ଦେଶ ବିଦେଶ

ଭାରତ ର ୧୦ ଜଣ ସବୁଠୁ ସୁନ୍ଦର ମହିଳା IAS ଓ IPS ଅଫିସର, ଯାହାଙ୍କ ସୁନ୍ଦରତା ଆଗରେ Bollywood ହିରୋଇନ ମାନେ ବି ଫେଲ ମାରିବେ

ନମସ୍କାର ବନ୍ଧୁଗଣ ଆଇ ଏ ଏସ ଏବଂ ଆଇ ପି ଏସ ହବାର ସ୍ୱପ୍ନ ପ୍ରାୟତଃ ସମସ୍ତେ ଦେଖିଥାନ୍ତି। ନିଜ ଦେଶ ପାଇଁ କାମ କରିବା କି ସମସ୍ତେ ଭଲ ଏବଂ ପସନ୍ଦ ମଧ୍ୟ କରିଥାନ୍ତି। ଏବଂ ନିଜର ଏହି ସ୍ୱପ୍ନକୁ ପୂର୍ଣ୍ଣ କରିବା ପାଇଁ ସେମାନେ ବହୁତ କଠିନ ପରିଶ୍ରମ ମଧ୍ୟ କରିଥାଆନ୍ତି। ଏବଂ ନିଜ ପାରୁ ପର୍ଯ୍ୟନ୍ତ ଚେଷ୍ଟା ମଧ୍ୟ କରିଥାନ୍ତି। କିନ୍ତୁ ଏହା ମଧ୍ୟ ସତ କି ଏହି ପରୀକ୍ଷା ବହୁତ କଠିନ ଥାଏ ଏବଂ ସେହି ପରୀକ୍ଷା ରେ ଉତ୍ତୀର୍ଣ୍ଣ ହେବା ସବୁଠୁ କଷ୍ଟ ମଧ୍ୟ।  ଏଥିରେ କେତେଜଣ ପାସ ହୋଇ ଥାଆନ୍ତି ଏବଂ କେତେଜଣ ଫେଲ ମଧ୍ୟ ହୋଇ ଥାଆନ୍ତି।ଏବଂ କେତେ ଜଣଙ୍କୁ ନିଜର ସ୍ୱପ୍ନ କୁ ପୂରଣ କରି ନିଜ ଲକ୍ଷ ପଥରେ ଆଗେଇ ଯାଇ ନିଜ ଦେଶ ପାଇଁ କାମ କରି ଥାଆନ୍ତି।

କେତେ ଜଣ ନିରାଶ ମଧ୍ୟ ହୋଇ ଥାଆନ୍ତି। ତେବେ ଆଜି ଆମେ ଆପଣଙ୍କ ସହ କିଛି ମହିଳା ଅଫିସର ଯିଏ ଦେଖିବାକୁ ସୁନ୍ଦରୀ ଏବଂ ନିଜ ଦେଶ ପାଇଁ ଆଇ ଏ ଏସ ଏବଂ ଆଇ ପି ଏସ ଅଫିସର ହୋଇ କାର୍ଯ୍ୟ କରୁଛନ୍ତି ତେବେ ଚାଲନ୍ତୁ ଜାଣିନେବା ସେହି ମାନଙ୍କ ବିଷୟରେ।

୧- ପ୍ରଥମ ରେ ଅଛନ୍ତି ଟିନା ଡାବୀ। ଟିନା ଭୋପାଳ ରେ ଜନ୍ମ ହୋଇଥିଲେ କିନ୍ତୁ ପରେ ସେମାନେ ଦିଲ୍ଲୀ ରେ ରହିବାକୁ ଲାଗିଲେ। ଏବଂ ନିଜ ପାଠ ପଢା ମଧ୍ୟ ଏହି ଠାରେ ସମ୍ପୂର୍ଣ୍ଣ କରିଥାନ୍ତି। ଏବଂ ସେ ନିଜର କାମ ପ୍ରତି ଖୁବ ନିଷ୍ଠାବାନ। ଏବଂ କେଉଁଠାରେ ବି ଦୁର୍ନୀତି ଦେଖିଲେ ସେ ସହ୍ୟ କରି ପାରନ୍ତି ନାହିଁ।

୨- ଦ୍ଵିତୀୟ ରେ ଅଛନ୍ତି ରିଜୁ ବାଫନା। ତାଙ୍କ ଜନ୍ମ ଛତିଶଗଡ଼ ରେ ହୋଇଥିଲା। ସେ ଅର୍ଥ ଶାସ୍ତ୍ର ରେ ନିଜର ସ୍ନାତକୋତ୍ତର ଡିଗ୍ରୀ ହାସଲ କରିଥିଲେ। ୨୦୧୩ ରେ ସେ ୟୁ ପି ଏସ ପରୀକ୍ଷା ରେ ଉତ୍ତୀର୍ଣ୍ଣ ହୋଇଥିଲେ। ତାଙ୍କ ସ୍ୱାମୀ ମଧ୍ୟ ଜଣେ ଆଇ ଏ ଏସ ଅଫିସର। ରିଜୁ ନିଜର କାର୍ଯ୍ୟ ରେ କେବେବି ଭୁଲ ବରଦାସ୍ତ କରନ୍ତି ନାହିଁ।

