ଓଡିଶା

ସାମ୍ନାକୁ ଆସିଲା ରସିକିଆ ଡାକ୍ତରର ଅସଲ ରୂପ, ଏପଟେ ଧୋକା ଦେଇ, ସେ ପଟେ କଣ କରୁଥିଲା ଡାକ୍ତର ଦିବ୍ୟ ଦେଖନ୍ତୁ Video

ନୂଆ ନୂଆ ପାଠ ପଢା ଆଉ ତା ପରେ ଡାକ୍ତରୀ ଚାକିରି, ମୋଟା ଅଙ୍କର ଦରମା ସରକାରୀ କ୍ଵାଟର୍ସ । ତା ପରେ ବାସ ଦୁହେଁ ପ୍ରେମ ରାଇଜ ରେ ଉଡି ବୁଲିଲେ । ହଁ ଦର୍ଶକ ବନ୍ଧୁ ଡାକ୍ତର ଶୁଭଶ୍ରୀ କର ଏବଂ ତାଙ୍କ ବୟଫ୍ରେଣ୍ଡ ଦିବ୍ୟ ରଞ୍ଜନ ମାଝୀ ଉଭୟଙ୍କ ମଧ୍ୟରେ ଗଢି ଉଠିଲା ପ୍ରେମ ସମ୍ପର୍କ । ଆଉ ଦୁହିଁଙ୍କର ପ୍ରେମ ଡେଣା ଲାଗି ସାରିବା ପରେ ଉଡି ବୁଲିଲେ ପ୍ରେମ ରାଇଜ ରେ ।

ବାସ ଏହି ପ୍ରେମ କିଛି ଦିନ ପରେ ଧୋକାରେ ପରିଣତ ହେଇଗଲା । ମନ ଭାଙ୍ଗି ଗଲା ସ୍ଵପ୍ନ ଉଜୁଡି ଗଲା । ଆଉ ଦିବ୍ୟ ରଞ୍ଜନ କୁଆଡେ ଧୋକା ଦେଇ ଶୁଭଶ୍ରୀଙ୍କୁ ଛାଡି ଦେଲା । ଆଉ ତା ପରେ ଶୁଭଶ୍ରୀ ବି ଥାନାର ଦ୍ଵାରସ୍ଥ ହେଲେ । ଆଉ ଏହାରି ମଧ୍ୟରେ ସାମ୍ନାକୁ ଆସିଥିଲା ଡାକ୍ତର ଶୁଭଶ୍ରୀ କରଙ୍କର ଶେଷ ନୃତ୍ଯୁ । ଆଉ ଏବେ ସାମ୍ନାକୁ ଆସୁଛି ଡାକ୍ତର ଦିବ୍ୟ ରଞ୍ଜନଙ୍କର କିଛି ଭିଡିଓ ।

ହଁ ବନ୍ଧୁଗଣ ଏହି ଖବର କୁ ନେଇ ଏବେ ସାରା ରାଜ୍ୟରେ ଚହଳ ସୃଷ୍ଟି ହୋଇଛି । ତା ହେଲେ ଆଉ ଡେରି ନ କରି ଆସନ୍ତୁ ଜାଣିବା ଏହି ଖବର ବିଷୟରେ । ଏହି ଭିଡିଓ ସାମ୍ନା କୁ ଆସିବା ପରେ ଡାକ୍ତର ଦିବ୍ୟ ରଞ୍ଜନ ମାଝୀ ଙ୍କ ସତ୍ୟତା ସାମ୍ନା କୁ ଆସିଛି ଯାହାକୁ ନେଇ ଏବେ ଚାରି ଆଡେ ଚାଞ୍ଚଲ୍ୟ କର ସ୍ଥିତି ସୃଷ୍ଟି ହୋଇଛି । ଦର୍ଶକ ବନ୍ଧୁ ଡାକ୍ତର ଶୁଭଶ୍ରୀ କର ନିଜ ଏକ୍ସ ବୟଫ୍ରେଣ୍ଡ ଦିବ୍ୟ ରଞ୍ଜନଙ୍କୁ ଭୁଲିବା ପାଇଁ ନାଚ ଗୀତରେ ମାତି ଥିଲେ ଭୋଜି ଭାତରେ ମାତି ଥିଲେ ।

ମାତ୍ର ଡାକ୍ତର ଦିବ୍ୟ ରଞ୍ଜନ ଏକ ନୁହେଁ ଏକାଧିକ ଯୁବତୀଙ୍କ ସହ ରଖିଥିଲେ ପ୍ରେମ ସମ୍ପର୍କ । ଆଉ ପ୍ରେମ ପ୍ରତାରଣା ଭିତରେ ଛନ୍ଦି ହେଇଗଲେ ଶୁଭଶ୍ରୀ କର । ଭଲ କରି ଦେଖି ନିଅନ୍ତୁ ଏ ଭିଜୁଆଲ ସବୁ । ଏ ଭିଜୁଆଲରେ ଡାକ୍ତର ଦିବ୍ୟ ରଞ୍ଜନ କେଉଁଠି ଖାଇଲେ କେଉଁଠି ଶୋଇଲେ କେଉଁଠି ଯାଉଛନ୍ତି କେଉଁ ଜାଗର ଚାହା ଭଲ କେଉଁଠି କେତେ କିଲୋମିଟର ତାହା ଦର୍ଶାଉ ଛନ୍ତି ।

ହଁ ଦର୍ଶକ ବନ୍ଧୁ ସବୁବେଳେ ମଉଜ ମସ୍ତିରେ ବଞ୍ଚୁ ଥିବା ଦିବ୍ୟ ରଞ୍ଜନ ଶେଷରେ ପ୍ରେମ କରି ପ୍ରତାରଣା କରିଥିବା ଚର୍ଚ୍ଚା ହେଉଛି । ଆଉ ଏହି ଅଭିଯୋଗ ଆସିବା ପରେ ଦିବ୍ୟ ରଞ୍ଜନ ଙ୍କୁ କେବେ ପୋଲିସ ଜେରା କରୁଛି ତାହା ଉପରେ ରହିଛି ସମସ୍ତଙ୍କ ନଜର ।  ବନ୍ଧୁଗଣ ଏବେ ଏହି ଖବରକୁ ନେଇ ସାରା ଓଡିଶାରେ ଚର୍ଚ୍ଚା ଜୋର ଧରିଛି ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button