ବିଚାର

Swapna Shastra- ଯଦି ଆପଣ ଦେଖନ୍ତି ଏହି 4 ଟି ସ୍ଵପ୍ନ ତ ଭୁଲରେ ବି ଅନ୍ୟ କାହାକୁ କୁହନ୍ତୁ ନାହିଁ, ନହେଲେ ସାରା ଜୀବନ ପସ୍ତେଇବେ

ବନ୍ଧୁଗଣ ଏହି ଦୁନିଆର ସମସ୍ତ ମଣିଷ ଶୋଇବା ସମୟରେ ସ୍ଵପ୍ନ ନିଶ୍ଚୟ ଦେଖିଥାଏ । ଶୋଇବା ସମୟରେ ସ୍ଵପ୍ନ ଦେଖିବା ଏକ ସାମାନ୍ୟ ପ୍ରକ୍ରିୟା ଅଟେ । କିଛି ସ୍ଵପ୍ନ ଏମିତି ରହିଥାଏ ଯାହାକୁ ଆମେ ମନେ ରଖି ନଥାଉ ଓ ଅନ୍ୟ କିଛି ସ୍ଵପ୍ନ ଏପରି ଥାଏ ଯାହାକୁ ଆମେ ଭଲ ଭାବରେ ମନେ ରଖିଥାଉ । ଅଧିକାଂଶ ଲୋକ ଅନ୍ୟ ମାନଙ୍କୁ ନିଜ ସ୍ଵପ୍ନ ବିଷୟରେ ସେୟାର କରିଥାନ୍ତି । ହେଲେ ବନ୍ଧୁଗଣ କିଛି ସ୍ଵପ୍ନ ଏପରି ରହିଛି ଯାହା ବିଷୟରେ ଅନ୍ୟ ମାନଙ୍କୁ କହିବା ଉଚିତ ନୁହେଁ ଓ ଏହା ବିଷୟରେ ବହୁତ କମ ଲୋକ ଜାଣିଛନ୍ତି ।

ଶାସ୍ତ୍ର ଅନୁସାରେ ଏହାକୁ ଅଶୁଭ ମାନା ଯାଇଛି । ଆପଣଙ୍କୁ ସେହି ସ୍ଵପ୍ନ ଜନିତ ନେଗେଟିଭ ଫଳ ଭବିଷ୍ୟତରେ ମିଳିପାରେ । ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ସେହି ସମସ୍ତ ସ୍ଵପ୍ନ ବିଷୟରେ କହିବାକୁ ଯାଉଛୁ ,ତା ହେଲେ ଆସନ୍ତୁ ଜାଣିବା ସେହି ସ୍ଵପ୍ନ ଗୁଡିକ ବିଷୟରେ ।


୧. ବନ୍ଧୁଗଣ ଯଦି ଆପଣ ରାତିରେ ଶୋଇବା ସମୟରେ ପ୍ରକୃତି ସମ୍ବନ୍ଧିତ ସ୍ଵପ୍ନ ଦେଖୁଛନ୍ତି ଅର୍ଥାତ ଆପଣ ଗଛ, ପାହାଡ ଓ ନଦୀ ଆଦିର ଦ୍ରୁଶ୍ଯ ଦେଖୁଛନ୍ତି ତା ହେଲେ ଆପଣ ବୁଝିଯାନ୍ତୁ ଆପଣଙ୍କୁ ଜୀବନରେ ଏକ ବହୁତ ବଡ ଖୁସି ଖବର ମିଳିବାକୁ ଯାଉଛି । ହେଲେ ବନ୍ଧୁଗଣ ଯଦି ଆପଣ ନିଜ ସ୍ଵପ୍ନ ବିଷୟରେ ଅନ୍ୟ କାହାକୁ ସେୟାର କରିବେ ତା ହେଲେ ଆପଣଙ୍କୁ ଏହି ସ୍ଵପ୍ନର ଫଳ ମିଳିବ ନାହିଁ । ତେଣୁ ବନ୍ଧୁଗଣ ଭୁଲ ସେ ମଧ୍ୟ ଏହି ସ୍ଵପ୍ନ ବିଷୟରେ କାହାକୁ ଜଣାଇବେ ନାହିଁ ।

