ଦେଶ ବିଦେଶ

ସୁନାଠାରୁ ମଧ୍ୟ ଅଧିକ ମୂଲ୍ୟ ଏହି ଗଛର ପତ୍ର ଏବଂ ଫୁଲ , ଆପଣ ମଧ୍ୟ ଜାଣନ୍ତୁ।

ବନ୍ଧୁଗଣ ଆପଣଙ୍କ ଘରର ଆଖପାଖରେ ବହୁତଗୁଡିଏ ଗଛ ନିଶ୍ଚିନ୍ତ ଏପରି ଥିବ ,ଯାହାର ବିଶେଷତ୍ୱ ଆମେ ଜାଣି ନଥାଉ ଏବଂ ଏହାକୁ କୌଣସି କାର୍ଯ୍ୟରେ ବ୍ୟବହାର କରିନଥାଉ ।ଏବଂ ଦରକାର ବେଳେ ଆମେ ଏହାକୁ ବ୍ୟବହାର କରିନଥାଉ ।ସେଥିପାଇଁ ଆଜି ଆମେ ଆପଣଂକୁ ଏପରି ଏକ ଗଛ ବିଷୟରେ କହିବୁ ଯାହାର ଫୁଲ, ପତ୍ର,ଏବଂ ଚେରରେ ମଧ୍ୟ ଔଷଧୀୟ ଗୁଣ ଭରିରହିଛି।ଯାହାଦ୍ୱାରା ଆମ ଶରୀରକୁ କେତେକ ଉପକାର ମିଳିଥାଏ।ଆମେ ଯେଉଁ ଗଛ ବିଷୟରେ ଆଲୋଚନା କରୁଛୁ ସେ ହେଉଛି ପଳାସ ଗଛ ।କେତେକ ଲୋକ ଏହାକୁ ଅନେକ ନାମରେ ଜାଣନ୍ତି ।ଆଜି ଆମେ ଏହାର ଉପକାରିତା ବିଷୟରେ ଜଣାଇବୁ ଚାଲନ୍ତୁ ଜାଣିବା ।

1- ପଳାସ ପତ୍ରରେ ଭୋଜନ କରିବା ଚାନ୍ଦିର ବାସନରେ ଭୋଜନ କରିବା ଯେତେ ଫାଇଦା ମିଳିଥାଏ।କାରଣ ପଳାସ ପତ୍ର ରେ ଗରମ ଖାଦ୍ୟ ପରସିବା ଦ୍ଵାରା ପତ୍ରରେ ଥିବା ପୋଷକ ଖାଦ୍ୟ ସହ ମିଶିଥାଏ।ଯାହା ଆମ ଶରୀର ପାଇଁ ବହୁତ ଉପକାରୀ ହୋଇଥାଏ। ଏହାର ଗୋନ୍ଦ ଏବଂ ମିଶ୍ରିକୁ କ୍ଷୀର ରେ ମିଶାଇ ପିଇଲେ ହାଡ଼ ରେ ହେଉଥିବା କଷ୍ଟ ଦୂର ହୋଇଥାଏ ।

– ପଳାସ ଫୁଲକୁ ପାଣିରେ ଗରମ କରି ଏକ ବାଲ୍ଟି ପାଣିରେ ମିଶାଇ ଗାଧୋଇବା ଦ୍ୱାରା ତ୍ୱଚା ସମ୍ବନ୍ଧୀୟ କେତେକ ସମସ୍ୟା ଦୂର ହୋଇଥାଏ।

 

ଆପଣଙ୍କ ସହରରେ ଏହାକୁ କେଉଁ ନାମରେ ଜଣାଯାଏ କମେଣ୍ଟ କରି ନିଶ୍ଚିନ୍ତ ଜଣାନ୍ତୁ । ଆଶା କରୁଛୁ ଆପଣମାନଙ୍କୁ ଏହି ଜାନକାରି ନିଶ୍ଚିନ୍ତ ଭଲଲାଗିଥିବ । ଏପରି ଜାନକାରୀ ସବୁଦିନ ଜାଣିବାପାଇଁ ଆମ ପୋଷ୍ଟ କୁ ଲାଇକ ଆଉ ସେୟାର କରନ୍ତୁ।

Related Articles

Leave a Reply

Your email address will not be published. Required fields are marked *

Back to top button