ଫଟା ଗୋଇଠି ଗୋଟେ ଦିନରେ ଠିକ ହୋଇ ନରମ ଏବଂ କୋମଳ ହେବ, ବାସ କରନ୍ତୁ ଏହି ଘରୋଇ ଉପଚାର

ବନ୍ଧୁଗଣ ବର୍ତ୍ତମାନ ଶୀତ ଦିନ ଆରମ୍ଭ ହୋଇ ସାରିଛି । ବିଶେଷ କରି ମହିଳା ମାନଙ୍କର ଫଟା ଗୋଇଠି ଭଳି ସମସ୍ଯା ଶୀତ ଦିନରେ ଦେଖା ଯାଇଥାଏ । ଯେବେ ଗୋଇଠି ଫାଟେ ତେବେ କାମଦାମ କରିବାରେ ଅସୁବିଧା ହୋଇଥାଏ ବହୁତ କଷ୍ଟ ହୁଏ । ଠିକ ଭାବେ ଚାଲି ହୁଏ ନାହି । ଏମିତିକି ଗୋଇଠିରୁ ରକ୍ତ ମଧ୍ୟ ବାହାରିଥାଏ । ତେବେ ଏହି କ୍ଷେତ୍ରରେ ଘରୋଇ ଉପଚାରର ପ୍ରୟୋଗ କରି ଆପଣ ଗୋଟିଏ ଦିନରେ ଫଟା ଗୋଇଠିକୁ ଠିକ କରିପାରିବେ ।
ଆଜି ଆମେ ଆପଣଙ୍କୁ ଏମିତି ଏକ ଜବରଦସ୍ତ ହୋମ ରେମଡି ବିଷୟରେ କହିବୁ ଯାହା ଦ୍ଵାରା ଫଟା ଗୋଇଠି ସଂପୂର୍ଣ୍ଣ ଠିକ ହୋଇଯିବ । ଏହି ରେମେଡି ଟିଆରି କରିବା ପାଇଁ ଆବଶ୍ୟକ ପଡିବ ପେଟ୍ରୋଲିୟଲ ଜେଲି ଯାହା ଆପଣଙ୍କୁ ସହଜରେ ମିଳିଯିବ । ଏଥିପାଇଁ ଏକ ଚାମଚ ପେଟ୍ରୋଲିୟମ ଜେଳିର ଆବଶ୍ୟକତା ପଡିବ । କୌଣସି କମ୍ପାନୀରେ ଜେଲି ପ୍ରୟୋଗ କରିପାରିବେ । ଏହା ପରେ ଆବଶ୍ୟକ ହେବ କର୍ପୁର କୁ ଗୁଣ୍ଡ କରି ଏଥିରେ ପ୍ରୟୋଗ କରନ୍ତୁ ।
ତୃତୀୟ ସାମଗ୍ରୀ ହେଉଛି ନଡିଆ ତେଲ ଯାହା ଆପଣଙ୍କୁ ସହଜରେ ଘରୁ ମିଳିଯିବ । ଏକ ଚାମଚ ନଡିଆ ତେଲ ନିଅନ୍ତୁ । ଏହା ପରେ ଶେଷରେ ଆବଶ୍ୟକ ସୋରିଷ ତେଲ ଯାହା ଆପଣଙ୍କୁ ରୋଷେଇ ଘରୁ ସହଜରେ ମିଳିଯିବ । ଏକ ଚାମଚ ଶୋଶରୀ ତେଲ ନେଇ ଏହାର ଭଲ ଭାବେ ମିଶ୍ରଣ କରନ୍ତୁ ଯେମିତି ଏହା ଏକ କ୍ରିମ ଭଳି ପ୍ରସ୍ତୁତ ହେବ । ଖାସ କରି ଶୀତ ଦିନରେ ଫଟା ଗୋଇଠି ଭଳି ସମସ୍ଯା ଭୋଗିବାକୁ ପଡିଥାଏ । ଆପଣ ମାନେ ଏହି ଘରୋଇ ଉପଚାର ଟ୍ରାଏ କରନ୍ତୁ ଦେଖିବେ ଏହି ସମସ୍ୟା ଦୂର ହୋଇଯିବ ।
ଯଦି ଆପଣଙ୍କର ଫଟା ଗୋଇଠି ସମସ୍ଯା ଅଧିକ ପୁରୁଣା ରହିଛି ତେବେ ଏହାର ପ୍ରୟୋଗ ୭ ଦିନ ଲଗାତାର କରନ୍ତୁ । ଏହାକୁ କିଛି ସମୟ ରଖିବା ପରେ ଆପଣ ନିଜ ଗୋଇଠି କୁ ଭଲ ଭାବେ ପରିଷ୍କାର କରି ଧୋଇ ଦିଅନ୍ତୁ । ଏହା ସହ ନଖ ଉଷୁମ ପାଣିରେ ପାଦ ବୁଡାଇ ରଖନ୍ତୁ ୫ ମିନିଟ ପାଇଁ । ଏହା ପରେ ଅଳ୍ପ ମିଶ୍ରଣ ନେଇ ଏହାକୁ ପାଦ ରେ ଲଗାନ୍ତୁ । ଆପଣଙ୍କର ପାଦ ରେ ଯେଉଠି ଅଧିକ ଫାଟିଛି ସେଠାରେ ଲଗାନ୍ତୁ । ୫ ମିନିଟ ଯାଏଁ ଭଲ ଭାବେ ଏହାକୁ ମାଲିସ କରନ୍ତୁ ।
ରାତିରେ ଶୋଇବା ସମୟରେ ଏହି କ୍ରିମ କୁ ମାଲିସ କରନ୍ତୁ । ଦେଖିବେ ଗୋଟିଏ ରାତିରେ ଚମତ୍କାରୀ ଫଳ ଦେଖିବାକୁ ମିଳିବ । ମଶାଚ କରିବା ପରେ ଜାରି, କପଡା ବାନ୍ଧି ଦିଅନ୍ତୁ । ଧ୍ୟାନ ରଖିବେ ଏହି କ୍ରିମ ଅନ୍ୟ କେଉଁଠି ନ ଲାଗିବ । ଜୀବନ ସାରା ଏହି ସମସ୍ଯା ଆଉ ହେବ ନାହି ଏହି ରେମେଡି ପ୍ରୟୋଗ କରିଲେ ।
ଏହାର ପ୍ରୟୋଗ ନିଶ୍ଚୟ କରନ୍ତୁ ଆଉ ଫଟା ଗୋଇଠି ଭଳି ସମସ୍ଯା ଦୂର କରନ୍ତୁ ସବୁ ଦିନ ପାଇଁ ।