୨. ବନ୍ଧୁଗଣ ଯଦି ଆପଣ ମୃତ୍ୟୁ ସମ୍ବନ୍ଧିତ କୌଣସି ସ୍ଵପ୍ନ ତଥା ନିଜର ବା ଅନ୍ୟର ମୃତ୍ୟୁ ସମ୍ବନ୍ଧିତ ସ୍ଵପ୍ନ ଦେଖୁଛନ୍ତି ତାହାଲେ ଚିନ୍ତା କରିବା କୌଣସି ଆବଶ୍ୟକତା ନାହିଁ, କାରଣ ମୃତ୍ୟୁ ସମ୍ବନ୍ଧିତ ସ୍ଵପ୍ନ ଦେଖିଲେ ଆପଣଙ୍କର ସମସ୍ତ ସମସ୍ଯା ଦୂର ହୋଇଯିବ । ହେଲେ ବନ୍ଧୁଗଣ ଯଦି ଆପଣ ନିଜର ଏହି ସ୍ଵପ୍ନ ସମ୍ବନ୍ଧିତ ତଥ୍ୟ ଅନ୍ୟ କାହାକୁ ଦେବେ ତାହାଲେ ଆପଣଙ୍କୁ ଏହି ସ୍ଵପ୍ନର ଫଳ ମିଳିବ ନାହିଁ ।

୩. ଯଦି ଆପଣ ମାନଙ୍କୁ ସର୍ପ ଦ୍ରୁଶ୍ଯ ସମ୍ବନ୍ଧିତ କୌଣସି ସ୍ଵପ୍ନ ଆସୁଛି ତାହାଲେ ଭୟ କରିବେ ନାହିଁ । ଅଧିକାଂଶ ଲୋକଙ୍କୁ ଏହି ସମ୍ବନ୍ଧିତ ସ୍ଵପ୍ନ ଆସିଥାଏ । ଏହି ସ୍ଵପ୍ନର ସଙ୍କେତ ହେଉଛି ଆପଣଙ୍କ ବ୍ୟାପାର ଓ ଚାକିରି କ୍ଷେତ୍ରରେ ସଫଳତା । ତେଣୁ ବନ୍ଧୁଗଣ ଏହି ସ୍ଵପ୍ନ ଦେଖିଲେ ଭୟ କରିବେ ନାହିଁ । କିନ୍ତୁ ଏହି ସ୍ଵପ୍ନ ବିଷୟରେ ଅନ୍ୟ କାହାକୁ କହିବେ ନାହିଁ । ନହଲେ ଆପଣଙ୍କୁ ଏହାର ପରିଣାମ ମିଳିବ ନାହିଁ ।

୪. ଯଦି ବନ୍ଧୁଗଣ ଆପଣ ମାନେ ନିଜ ସ୍ଵପ୍ନରେ କୌଣସି ଭଗବାନଙ୍କୁ ଦେଖୁଛନ୍ତି ତାହାଲେ ବୁଝିଯାନ୍ତୁ ଆପଣଙ୍କ ଜୀବନରେ ଖୁସିର ଆଗମନ ହେବାକୁ ଯାଉଛି । ଆଗାମୀ ସମୟରେ ଆପଣଙ୍କୁ ଏହାର ବହୁତ ଭଲ ଫଳ ମିଳିବ । ହେଲେ ଏହି ସମସ୍ତ ସ୍ଵପ୍ନ ବିଷୟରେ ଭୁଲ ସେ ମଧ୍ୟ ଅନ୍ୟ କାହାକୁ କହିବେ ନାହିଁ, ନଚେତ ଆପଣଙ୍କୁ ଏହି ସ୍ଵପ୍ନର କୌଣସି ଫଳ ମିଳିବ ନାହିଁ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button