ଦେଶ ବିଦେଶ

ବଢ଼ିଲା ଏଲପିଜି ଗ୍ୟାସ୍ ସିଲିଣ୍ଡର ଦର

ନୂଆଦିଲ୍ଲୀ: ମାର୍ଚ୍ଚ ମାସ ଆରମ୍ଭରୁ ଲୋକଙ୍କ ଉପରେ ହୋଇଛି ମହଙ୍ଗା ମାଡ଼ । ଏଲପିଜି ଗ୍ୟାସ୍ ସିଲିଣ୍ଡର ମହଙ୍ଗା ହୋଇଛି । ରାଷ୍ଟ୍ରାୟତ୍ତ ତୈଳ ବିପଣନ କମ୍ପାନୀ ଗୁଡ଼ିକ କମର୍ସିଆଲ ଏଲପିଜି ଗ୍ୟାସ ଦର ସିଲିଣ୍ଡର ପିଛା ୨୫ ଟଙ୍କା ବୃଦ୍ଧି କରିଛନ୍ତି । ଦିଲ୍ଲୀରେ ଏହା ୨୫ ଟଙ୍କା ବଢ଼ିଥିବା ବେଳେ ମୁମ୍ବାଇରେ ୨୬ ଟଙ୍କା ମହଙ୍ଗା ହୋଇଛି। ଏହି ଦର ଆଜି (ମାର୍ଚ୍ଚ ୧) ଠାରୁ ଲାଗୁ ହେବ । ତେବେ ଘରୋଇ ଏଲପିଜି ସିଲିଣ୍ଡର ଦର ଅପରିବର୍ତ୍ତିତ ରହିଛି।

Related Articles

Leave a Reply

Your email address will not be published. Required fields are marked *

Back to top button