ଓଡିଶା

ଓବିସିରେ ୨୦ ଜାତି ସାମିଲ କରିବାକୁ ସୁପାରିସ

ଭୁବନେଶ୍ୱର : ଓବିସିରେ ସାମିଲ ପାଇଁ ୨୦ଟି ଜାତିକୁ ଚିହ୍ନଟ କରାଯାଇଛି । ଏନେଇ ରାଜ୍ୟ ଓବିସି କମିଶନ ସଦସ୍ୟା ମିତାଲୀ ଚିନାରା ସୂଚନା ଦେଇଛନ୍ତି । ୨୦ଟି ଜାତିକୁ ଚିହ୍ନଟ କରି ସରକାରଙ୍କୁ ସୁପାରିସ କରାଯାଇଛି । ଆମେ କେବଳ ଚିହ୍ନଟ କରିଛୁ ସରକାର ନିଷ୍ପତ୍ତି ନେବେ । ଭୁଲ ବନାନ ଯୋଗୁ ବହୁ ଜାତି ପଛୁଆ ବର୍ଗ ତାଲିକାରୁ ବାଦ ପଡ଼ିଛନ୍ତି । ଆମର ଏବେ ଶୁଣାଣୀ ଓ ସର୍ଭେ ଚାଲିଥିବା ନେଇ ଶ୍ରୀମତି ଚିନାରା କହିଛନ୍ତି

Related Articles

Leave a Reply

Your email address will not be published. Required fields are marked *

Back to top button