯେତେବେଳେ ତା ପାଖରେ କିଛି ରାସ୍ତା ନଥିଲା ସେତେବେଳେ ସେ ଗୋଟିଏ ଗଛ ଉପରେ ଚଢ଼ିବାକୁ ଚେଷ୍ଟା କଲା କିନ୍ତୁ ସେ ଦେଖିଲା କି ସେହି ଗଛରେ ଗୋଟିଏ ସାପ ଟିଏ ରହିଛି ଏବଂ ତଳେ ଠିଆ ହୋଇଛି ସିଂହ ।

ଏହି ଭଳି ସେହି ବ୍ୟକ୍ତି ଟି ଗଛ ମୂଳରେ ହିଁ ଫସି ଗଲା । କାରଣ ପାଣିରେ ଗୋଟିଏ କୁମ୍ଭୀର ଅଛି । ଗଛ ତଳେ ଗୋଟିଏ ସିଂହ ଅଛି ଆଉ ଗଛ ଉପରେ ଗୋଟାଏ ସାପ । ଯେଉଁ ଭଳି ଏହି ଲୋକଟି ଅସୁବିଧାରେ ପଡିଛି । ଆମେ ମାନେ ମଧ୍ୟ ଏହି ସଂସାର ରେ ଅସୁବିଧାରେ ପଡି ଯାଇଥାଉ । କିନ୍ତୁ ଯଦି ସାହସ,ଶାନ୍ତି ଏବଂ ଠିକ ହିସାବରେ କାର୍ଯ୍ୟ କରିବା ତେବେ ଆମେ ସବୁ ଅସୁବିଧା ରୁ ମୁକୁଳି ପାରିବା । ତା ସହିତ ସବୁ ପ୍ରଶ୍ନ ର ଉତ୍ତର ମଧ୍ୟ ଦେଇ ପାରିବା । ତେବେ ଚାଲନ୍ତୁ ଏହି ପ୍ରଶ୍ନ ର ଉତ୍ତର ଖୋଜିବା ।

ଏହି ପ୍ରଶ୍ନ ର ଦୁଇ ଟି ଉତ୍ତର ରହିଛି । ପ୍ରଥମ ଟି ହେଉଛି ସେ ବ୍ୟକ୍ତି ସାପ ଠାରୁ ମାତ୍ର ଅଳ୍ପ ଦୂରରେ ରହିଛି । ଯଦି ସେ ଗୋଟିଏ ଝଟକା ରେ ସାପ ଟିକୁ ଧରେ ଏବଂ ତାକୁ ତୁରନ୍ତ ସିଂହ ଉପରକୁ ଫୋପାଡ଼ି ଦେଲେ ସିଂହ ଟି ସାପର ଆକ୍ରମଣ ରୁ ଡରି ଦୌଡି ପଳାଇବ । ଏହି ସମୟରେ ସେହି ବ୍ୟକ୍ତି ଗଛ ତଳକୁ ଆସି ବନ୍ଧୁକ ଉଠାଇ ନିଜ ଜୀଵନ କୁ ବଞ୍ଚାଇ ପାରିବ ।
ଦ୍ଵିତୀୟ ଉତ୍ତର ହେଉଛି ଲୋକଟି କୌଣସି ପ୍ରକାରେ ଡାହାଣ ହାତ ପାଖରେ ଥିବା ଡାଳ କୁ ଭାଙ୍ଗି ।

ସେ ଡାଳ ସାହାଯ୍ୟରେ ସାପ ଟିକୁ ତଳେ ପକାଇ ଦେଇ ନିଜେ ଗଛ ଉପରକୁ ଚଢି ଯେ ପର୍ଯ୍ୟନ୍ତ ସିଂହ ଟି ଯାଇନି ସେ ସେପର୍ଯ୍ୟନ୍ତ ସେହି ଗଛ ଉପରେ ରହି ପାରିବ ଏବଂ ସିଂହ ଗଲା ପରେ ତଳକୁ ଆସି ନିଜ ଜୀଵନ ବଞ୍ଚାଇ ପାରିବ । ଏହା ଥିଲା ଏହି ପ୍ରଶ୍ନ ର ଉତ୍ତର ଏହି ପ୍ରଶ୍ନ ରୁ ଆମକୁ ଏହା ଶିକ୍ଷା ମିଳୁଛି କି ଜୀବନରେ କେବେବି ସଙ୍କଟ ଆସିଲେ ସାହସ ଏବଂ ବୁଦ୍ଧି ର ସହିତ କାମ ଜରିବା ଉଚିତ । ତାଦ୍ୱାରା ହିଁ ଆମେ ସେହି ଅସୁବିଧା ରୁ ମୁକ୍ତ ହୋଇ ପାରିବା ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button