ଦେଶ ବିଦେଶ

PM Narendra Modiଙ୍କ ସିକ୍ଯୁରିଟି ଦେଖି ଆମେରିକା ବି ଛାନିଆ, ଦେଖନ୍ତୁ PM Modiଙ୍କ Security Guardକୁ ନେଇ କିଛି ରହସ୍ୟପୂର୍ଣ୍ଣ Fact

ବନ୍ଧୁଗଣ ଆପଣ ମାନେ ଯେବେ ବି ନରେନ୍ଦ୍ର ମୋଦୀଙ୍କ ରାଲି ଦେଖନ୍ତି ସେତେବେଳେ ତାଙ୍କ ପାଖରେ କଳା ଚସମା ପିନ୍ଧି ଯାଉଥିବା ଗାର୍ଡଙ୍କୁ ନିଶ୍ଚୟ ଦେଖିଥିବେ । କିନ୍ତୁ ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଏମାନେ ଚଲାବୁଲା କରୁଥିବା ଘାତକ ହତିଆର ଅଟନ୍ତି । ଆଉ ଏମାନେ ଖାଲିରେ କଳା ଚଷମା ସବୁବେଳେ ପିନ୍ଧନ୍ତି ନାହି । ଏମାନେ ହେଉଛନ୍ତି ମୋଦୀଙ୍କର ସ୍ପେଶାଲ ପ୍ରୋଟେକଶନ କମାଣ୍ଡର ।

ଆଉ ଏହି SPJ କମାଣ୍ଡରଙ୍କ ଦାୟିତ୍ଵ କେବଳ ଦେଶର ପ୍ରଧାନମନ୍ତ୍ରୀଙ୍କୁ ସୁରକ୍ଷା ଦେବାର ଥାଏ । ଏହି କମାଣ୍ଡର ଦେଖିବାକୁ ଯେତିକି ସାଧାରଣ ତା ଠାରୁ ଅଧିକ ଶକ୍ତିଶାଳୀ ଓ ଘା-ତ-କ ଅଟନ୍ତି । ଏମାନେ ବାହାରୁ ସାଧାରଣ ସୁଟ ପିନ୍ଧିଥାନ୍ତି କିନ୍ତୁ ଭିତରେ ପୁରା ବୁଲେଟ ପ୍ରୁଫ ହୋଇଥାନ୍ତି । ଏମାନଙ୍କ ପାଖରେ ବିଭିନ୍ନ ପ୍ରକାରର ଲେଟେଷ୍ଟ ହ-ତି-ଆ-ର ଥାଏ ।

ଏହି ବ-ନ୍ଧୁ-କ ଗୁଡ଼ିକର ଖାସ କଥା ହେଉଛି ଏହି ବ-ନ୍ଧୁ-କ-ରେ 1 ମିନିଟରେ 500ରୁ ଅଧିକ ଗୁ-ଳି ଫା-ୟା-ର ହୋଇପାରେ । ଏମାନଙ୍କ ହାତରେ କଳା ରଙ୍ଗର ସୁଟକେସ ବି ଥାଏ ଯାହାକୁ ବୁଲେଟ ପ୍ରୁଫ ସୁଟକେସ ଅଟେ । ଯଦି କେବେ କେଉଁଠି ଅଚାନକ ଗୁ-ଳି ଚାଲେ ତାହେଲେ ଏହାକୁ ତୁରନ୍ତ ଖୋଲି ଦିଆଯାଏ । ଆଉ ଏହା ପାଖରେ ମୋଦୀଙ୍କୁ ସୁରକ୍ଷା ଦିଆଯାଏ ।

ମୋଦୀ ଯେଉଁ ଗାଡିରେ ଯିବା ଆସିବା କରନ୍ତି ସେହି ଗାଡି ବି ସାଧାରଣ ନୁହେଁ । ଏହି ଗାଡିକୁ ଏମିରତି ତିଆରି କରାଯାଇଛି ଯେ ଯଦି ଶତ୍ରୁ ଚାରିଆଡୁ ଗୁ-ଳି ଚଲାନ୍ତି ବା ଗାଡି ତଳେ ବୋ-ମା ରଖିକି ଉଡାଇ ଦେବେ ତେବେ ଏହି ଗାଡିର କିଛି ହେବ ନାହି । ଏହା ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗିବ ଯେ ମୋଦୀ ବସୁଥିବା ଗାଡିର ମୂଲ୍ୟ ସାଢେ 12 କୋଟି ଟଙ୍କା ।

କହି ରଖୁଚୁ ଏହା ପୂର୍ବରୁ ଅନ୍ୟ କିଛି ମହଙ୍ଗା ଗାଡି ବି ମୋଦୀଙ୍କ ପାଇଁ ଥିଲା ଯାହା ତାଙ୍କ ଆଖପାଖରେ ଘୁରି ବୁଲେ । ସେହି ଗାଡି ଗୁଡିକର ଦାମ ବି କୋଟି କୋଟି ଟଙ୍କା । ଆପଣଙ୍କ ମନରେ ନିଶ୍ଚୟ ପ୍ରଶ୍ନ ଆସୁଥିବ ଯେ ପିଏମ ମୋଦୀ କେମିତିକା ଖାଦ୍ୟ ଖାଇଥାନ୍ତି । ସେ ମଧ୍ୟ ସମସ୍ତଙ୍କ ଭଳି ସାଧାରଣ ଖାଦ୍ୟ ଖାଇଥାନ୍ତି । ଯାହାର ପ୍ରତିଦିନ ମୂଲ୍ୟ 400ରୁ 500 ଟଙ୍କା ।

କିନ୍ତୁ ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ସେହି ଖାଦ୍ୟକୁ ରୋଷେଇ ଘରୁ ମୋଦୀଙ୍କ ଟେବଲ ଯାଏଁ ଆଣିବା ପାଇଁ ପ୍ରତିଦିନ 40ରୁ 50 ହଜାର ଟଙ୍କା ଖର୍ଚ୍ଚ ହୁଏ । ମୋଦୀଙ୍କ ପାଇଁ ଆସୁଥିବା ପରିବା ଠାରୁ ଆରମ୍ଭ କରି ଖାଦ୍ୟ ଯାଏଁ ଗୋଟି ଗୋଟି କରି ଚେକ କରାଯାଏ । ମୋଦୀଙ୍କ ପାଖରେ କାମ କରୁଥିବା ପ୍ରତିଟି ବ୍ୟକ୍ତିଙ୍କୁ ପ୍ରତି ମୂହୁର୍ତ୍ତରେ ଚେକ କରାଯାଏ ଆଉ ଯାହାର ଖର୍ଚ୍ଚ ଅଧିକ ହୋଇଥାଏ ।

ଯେବେ ମୋଦୀ ଅନ୍ୟ କେଉଁ ରାଜ୍ୟ ବା ଦେଶକୁ ଯାଆନ୍ତି ସେତେବେଳେ ତାଙ୍କ ପଛରେ 3ରୁ 4 କୋଟି ଟଙ୍କା ଖର୍ଚ୍ଚ ହୁଏ । କାରଣ ତାଙ୍କ ସହ ସୁରକ୍ଷା କବଚ ଟିମକୁ ବି ଯିବାକୁ ପଡିଥାଏ । ତା ହେଲେ ବନ୍ଧୁଗଣ ଆପଣଙ୍କର ପିଏମ ମୋଦୀଙ୍କ ସିକ୍ଯୁରିଟି ବ୍ୟବସ୍ଥା କୁ ନେଇ ମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button