ଜୀବନଶୈଳୀ

ସ୍ମରଣ ଶକ୍ତି ଏତେ ବଢ଼ିଯିବ ଯେ କମ୍ପୁଟର ବି ଫେଲ ହୋଇଯିବ ଆପଣଙ୍କ ଆଗରେ, ଖାଆନ୍ତୁ ଏହି ଜିନିଷ

ଯଦି ଆପଣ ଦିନ ସାରା କଥାକୁ ମନେ ପକାଉକନ୍ତି ତେବେ ବ୍ରେନ ଠିକ ଅଛି ନ ହେଲେ ଜାଣି ନିଅନ୍ତୁ ମେଣ୍ଟାଲ ବିକନେସ ସମସ୍ଯା ହୋଇପାରେ । ଆଜି ଆମେ ଆପଣଙ୍କୁ କହିବା ଏହି ସମସ୍ୟାରୁ ମୁକ୍ତି ପାଇବାକୁ ହେଲେ କଣ କରିବେ । ଏହି ରେମେଡି ତିଆରି କରିବା ପାଇଁ ଆପଣଙ୍କୁ ଆବଶ୍ୟକ 250 ଗ୍ରାମ ସିଝା କ୍ଷୀର । ଆପଣ କ୍ଷୀର କୁ ଭଲରେ ଫୁଟାଇ ଥଣ୍ଡା କରନ୍ତୁ । ଏଥିରେ ଗରମ କ୍ଷୀର ର ପ୍ରୟୋଗ କରନ୍ତୁ ନାହି ।

ଦ୍ଵିତୀୟ ସାମଗ୍ରୀ ର ଅବଶ୍ୟକାତ ହେଉଛି ଅଣ୍ଡାର କେସର । ଅଣ୍ଡାର ଧଳା ଅଂସ କୁ ବାହାର କରିବାକୁ ପଡିବ । ଏହି ରେମେଡିରେ ହଳଦିଆ କେସର ର ଆବଶ୍ୟକତା ପଡିବ । ଆପଣଙ୍କୁ 2ଟି ଅଣ୍ଡାର କେସର ର ଆବଶ୍ୟକ ରହିଛି । ଏବେ ସେହି କେଶର କୁ ନେଇ କ୍ଷୀର ରେ ଭଲ ଭାବେ ମିଶ୍ରଣ କରନ୍ତୁ । ଯେମିତି ଅଣ୍ଡାର କେସର କ୍ଷୀର ରେ ଭଲ ଭାବେ ମିଶ୍ରଣ କରନ୍ତୁ । ଦେଖିବେ କ୍ଷୀର ର ରଙ୍ଗ ବଦଳିବାରେ ଳାଗିବ ।

କିନ୍ତୁ ଧ୍ୟାନ ରଖିବେ କଞ୍ଚା ବା ଗରମ କ୍ଷୀର ର ପ୍ରୟୋଗ କରିବେ ନାହି । ଏବେ ଆପଣଙ୍କୁ ଆଉ ଏକ ସାମଗ୍ରୀ ର ଆବଶ୍ୟକ ହେଉଛି ମହୁ । ଆପଣ ଏଥିରେ ଏକ ଚାମଚ ମହୁ ଆଡ କରନ୍ତୁ । ଯେଉଁ ମାନେ ଡାଇବେଟିସ ରୋଗୀ ସେମାନେ ମହୁ ର ପ୍ରୟୋଗ କରନ୍ତୁ ନାହି । ଏହି 3ଟି ସାମଗ୍ରୀକୁ ଭଲ ଭାବେ ମିକ୍ସ କରି ଦିଅନ୍ତୁ । ଏହି 3ଟି ସାମଗ୍ରୀ ସାହାଯ୍ୟରେ ଆପଣ ଏହି ରେମେଡି କୁ ବନାଇ ପାରିବେ ।

ଆପଣଙ୍କର ବରେନ ପାୱାର ସମସ୍ଯା ଦୂର କରିବା ପାଇଁ ଆଜିର ଏହି ରେମେଡି ବହୁତ ଚମତ୍କାରୀ ହୋଇଥାଏ । ନିହାତି ଥରେ ଟ୍ରାଏ କରି ଦେଖନ୍ତୁ । ପ୍ରତେକ ଦିନ ସକାଳୁ ବ୍ରେକଫାଷ୍ଟ ସହ ସେବନ କରିବାକୁ ପଡିବ ଏହି ରେମେଡି । 1 ମାସ ବା 15 ଦିନ ଏହି ରେମେଡିର ସେବନ କରି ନିଅନ୍ତୁ ଦେଖିବେ ଆପଣଙ୍କ ବ୍ରେନ ପାୱାରା ଏତେ ଅଧିକ ବଢିବ ଯେ ଆପଣଙ୍କୁ ସବୁ କଥା ମନେ ରହିବ ।

ଏହି ରେମେଡି ବନାଇବା ବହୁତ ସହଜ ଅଟେ । ଯଦି ଆପଣ ନିଜର ବ୍ରେନ ପାୱାର ବଢାଇବାକୁ ଚାହୁଁ ଛନ୍ତି ତେବେ ଏହି ରେମେଡି ନିଶ୍ଚୟ ଥରେ ଟ୍ରାଏ କରନ୍ତୁ । ଏହାର ସେବନ ଛୋଟ ରୁ ବଡ ସେବନ କରିପାରିବେ । ବଡ ମାନେ ଦିନକୁ ଥରେ ଏକ ଗ୍ଳାସ ଓ ଛୋଟମାନେ ଅଳ୍ପ କମାଇ ଦିଅନ୍ତୁ ।

Related Articles

Leave a Reply

Your email address will not be published. Required fields are marked *

Back to top button