ସ୍ୱାସ୍ଥ୍ୟ

ସାବଧାନ, ଦୈନନ୍ଦିନ ବ୍ୟବହାର ଜିନିଷରୁ ବି ହୋଇପାରେ କ୍ୟାନସର୍‌

ଆମେ ନିଶ୍ୱାସ ନେଉଥିବା ବାୟୁଠାରୁ ଆରମ୍ଭ କରି ସାଧାରଣ ଖାଦ୍ୟ ସାମଗ୍ରୀ ପର୍ଯ୍ୟନ୍ତ ଏବଂ ଖାଉଥିବା ଖାଦ୍ୟରେ ମଧ୍ୟ ଏହି କ୍ୟାନ୍‌ସର ଜୀବାଣୁ ରହିଥିବା ଏବେ ବୈଜ୍ଞାନିକମାନେ କହିଛନ୍ତି। ଏପରିକି ଆମେ ଦୈନନ୍ଦିନ ବ୍ୟବହାର କରୁଥିବା ଜିନଷରୁ ମଧ୍ୟ କ୍ୟାନ୍‌ସର ହୋଇପାରେ ବୋଲି ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ସଚେତନ କରାଇଛନ୍ତି।

କ୍ୟାନ୍‌ସର। ଏହି ନା ଶୁଣିଲେ ସମସ୍ତଙ୍କ ମନରେ ଛନକା ପସେ। ଏହା ଏକ ମାରାତ୍ମକ ରୋଗ। ଏହି ରୋଗ ଏବେ ଦିନକୁ ଦିନ ବଢ଼ିବାରେ ଲାଗିଛି। ପୂରା ବିଶ୍ୱରେ ପ୍ରତିବର୍ଷ ଶତାଧିକ ଲୋକେ ଏହି ରୋଗରେ ଆକ୍ରାନ୍ତ ହୋଇ ଜୀବନ ହାରୁଛନ୍ତି। ଆମେ ନିଶ୍ୱାସ ନେଉଥିବା ବାୟୁଠାରୁ ଆରମ୍ଭ କରି ସାଧାରଣ ଖାଦ୍ୟ ସାମଗ୍ରୀ ପର୍ଯ୍ୟନ୍ତ ଏବଂ ଖାଉଥିବା ଖାଦ୍ୟରେ ମଧ୍ୟ ଏହି କ୍ୟାନ୍‌ସର ଜୀବାଣୁ ରହିଥିବା ଏବେ ବୈଜ୍ଞାନିକମାନେ କହିଛନ୍ତି। ଏପରିକି ଆମେ ଦୈନନ୍ଦିନ ବ୍ୟବହାର କରୁଥିବା ଜିନଷରୁ ମଧ୍ୟ କ୍ୟାନ୍‌ସର ହୋଇପାରେ ବୋଲି ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ସଚେତନ କରାଇଛନ୍ତି।

କର୍କିନୋଜେନ ସହିତ ସମ୍ପର୍କ ଥିଲା, ଏହାର ଅର୍ଥ ନୁହେଁ ଯେ ତୁମେ କର୍କଟ ରୋଗରେ ଆକ୍ରାନ୍ତ ହେବ। ଆପଣଙ୍କର ଅସୁସ୍ଥ ହେବାର ସମ୍ଭାବନା ଅନେକ ଜିନିଷ ଉପରେ ନିର୍ଭର କରେ। ଅନେକ ଥର, ଆପଣଙ୍କର ଜିନ୍ ମଧ୍ୟ ଏକ ଭୂମିକା ଗ୍ରହଣ କରିଥାଏ। ଦୈନନ୍ଦିନ ବ୍ୟବହୃତ ହେଉଥିବା ଜିନିଷରୁ ମଧ୍ୟ କ୍ୟାନ୍‌ସର କାରକ ବ୍ୟାପି ତେଣୁ ଏଥିପ୍ରତି ସଚେତନ ରହିବା ଜରୁରୀ ବୋଲି ଡାକ୍ତରମାନେ କହିଛନ୍ତି।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button