ଧର୍ମ

Ajira Anuchinta- କେଉଁ ଜାଗାରେ ପରିଶ୍ରା କରିବା ଉଚିତ ନୁହେଁ, ଏହି ସ୍ଥାନରେ ପରିସ୍ରା କଲେ ହୁଏ ସର୍ବନାଶ

ଆମ ଭାରତୀୟ ସନାତନ ଶାସ୍ତ୍ରରେ ମଣିଷ ପାଇଁ ବହୁତ ପ୍ରକାର ଉପାୟ କୁହା ଯାଇଛି ଓ ଏହି ଉପାୟ ଦ୍ଵାରା ମଣିଷ ନିଜ ଜୀବନରେ ଭଲ କର୍ମ କରିପାରେ ଓ ଖରାପ କାମ ଠାରୁ ଦୂରେଇ ଯାଇଥାଏ । ଆଜି ଆମେ ଆପଣଙ୍କୁ ଏମିତି କିଛି ବିଚାର କହିବାକୁ ଯାଉଛୁ ଯାହା ଅନୁଯାଇ ଆପଣ କାମ କଲେ ବହୁତ ସୁଖ ପ୍ରାପ୍ତି ହୋଇଥାଏ ।

ତେବେ ବହୁତ ଲୋକେ କୁହନ୍ତି ଦୀପାବଳି ସମୟରେ ପୁରୁଣା ଜିନିଷ ଘରୁ ବାହାର କରୀଦବା ଉଚିତ କିନ୍ତୁ କଣ ଆପଣ ଏହା ଜାଣିଛନ୍ତି ଯେ କେଉଁ ଜିନିଷ ପୁରୁଣା ହେଲେ ମଧ୍ୟ ଲାଭକାରୀ ହୋଇଥାଏ ପୁରୁଣା ଚାକର, ପୁରୁଣା ଘିଅ, ପୁରୁଣା ମହୁ ଓ ପୁରୁଣା କଇଁୟା ଓ ପୁରୁଣା ବଦ୍ୟ ବହୁତ ଶୁଭକାରୀ ହୋଇଥାଏ ଏହାକୁ ଘରୁ ଫିଙ୍ଗିବା ଉଚିତ ନୁହଁ । ଆଜି ଆମେ ଆପଣଙ୍କୁ ଏମିତି କିଛି ଉପାୟ କହିବାକୁ ଯାଉଛୁ ଯାହା ଆପଣଙ୍କ ପାଇଁ ଲାଭକାରୀ ଅଟେ

Image Courtesy: Google

୧. ଯଦି କୌଣସି ମଣିଷ ଜଗନ୍ନାଥ ମନ୍ଦିର ଯାଇ ସେଠି ମନ୍ଦିରର ୩ଟି ପରିକ୍ରମା କରିଥାଏ ତେବେ ସେହି ବ୍ୟକ୍ତି ଜୀବନ ବହୁତ ସମସ୍ଯା ଭଲ ହୋଇଥାଏ । ଏହା ଛଡା ଯଦି ଆପଣ ଶିବ ମନ୍ଦିର ଯାଆନ୍ତି ତେବେ ଆପଣଙ୍କୁ ଅର୍ଦ୍ଧ ଚନ୍ଦ୍ର ଭଳି ମନ୍ଦିରର ଅର୍ଦ୍ଧ ପରିକ୍ରମା କରିବା ଶୁଭ ଫଳ ଦାଇ ହୋଇଥାଏ । ଏହା ଆପଣ ଓ ଆପଣଙ୍କ ପରିବାର ଲୋକଙ୍କ ପାଇଁ ବହୁତ ଭଲ ଅଟେ ।

Image Courtesy: Google

୨. ଯଦି ଘର ଲୋକଙ୍କ ଭିତରେ ସବୁବେଳେ ମନୋମାଳିନ୍ୟ ଚାଲିଥାଏ ଓ କୌଣସି ପ୍ରକାର ସମାଧାନ ଦେଖା ଯାଉ ନଥାଏ ତେବେ ଶନିବାର ଦିନ ବଉଳ ଗଛ ପାଖରେ ଯାଇ ୭ଟି ପରିକ୍ରମା କରି ବଉଳ ଆଣି ଘରେ ରଖନ୍ତୁ ଦେଖିବେ ଘର ଲୋକଙ୍କ ମଧ୍ୟରେ ଭଲ ପାଇବା ବଢିବ ।

୩. ଯଦି ଆପଣ ଆମିଷ ଖାଇବା ପସନ୍ଦ କରନ୍ତି ତେବେ ମହୁରାଳି ମାଛ ଖାଆନ୍ତୁ ଏହା ଦେହ ପାଇଁ ବହୁତ ଭଲ ଅଟେ ଓ ମନେ ରଖନ୍ତୁ ମାଛ ପୋଡା ଖାଇଲେ ସବୁଠାରୁ ଶୁଭ ଅଟେ ।

Image Courtesy: Google

୪. ବହୁତ ଲୋକ ଅଛନ୍ତି ଯେଉଁ ଜାଗା ପାଇଲେ ସେଠାରେ ପରିଶ୍ରା କରି ଦିଅନ୍ତି କିନ୍ତୁ ମନେ ରଖନ୍ତୁ ନିଜ ଛାଇ ଉପରେ କେବେ ପରିଶ୍ରା କରିବେ ନାହିଁ ଏହା ବହୁତ କ୍ଷତିକାରକ ଏହା ଛଡା କୌଣସି ତୀର୍ଥ ସ୍ଥାନରେ ପରିଶ୍ରା କରନ୍ତୁ ନାହିଁ ଓ ସବୁଠାରୁ ମହତ୍ଵପୂର୍ଣ୍ଣ କଥା କୌଣସି ମସାଣିରେ ପରିଶ୍ରା କରନ୍ତୁ ନାହିଁ ଏହା ଆପଣଙ୍କ ପାଇଁ ହାନିକାରକ ଅଟେ ।

୫. ସମସ୍ତଙ୍କ ଘରେ ଘଣ୍ଟି ହୋଇଥାଏ ସମସ୍ତେ ପୂଜା କଲା ବେଳେ ଘଣ୍ଟି ବଜାଇ ଥାନ୍ତି କିନ୍ତୁ ମନେ ରଖନ୍ତୁ ଯେଉଁ ଘରେ ଘଣ୍ଟି ଉପରେ ଗରୁଡ ଚିତ୍ର ହୋଇଥାଏ ସେହି ଘରେ ଅଗ୍ନି ଭୟ, ବଜ୍ର ଭୟ ଓ ଚୌର ଭୟ କେବେ ଆସି ନଥାଏ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button