ବିଚାର

ଦିନ ଦ୍ବିପହର ରେ ପ୍ରେମୀ ଯୁଗଳ ଜଙ୍ଗଲ ଭିତରେ କଲେ ଖେଳ ଦୃଶ୍ୟ ଦେଖିଲେ ମୁଣ୍ଡ ଗରମ ହୋଇଯିବ ଦେଖନ୍ତୁ

ନମସ୍କାର ବନ୍ଧୁଗଣ। ବନ୍ଧୁଗଣ ଆଜିର ସ୍ୱାର୍ଥପର ଦୁନିଆରେ ପ୍ରେମ କେବେ ସ୍ୱାର୍ଥପର ସାଜିଲାଣି ତ, ପୁଣି କେଉଁଠି ବିଶ୍ୱାସଘାତର କାହାଣୀ ହେଲାଣି। ପ୍ର-ତା-ର-ଣା, ପ୍ର-ତି-ଶୋ-ଧ, ପରକ୍ରିୟାର ପ୍ରତିଶବ୍ଦ ଏବେ ପ୍ରେମ ପାଲଟିଲାଣି ।
ପବିତ୍ର ପ୍ରେମର ସଂଜ୍ଞାର ଅର୍ଥ ଧିରେଧିରେ କ-ଳ-ଙ୍କି-ତ ହେଲାଣି। ପ୍ରେମ ଯେ ମନର ମନ୍ଦିରରେ ପୂଜା ପାଉଥିବା ଗୋଟେ ପବିତ୍ର ଫୁଲ ତାହା ଆଜିର କିଛି ଯୁବପିଢିଙ୍କ ପାଇଁ କିଛି ମାନେ ରଖେନି। ବନ୍ଧୁଗଣ ଆପଣମାନେ ଜାଣିଥିବେ ପ୍ରେମ ହେଉଛି ଚିରନ୍ତନ।
ଯଦି ଥରେ କାହାକୁ କାହା ସହିତ ପ୍ରେମ ହୋଇଗଲା ତାହେଲେ ଆଉ କାହାକୁ ଖାତିର କରନ୍ତି ନାହିଁ ଏହି ପ୍ରେମୀ ଯୁଗଳ। କାହିଁକି ନା ଯିଏ ପ୍ରେମ କରିବ ସେ ଆଗପଛ କଣ କରିବେ ସବୁ ଭୁଲିଯିବେ।
ପ୍ରେମୀ ଯୁଗଳ ଏକାଏକା ଦେଖା ମଧ୍ୟ କରିଥାନ୍ତି। ଆଉ ଟିକେ ପ୍ରେମ ନିବିଡ଼ ହୋଇଗଲେ ଚୋରା ପିରତି ପାଇଁ ବଣ, ଜଙ୍ଗଲ,ହୋଟେଲ୍ ଓୟୋ କୁ ଚାଲି ଯାଇଥାନ୍ତି ପ୍ରେମୀ ଯୁଗଳ। ଅ-ନ୍ତ-ର-ଙ୍ଗ ମୁହୂର୍ତ୍ତ ବିତାଇବା ପାଇଁ କେଉଁଆଡେ ଚାଲି ଯାଇଥାନ୍ତି।
ଆଉ ଆଗଭଳି ପ୍ରେମ ସାସ୍ୱତ ଓ ଚିରନ୍ତନ ହୋଇ ରହିନାହିଁ। କିନ୍ତୁ ଖୁବ କମ ବୟସରେ ପ୍ରେମକୁ ଭୁଲଦିଗକୁ ନେବାପାଇଁ ଆଜିକାଲି ପିଲାମାନଙ୍କ ପାଇଁ ବେଶୀ ସମୟ ଲାଗୁନି। ତେବେ ପ୍ରେମ ମାନେ ହିଁ ଆଜିକାଲି ଯୁବ ପିଢ଼ି କେବଳ ଶାରୀରିକ ସମ୍ପର୍କ ରଖିବା ଭାବି ନେଇଛନ୍ତି।
ବନ୍ଧୁଗଣ ଆଜିକାଲି ଦୁନିଆରେ ଯୁବପୀଢ଼ି ମାନେ ଏମିତିକା କାମ କରୁଛନ୍ତି ଯାହା ନି-ନ୍ଦ-ନୀ-ୟ ଅଟେ। ଲୋକଲୋଚନକୁ ଏମିତି ଭିଡିଓ ଆସୁଛି ଯାହା ଦେଖିଲେ ଆପଣ ମାନେ ବି ଆଶ୍ଚର୍ଯ୍ୟ ହେଇଯିବେ।
ଏହି ଭିଡିଓଟିରେ ଆପଣ ମାନେ ଦେଖିପାରୁଥିବେ ଜଣେ ଝିଅ ଶୋଇଥିବା ଅବସ୍ଥାରେ ଧରା ପଡ଼ିଲେ ଏବଂ ଝିଅ ଜଣକ ମଧ୍ୟ ସେହି ଲୋକ ମାନଙ୍କୁ ଗୋଡ଼ ଧରି ଭୁଲ ମାଗିଲେ। ଆଜିକାଲି ପିଲାମାନେ ସ୍କୁଲ ଟିଉସନ ଯିବା ବୟସରେ ଯାଉଛନ୍ତି ଜଙ୍ଗଲକୁ ଖେଳ କରିବା ପାଇଁ।
ଏହି ଭିଡିଓଟି ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଆଜିକା ପିଲା ମାନେ ଜାଣିପାରୁନାହାଁନ୍ତି ଯେ ଏଭଳି କାର୍ଯ୍ୟ କରିବା ଦ୍ୱାରା ସେମାନଙ୍କ ଜୀବନ କେବଳ ନଷ୍ଟ ହିଁ ହେବ ଏବଂ ଆଗାମୀ ଯୁବ ପିଢ଼ି ଙ୍କ ଉପରେ ମଧ୍ୟ ଏହା ବହୁତ କୁପ୍ରଭାବ ପକାଇବ।

Related Articles

Leave a Reply

Your email address will not be published. Required fields are marked *

Back to top button