ଧର୍ମ

ଗୀତା ମାହାତ୍ମ୍ୟ: ଉଦ୍ଧରେଦାତ୍ମନାତ୍ମାନଂ ନାତ୍ମାନମବସାଦୟେତ୍। ଆତ୍ମେବ ହ୍ୟାତ୍ମନୋ ବନ୍ଧୁରାମୈବ ରିପୁରାତ୍ମନଃ

ଗୀତା ଉପଦେଶ: ବିଷାଦଗ୍ରସ୍ତ ଅର୍ଜୁନଙ୍କୁ ରଣାଙ୍ଗନରେ ଭଗବାନ ଶ୍ରୀକୃଷ୍ଣ ଧ୍ୟାନ ଯୋଗ ସମ୍ବନ୍ଧରେ କହୁଛନ୍ତି : –

ଉଦ୍ଧରେଦାତ୍ମନାତ୍ମାନଂ ନାତ୍ମାନମବସାଦୟେତ୍।
ଆତ୍ମେବ ହ୍ୟାତ୍ମନୋ ବନ୍ଧୁରାମୈବ ରିପୁରାତ୍ମନଃ ।

ଅର୍ଥାତ:- ମନର ଶକ୍ତି ଦ୍ୱାରା ନିଜର ଉତ୍‌ଥାନ କର,ନିଜର ପତନ କରାଅ ନାହିଁ; କାରଣ ମନ ଆତ୍ମାର ବନ୍ଧୁ ହେଇପାରେ କିମ୍ବା ଶତ୍ରୁ ମଧ୍ୟ ହେଇପାରେ ।

( ଗୀତା ଧ୍ୟାନ ଯୋଗ)

Related Articles

Leave a Reply

Your email address will not be published. Required fields are marked *

Back to top button