ଜୀବନଶୈଳୀ

୫୦ବର୍ଷ ବୟସରେ ପୁରୁଷମାନେ ବି ଦେଖାଯିବେ ଯୁବକ- ଯଦି କରନ୍ତି ଏହି ୪ଟି କାମ: ଜାଣନ୍ତୁ କ’ଣ

ନମସ୍କାର ବନ୍ଧୁଗଣ, ଆଜି ଆମେ ଆପଣଙ୍କ ପାଇଁ ନେଇ ଆସିଛୁ ଏକ ସ୍ୱାସ୍ଥ୍ୟ ଟିପ୍ସ ଯାହା କରିବା ଦ୍ଵାରା ଆପଣ ୫୦ ବର୍ଷ ବୟସରେ ମଧ୍ୟ ଯୁବକ ଭଳି ଦେଖା ଯିବା ସହ ଖୁବ ଶକ୍ତି ଶାଳି ମଧ୍ୟ ଅନୁଭବ କରିବେ । ଏହି ସ୍ୱାସ୍ଥ୍ୟ ଟିପ୍ସ ଅବଲମ୍ବନ କରି ଆପଣ ବହତ ଦିନ ଯାଏ ଯୁବକ ଭଳି ରହି ପାରିବେ । ଆଜିକାଲି ଯୁବକ ମାନେ ମଧ୍ୟ ଖାଇବା ଶୋଇବା ଠିକ ନ ରଖି  ଅସୁସ୍ଥ ହୋଇ ପଡ଼ୁଛନ୍ତି । ଆଜିକାଲି ର ବ୍ୟସ୍ତ ବହୁଳ ଜୀବନରେ କେହି ବି ନିଜ ସ୍ୱାସ୍ଥ୍ୟ ପ୍ରତି ଯତ୍ନବାନ ହେଉ ନାହାନ୍ତି । ସେଥିପାଇଁ ଆଜି ଆମେ ଆପଣଙ୍କୁ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ କିଛି ଟିପ୍ସ ଦେବାକୁ ଯାଉଛୁ ଯାହା ଦ୍ଵାରା ଆପଣ ସବୁବେଳେ ଏଭରଗ୍ରୀନ ରହିବେ ।

ଚିନ୍ତାମୁକ୍ତ ରହିବା :

ସାଧାରଣତଃ ସମସ୍ତଙ୍କ ଜୀବନରେ କିଛି ନା କିଛି କାରଣରୁ ଚିନ୍ତା ଲାଗି ରହେ । ଆଉ ଯେମିତିକି ଆପଣ ଜାଣିଛନ୍ତି ଚିନ୍ତା କାରଣନରୁ ଅନେକ ସ୍ୱାସ୍ଥ୍ୟ ସମସ୍ଯା ଦେଖା ଦିଏ । ସେଥିପାଇଁ ଯଦି ଆପଣ ଚିନ୍ତା ମୁକ୍ତ ରହିବେ ତେବେ ରୋଗ ମଧ୍ୟ ଆପଣଙ୍କଠୁ ଦୂରେଇ ରହିବ ଓ ଆପଣ ଫିଟ ରହିବେ । ଏଥିପାଇଁ ଆପଣ ପ୍ରାଣାୟମ କରନ୍ତୁ, ସନ୍ଧ୍ୟା ସମୟରେ ଚାଲିବାକୁ ଯାଅନ୍ତୁ, ସାଙ୍ଗ ସାଥିଙ୍କ ସହ ସମୟ ବିତାନ୍ତୁ ।

ଯୋଗ ବା ବ୍ୟାୟାମ :

ପ୍ରତ୍ୟକ ଦିନ ସକାଳୁ ଯୋଗ କରିବା ସ୍ୱାସ୍ଥ୍ୟ ପାଇଁ ବହୁତ ଲାଭ ଦାୟକ ଅଟେ । ଯୋଗ ବା ବ୍ୟାୟାମ ଦ୍ଵାରା ଆମର ଶରୀର ରୋଗ ମୁକ୍ତ ହୁଏ ଓ ମସଲ୍ସ ଷ୍ଟ୍ରଙ୍ଗ ହୁଏ । ସେଥିପାଇଁ ପ୍ରତ୍ୟକ ଦିନ ନିଶ୍ଚୟ ବ୍ୟାୟାମ କରନ୍ତୁ ।

ଶୋଇବା ଠିକ ରଖନ୍ତୁ

ରାତିରେ ଅଧିକା ସମୟ ପର୍ଯ୍ୟନ୍ତ ଚାହିଁ ରହିବା ଆଜିକାଲି ପିଲାଙ୍କର ଗୋଟେ ବଡ ବଦ୍ ଅଭ୍ୟସ ହୋଇଗଲାଣି । କିନ୍ତୁ ଆପଣଙ୍କୁ ୬ ରୁ ୭ ଘଣ୍ଟା ଶୋଇବା ନିତ୍ୟାନ୍ତ ଆବଶ୍ୟକ ।

ସନ୍ତୁଳିତ ଆହାର:

ବୃଦ୍ଧାବସ୍ଥାଠୁ ମୁକ୍ତି ପାଇବା ପାଇଁ ଆହାରର ମହତ୍ତ୍ବପୂର୍ଣ୍ଣ ଭୂମିକା ରହିଛି। ଆବଶ୍ୟକତାଠୁ ଅଧିକ ଖାଦ୍ୟ ଖାଇବା ସ୍ବାସ୍ଥ୍ୟ ପାଇଁ ହାନିକାରକ ହୋଇଥାଏ। ରାତ୍ରିର ଖାଦ୍ୟ ୭ଟା ବେଳେ ଖାଇନେବା ଉଚିତ୍।

ସାଙ୍ଗମାନେ ଆଶାକରୁଛୁ ଆମର ଏହି ସ୍ୱାସ୍ଥ୍ୟ ଟିପ୍ସ ଆପଣଙ୍କୁ ନିଶ୍ଚୟ ସାହାଯ୍ୟ କରିବ ।

Related Articles

Leave a Reply

Your email address will not be published. Required fields are marked *

Back to top button