୩- ତୃତୀୟ ରେ ଅଛନ୍ତି ,ଦୀପିକା ସିଂହ। ସେ ହେଉଛନ୍ତି ଜଣେ ଆସିଷ୍ଟାଣ୍ଟ କମିଶନ ର ପୁଲିସ। ତାଙ୍କ ବିଷୟରେ ଏହା ଚର୍ଚ୍ଚା ହୁଏ କି ସେ କେଉଁଠି ବି କ୍ରାଇମ ଦେଖି ପାରନ୍ତି ନାହିଁ। ଏବଂ ସେ ବ୍ୟକ୍ତି କୁ ଦେଖି ଜାଣି ଯାଆନ୍ତି କି ସେ ସତ କହୁଛି କି ମିଛ।

୪- ଚତୁର୍ଥ ରେ ଅଛନ୍ତି ମଞ୍ଜିଲ ଶୈନୀ। ସେ ଅର୍ଥନୀତି ରେ ସ୍ୱର୍ଣ୍ଣ ପଦକ ହାସଲ କରିଥିଲେ। ସେ କାହାକୁ ଡ଼ରନ୍ତି ନାହିଁ। ସେ ନେତା ହେଉ କିମ୍ବା ଆଉ କେହି। ସେ ନିଜର କାମ ଏବଂ କର୍ତ୍ତବ୍ୟ ପୁରା ନିଷ୍ଠା ରେ କରନ୍ତି।

୫- ପଞ୍ଚମ ରେ ଅଛନ୍ତି ମେରିନ ଜୋଶେପ। ୨୦୧୨ ରେ ୟୁ ପି ଏସ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ଥିଲେ। ଏବଂ ଏହା ପରେ ସେ ପୋଲିସ ରେ ଯୋଗ ଦାନ କଲେ। ସେ ନିଜର ବ୍ୟାଚ ର ସବୁଠାରୁ ଯୁବ ଅଫିସର। ଏବଂ ସେ ଦେଖିବାକୁ ମଧ୍ୟ ଖୁବ ସୁନ୍ଦର।

୬- ଷଷ୍ଠ ରେ ଅଛନ୍ତି ସ୍ମିତା ସବର୍ବାଲ। ସେ ଜଣେ ଆଇ ଏ ଏସ ଅଧିକାରୀ। ତାଙ୍କ ଜନ୍ମ ପଶ୍ଚିମ ବଙ୍ଗାଳ ରେ ହୋଇଥିଲା। ସେ ୨୦୦୧ ରେ ଆଇ ଏ ଏସ ଅଧିକାରୀ ରେ ଚୟନ ହୋଇଥିଲେ। ସେ ନିଜର କର୍ତ୍ତବ୍ୟ କୁ ସଚୋଟଟ ଏବଂ ନିଷ୍ଠାର ସହିତ କରିଥାନ୍ତି।

୭- ସପ୍ତମ ରେ ଅଛନ୍ତି ବିମଲ ମେହେରା। ସେ ଜଣେ ପ୍ରସିଦ୍ଧ ଆଇ ଏ ଏସ ଅଫିସର। ସେ ଯେବେବି କୌଣସି କାର୍ଯ୍ୟ କୁ ନିଜ ଅତୀୟାର ରେ ନିଅନ୍ତି ତେବେ ସେ ସେହି କାମ କୁ ପୁରା କରିକି ହିଁ ରୁହନ୍ତି।

୮- ଅଷ୍ଟମ ରେ ଅଛନ୍ତି ମୀରା ଵୋରବଙ୍କର। ମୀରା ୧୯୮୧ ବ୍ୟାଚ ର ଆଇ ପି ଏସ ଅଫିସର। ସେ ପଞ୍ଜାବି ପରିବାର ର। ସେ ଜଳନ୍ଧର ରେ ନିଜ ସ୍ନାତକ ଡିଗ୍ରୀ ହାସଲ କରିଥିଲେ। ସେ ଜଣେ କର୍ମୀ ଏବଂ ନିଷ୍ଠାବାନ ଅଫିସର। ସେ ନିଜର କାର୍ଯ୍ୟ ରେ କେବେବି ଅବହେଳା କରନ୍ତି ନାହିଁ।

୯- ନବମ ରେ ଅଛନ୍ତି ବି ଚନ୍ଦ୍ରକଳା। ସେ ଆନ୍ଧ୍ରପ୍ରଦେଶ ରେ ଜନ୍ମ ଗ୍ରହଣ କରିଥିଲେ। ସେ ୨୦୦୮ ବ୍ୟାଚ ର ଆଇ ଏ ଏସ ଅଫିସର। ସେ ମଧ୍ୟ ଜଣେ ନିଷ୍ଠାବାନ ଏବଂ ଦେଶ ପ୍ରେମୀ ଅଫିସର । ସେ ଦୁର୍ନୀତି କୁ ସହ୍ୟ କରି ପାରନ୍ତି ନାହିଁ ଏବଂ ଦେଖିବାକୁ ମଧ୍ୟ ଜଣେ ବଲିଉଡ ର ଅଭିନେତ୍ରୀ ପରି।

୧୦- ଦଶମ ରେ ଅଛନ୍ତି ସ୍ତୁତି ଚରଣ। ସେ ପ୍ରଥମେ ବ୍ୟାଙ୍କ ରେ କାମ କରୁଥିଲେ ଏବଂ ନିଜ ଚେଷ୍ଟା ବଳରେ ସେ ପରେ ଜଣେ ଆଇ ଏ ଏସ ଅଫିସର ହେଲେ। ସେ ଜଣେ ପ୍ରସିଦ୍ଧ ମହିଳା ଅଫିସର ଏଵଂ ନିଜ କର୍ମ ରେ ସେ କେବେବି ଅବହେଳା କରନ୍ତି ନାହିଁ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button