ନୀତି

ଶ୍ରୀରାମ ଚରିତ ମାନସ: ବାଲ କାଣ୍ଡ

॥ ବାଲ କାଣ୍ଡ ॥

ଦ୍ବାଦସ ଅକ୍ଷର ମନ୍ତ୍ର ପୁନି ଜପହିଂ ସହିତ ଅନୁରାଗ । ବାସୁଦେବ ପଦ ପଂକରୁହ ଦଂପତି ଭନ ଅତି ଲାଗ ॥

ଭାବାର୍ଥ :- ଦୈନିକ ପତି ପତ୍ନୀ ଉଭୟେ ପ୍ରଭୁ ଶ୍ରୀହରିଙ୍କ ଦ୍ବାଦଶ ଅକ୍ଷର ମନ୍ତ୍ର-ॐ ନମୋ ଭଗବତେ ବାସୁଦେବାୟ – କୁ ବହୁତ ଶ୍ରଦ୍ଧା ଓ ଭକ୍ତିର ସହିତ ଜପ କରୁଥିଲେ । ଭଗବାନ ଶ୍ରୀବାସୁଦେବଙ୍କ ଚରଣକମଳରେ ଭକ୍ତିରେ ରାଜା ମନୁ ଓ ରାଣୀଙ୍କ ମନ ସମ୍ପୂର୍ଣ୍ଣ ଲାଗିଯାଇଥିଲା ।

Related Articles

Leave a Reply

Your email address will not be published. Required fields are marked *

Back to top button