ଓଡିଶା

ରାସ୍ତା ଉପରେ ହଠାତ କାହା ଉପରେ ରାଗିଲେ Sidharth Mohapatra ,ଦେଖନ୍ତୁ ଏହି Videoକୁ

ସବୁବେଳେ ସ୍କ୍ରିନ ରେ ଦେଖା ଯାଉଥିବା ସୁପର ଷ୍ଟାର ସିଦ୍ଧାନ୍ତ ମହାପାତ୍ର ଆଜି ରାସ୍ତା ଉପରେ କାହିଁକି ରାଗି ଯାଇଛନ୍ତି । ସାଂସଦ ଆଉ ଓଲିଉଡ ସୁପର ଷ୍ଟାର ସିଦ୍ଧାନ୍ତ ମହାପାତ୍ର ସବୁବେଳେ ସାଇକେଲ ଚଲାଇବାକୁ ଭଲ ପାଇଥାନ୍ତି । ଆଜି ବୋଧ ହୁଏ ସେ ଭୋରୁ ଭୋରୁ ସେ ସାଇକଲେ ଚଲାଉ ଥିଲେ । କିନ୍ତୁ କାହିଁକି ଜଣଙ୍କ ଉପରେ ରାଗିଗଲେ ଏମିତି କଣ ହେଲା ? ସବୁବେଳେ ସିଦ୍ଧାନ୍ତ ଙ୍କୁ ସ୍କ୍ରିନ ରେ ସ୍ମାଇଲିଙ୍ଗ ବାଲା ଫେସ ରେ ଦେଖୁଥିବା ଦର୍ଶକ କିନ୍ତୁ ଏଥର କାହିଁକି ଦେଖିଲେ ରାଗିବାର ?

କାହିଁକି ସିଦ୍ଧାନ୍ତ ଙ୍କର ରାଗ ଚରମ ସୀମାରେ ପହଞ୍ଚି ଗଲା ? ହଁ ଦର୍ଶକ ବନ୍ଧୁ ଅଭିନେତା ସିଦ୍ଧାନ୍ତ ରାଗି ଯାଇଛନ୍ତି । ଆଉ କହୁଛନ୍ତି ଅଟକାଇବେ ଅଟକାଇବେ କାହିଁକି । ଏ ଭିଡିଓ ତି ଏବେ ସୋସିଆଲ ମିଡିଆରେ ବେସ ଭାଇରାଲ ହେବାରେ ଲାଗିଛି ।  ଭାଇରାଲ ହୋଇଥିବା ଭିଡିଓ ରେ ସିଦ୍ଧାନ୍ତ ମହାପାତ୍ର ଜଣେ ବାଇକ ଆରୋହି ଙ୍କ ଉପରେ ରାଗି ଯାଉଛନ୍ତି ।

ଆଉ ଯେତେବେଳେ ସିଦ୍ଧାନ୍ତ ମହାପାତ୍ର ନିଜେ ସାଇକେଲିଙ୍ଗ କରୁଛନ୍ତି । ସୂଚନା ଅନୁଯାୟୀ ଯେତେ ସିଦ୍ଧାନ୍ତ ସାଇକେଲିଙ୍ଗ କରୁଥିଲେ ସେତେବେଳେ ରାସ୍ତା ର ବାମ ପାର୍ଶ୍ଵ ରେ ଜଣେ ବାଇକ ଆରୋହି ଠିଆ ହୋଇଥିଲେ । ଆଉ କୁହା ଯାଉଛି କି ଏହି ଭିଡିଓ ଟି ଏକ ଟ୍ରାଫିକ ପୋଷ୍ଟ ର । ତେବେ ସମସ୍ତେ ଜାଣିଛନ୍ତି ଟ୍ରାଫିକ ପୋଷ୍ଟ ତି ଆମ୍ବୁଲାନ୍ସ ପାଇଁ ଛଡା ଯାଇଥାଏ ।

କୌଣସି ଜରୁରୀକାଳୀନ ସେବା ପାଇଁ ରାସ୍ତା ଫାଙ୍କା ଛଡା ଯାଏ । କିନ୍ତୁ ସ୍ଥିତି ଏଠାରେ ଏମିତି ହୋଇଛି ଯେ ରାସ୍ତାର ବାମ ପାର୍ଶ୍ଵ ବି ଫୁଲ ହୋଇ ଯାଇଛି । ଆଉ ତା ପରେ ବାଇକ ଆରୋହି ଜଣକ ରାସ୍ତା ର ଉପର ଅର୍ଥାତ ଡ୍ରେନ ଉପରେ ଥିବା ସ୍ଲାପ ଉପରେ ଠିଆ ହୋଇଛନ୍ତି । ଯେଉଁ ସମୟରେ ସିଦ୍ଧାନ୍ତ ମହାପାତ୍ର ସାଇକେଲିଙ୍ଗ କରି ଯାଉଥିଲେ । ଆଉ ତାଙ୍କୁ କୁଆଡେ ବୁଝାଇବାକୁ ଚେଷ୍ଟା କରିଥିଲେ ସିଦ୍ଧାନ୍ତ ।

କିନ୍ତୁ ବାଇକ ଆରୋହି ଜଣକ ଜମା ବି ବୁଝି ନ ଥିଲେ । ଆଉ ତା ପରେ ସିଦ୍ଧାନ୍ତ ଙ୍କ ରାଗ କୁଆଡେ ଚରମ ସୀମାରେ ପହଞ୍ଚି ଯାଇଥିଲା । ଅଟକାଇବେ ଅଟକାଇବେ ଓ ଡାହାଣ ପଟ କୁ ଯାଇ ବାମ ପଟ କୁ ରାସ୍ତା ଛାଡିବା ପାଇଁ ରାଗିକି କହିଥିଲେ ସିଦ୍ଧାନ୍ତ । ଏହାରି ଭିତରେ ନେଟିଜେନ ମାନେ ସିଦ୍ଧାନ୍ତଙ୍କ ଏହି ରାଗ ତମ ତମ ଭିଡିଓ କୁ ପସନ୍ଦ କରୁଛନ୍ତି ।

ସିଦ୍ଧାନ୍ତଙ୍କ ରାଗିବାର ଉଦେଶ୍ୟ ଥିଲା ରାସ୍ତା ଫାଙ୍କା କରିବା । ସେ ଆମ୍ବୁଲାନ୍ସ ବା ଦମକଳ ବା ଜରୁରୀକାଳିନ ସେବା ପାଇଁ ରାସ୍ତା କୁ ଫାଙ୍କା ଛାଡିବା ପାଇଁ ବାଇକ ଆରୋହି ଙ୍କ ଉପରେ ପାଟି କରିଥିଲେ ସିଦ୍ଧାନ୍ତ । ଯାହାର ଭିଡିଓ ଏବେ ଖୁବ ଭାଇରାଲ ହେବାରେ ଲାଗିଛି ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button