ଦେଶ ବିଦେଶ

ଗଳାରେ ଦରଜ ବା ଶୁଖିଲା କାଶରୁ ତୁରନ୍ତ ମିଳିବ ଆରମ, ବାସ 1 ଥର କରନ୍ତୁ ଏହାର ସେବନ ପିଲାଠୁ ବୁଢା ପର୍ଯ୍ୟନ୍ତ ସମସ୍ତଙ୍କ ପାଇଁ

ବର୍ତମାନ ସମୟରେ ତଣ୍ଟିକୁ ସ୍ଵସ୍ଥ ରଖିବା ବହୁତ ଆବଶ୍ୟକ ଅଟେ କାହିଁକିନା କୁହା ଯାଉଛି ଯେ କରୋନା ସଂକ୍ରମଣ ଆଗ ତଣ୍ଟିରେ କଫ ମାଧ୍ୟମରେ ବସୁଛି ଆଉ ତା ପରେ ଛାତିକୁ ଯାଉଛି । ତେବେ ଆପଣଙ୍କୁ ନିଜ ବେକ ଧ୍ୟାନ ରଖିବା ଆବଶ୍ୟକ ଅଟେ । ତଣ୍ଟିରେ କେତେ ପ୍ରକାର ଅସୁବିଧା ହୋଇଥାଏ ଯାହା କାରଣରୁ ଖାଇବାରେ ବହୁତ ଅସୁବିଧା ଦେଖିବାକୁ ମିଳିଥାଏ ।

ତେବେ ଶୁଖିଲା କାସ ହେଲେ ତଣ୍ଟି ନାଲି ପଡିଥାଏ ଆଉ ତଣ୍ଟି ଛିଣ୍ଡି ଯାଇଥାଏ ଯାହା ଦ୍ଵାରା ସବୁ ଜିନିଷ ଖାଇବାକୁ କଷ୍ଟ ଦେଇଥାଏ, ହି ଭଳି ଭୟଙ୍କର ରୋଗ ଠାରୁ ବଞ୍ଚିବା ପାଇଁ ଆଜି ଆମେ ଆପଣଙ୍କ ପାଇଁ କିଛି ଉପାୟ ଆଣିଛୁ । ତେବେ ଆସନ୍ତୁ ଜାଣିବା କଣ କରିବା ଦ୍ଵାରା ଆମ ସ୍ୱାସ୍ଥ୍ୟ ଭଲ ରହିଥାଏ ଆଉ ଆମକୁ ଅଧିକ ଅସୁବିଧା ହୋଇନଥାଏ ।

ତେବେ ଆଜିକା ସମୟରେ ଲୋକ ପୁରୁଣା ସଭ୍ୟତା ଆଉ ମାନ୍ୟତାକୁ ଭୁଲି ଯାଇଛନ୍ତି ତେବେ ଆୟୁର୍ବେଦରେ ଆମ ସବୁ ପ୍ରକାର ରୋଗ ପାଇଁ ବହୁତ ପ୍ରକାର ଉପାୟ କୁହା ଯାଇଛି ଆଉ ଏହି ସବୁ ଜିନିଷ ସହଜରେ ଆମକୁ ପ୍ରାପ୍ତ ମଧ୍ୟ ହୋଇଥାଏ କିନ୍ତୁ ସାଙ୍ଗେ ସାଙ୍ଗେ ଭଲ ହବା ପାଇଁ ଆଜିକା ଲୋକ କେବଳ ଇଂରାଜୀ ଔଷଧ ପଛରେ ପଡିଛନ୍ତି ଯାହା ଦ୍ଵାରା ତାଙ୍କ ଗୋଟେ ରୋଗ ଭଲ ହେଲେ ଔଷଧ ସାଇଡ ଇଫେକ୍ଟ ଦ୍ଵାରା ଅନ୍ୟ କେତେକ ରୋଗ ହୋଇଥାଏ ।

ଏହା ଛଡା ଇଂରାଜୀ ଔଷଧ ଦ୍ଵାରା ଆମ ପେଟ ପାଚନ ଶକ୍ତି ଦୁର୍ବଳ ହୋଇଥାଏ ଆଉ ଆମକୁ ହଜାର ହଜାର ରୋଗ ମାଡି ବସିଥାଏ । ତେବେ ଆପଣଙ୍କୁ ସବୁଠାରୁ ଶସ୍ତା ସହଜ ଉପାୟ କରିବାର ଅଛି ଆପଣଙ୍କୁ ହାଲ୍କା ଉଷୁମ ପାଣି ନବାର ଅଛି ଏଥିରେ ଅଳପ ଲୁଣ ପକାନ୍ତୁ କିନ୍ତୁ ସାଧାରଣ ଲୁଣ ନୁହ କଳା ଲୁଣ ପକାନ୍ତୁ ।

ଏହା ପରେ ହାଲ୍କା ହଳଦୀ ପକାନ୍ତୁ କିନ୍ତୁ ଯଦି ଆପଣଙ୍କ ଦେହରୁ ରକ୍ତ ଯାଉଛି ବା ମାସିକ ଚାଲିଛି ବା କିଡନିରେ ଷ୍ଟୋନ ଭଳି ସମସ୍ୟା ଅଛି ତେବେ ଆପଣଙ୍କୁ ହଳଦୀ ନବା ଉଚିତ ନୁହଁ ଆପଣ ହଳଦୀ ନିଅନ୍ତୁ ନାହିଁ । ଆପଣଙ୍କୁ ସକାଳେ ଆଉ ସନ୍ଧ୍ୟାରେ ଦୁଇ ଥର ଗାର୍ଗଳିଙ୍ଗ କରିବାର ଅଛି ଏହା ଦ୍ଵାରା ଆପଣଙ୍କ ତଣ୍ଟିକୁ ଆରାମ ମିଳିଥାଏ ଆଉ ଆପଣଙ୍କୁ ବହୁତ ଭଲ ଅନୁଭବ ହୋଇଥାଏ ।

ଏହି ଉପାୟ କରିବା ଦ୍ଵାରା ଆପଣଙ୍କ ତଣ୍ଟି ଜାଳା ପୋଡା ଚାଲି ଯାଇଥାଏ ଏହା ଛଡା ଆପଣଙ୍କ କାସ ମଧ୍ୟ ଦୂରେଇ ଯାଇଥାଏ ଆଉ ଏହି ଉପାୟ ଦ୍ଵାରା ଆପଣଙ୍କ ତଣ୍ଟିରେ କଫ ବସି ନଥାଏ ତେବେ କରୋନା ସଂକ୍ରମଣ ଡର ମଧ୍ୟ ନଥାଏ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button