ବିଚାର

ଆଜି ବିଜୁ ମହିଳା ଜନତା ଦଳର ରାଜ୍ୟ କାର୍ୟ୍ୟକାରିଣୀ ବୈଠକ

ରାଜ୍ୟର ୩ ପ୍ରମୁଖ ଦଳ ନିର୍ବାଚନୀ ସଜବାଜ ଆରମ୍ଭ କରିଦେଇଛନ୍ତି । ଆଜି ବିଜୁ ମହିଳା ଜନତା ଦଳର ରାଜ୍ୟ କାର୍ୟ୍ୟକାରିଣୀ ବୈଠକ ବସିବ । ଏଥିରେ ସବୁ ବ୍ଳକର କର୍ମକର୍ତ୍ତା ଯୋଗଦେବା କାର୍ୟ୍ୟକ୍ରମ ରହିଛି । ରାଜ୍ୟ ସରକାର ମହିଳାଙ୍କ ପାଇଁ ଲାଗୁ କରିଥିବା ବିଭିନ୍ନ ଜନମଙ୍ଗଳକରୀ ଯୋଜନାକୁ ଗାଁ ଗାଁ ପହଞ୍ଚାଇବା ଉପରେ ଗୁରୁତ୍ୱ ଦିଆଯିବ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button